ରଣଜୀ କ୍ୱାର୍ଟର ଫାଇନାଲ୍: ଗୁଜରାଟ ୨୬୩, ଓଡ଼ିଶା ୧୮୪/୮

ଜୟପୁର: ଗୁଜରାଟ ବିପକ୍ଷ ରଣଜୀ କ୍ୱାର୍ଟର ଫାଇନାଲ୍‌ର ପ୍ରଥମ ଇନିଂସରେ ଆଜି ଖେଳ ଶେଷ ସୁଦ୍ଧା ଓଡ଼ିଶା ୮ ୱିକେଟ୍ ହରାଇ ୧୮୪ କରିଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଆଜି ୨୬୩ ରନ୍ କରି ଗୁଜରାଟ ଅଲ୍‌ଆଉଟ୍ ହୋଇଯିବା ପରେ ଓଡ଼ିଶା ବ୍ୟାଟିଂ ଆରମ୍ଭ କରିଥିଲା। ତେବେ ଦଳ ଗୁଜରାଟର ବୋଲିଂକୁ ସାମ୍ନା କରିପାରି ନ ଥିଲା। ଦଳର ଦୁଇ ଜଣ ବ୍ୟାଟ୍ସମ୍ୟାନ୍ ଶୂନରେ ଆଉଟ୍ ହୋଇଥିବା ବେଳେ ଆଉ ୪ ଜଣ ଏକ […]

Biplab-Samantaray

Biplab-Samantaray

Rakesh Mallick
  • Published: Saturday, 24 December 2016
  • Updated: 25 December 2016, 10:37 AM IST

Sports

Latest News

ଜୟପୁର: ଗୁଜରାଟ ବିପକ୍ଷ ରଣଜୀ କ୍ୱାର୍ଟର ଫାଇନାଲ୍‌ର ପ୍ରଥମ ଇନିଂସରେ ଆଜି ଖେଳ ଶେଷ ସୁଦ୍ଧା ଓଡ଼ିଶା ୮ ୱିକେଟ୍ ହରାଇ ୧୮୪ କରିଛି।

ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଆଜି ୨୬୩ ରନ୍ କରି ଗୁଜରାଟ ଅଲ୍‌ଆଉଟ୍ ହୋଇଯିବା ପରେ ଓଡ଼ିଶା ବ୍ୟାଟିଂ ଆରମ୍ଭ କରିଥିଲା। ତେବେ ଦଳ ଗୁଜରାଟର ବୋଲିଂକୁ ସାମ୍ନା କରିପାରି ନ ଥିଲା। ଦଳର ଦୁଇ ଜଣ ବ୍ୟାଟ୍ସମ୍ୟାନ୍ ଶୂନରେ ଆଉଟ୍ ହୋଇଥିବା ବେଳେ ଆଉ ୪ ଜଣ ଏକ ଅଙ୍କ ଟପି ପାରି ନ ଥିଲେ। ଓପନର ବସନ୍ତ ମହାନ୍ତି ମାତ୍ର ୪ ରନ୍ କରି ଆଉଟ୍ ହୋଇଥିବା ବେଳେ ରଞ୍ଜିତ ସିଂହ ୧, ଅଭିଷେକ ଯାଦବ ୮, ସୌରଭ ରାୱତ ୨ ରନ୍ କରି ଆଉଟ୍ ହୋଇଥିଲେ। ଅଧିନାୟକ ଗୋବିନ୍ଦ ପୋଦ୍ଦାର ଓ ବିପ୍ଳବ ସାମନ୍ତରାୟ ଖାତା ଖୋଲି ପାରି ନ ଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ୪୭ ରନ୍, ସନ୍ଦୀପ ପଟ୍ଟନାୟକ ୪୩ ଓ ଶୁଭ୍ରାଂଶୁ ସେନାପତିଙ୍କ ୩୦ ରନ୍ କିଛି ମାତ୍ରାରେ ଦଳକୁ ଏକ ଲଜ୍ଜାଜନକ ସ୍ଥିତିରୁ ଉଦ୍ଧାର କରିପାରିଥିଲା। ଦୀପକ ବେହେରା ୩୪ ରନ୍ କରି ନଟ୍ ଆଉଟ୍ ଅଛନ୍ତି।

ଗୁଜରାଟ ପକ୍ଷରୁ ଜେ.ଜେ. ବୁମରାହ ୨୧ ଓଭରରେ ୩୩ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story