ବିଜୁ ପଟ୍ଟନାୟକ ଗ୍ରାମୀଣ ହକି ପ୍ରତିଯୋଗିତାକୁ ଉଦ୍‌ଘାଟନ କଲେ ଉପରାଷ୍ଟ୍ରପତି

ରାଉରକେଲା: ଆଜିଠାରୁ ରାଉରକେଲାରେ ଆରମ୍ଭ ହୋଇଛି ଗ୍ରାମାଞ୍ଚଳ ହକିର ମହାକୁମ୍ଭ ‘ବିଜୁ ପଟ୍ଟନାୟକ ଗ୍ରାମୀଣ ହକି ପ୍ରତିଯୋଗିତା’। ଏହାକୁ ଉଦ୍‌ଘାଟନ କରିଛନ୍ତି ଉପରାଷ୍ଟ୍ରପତି ହମିଦ୍ ଅନ୍‌ସାରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଏଭଳି ଏକ ଟୁର୍ଣ୍ଣାମେଣ୍ଟକୁ ପ୍ରଶଂସା କରିଛନ୍ତି ଉପରାଷ୍ଟ୍ରପତି ହମିଦ୍ ଅନ୍‌ସାରୀ। ନିଜ ଅଭିଭାଷଣରେ ସେ କହିଥିଲେ,“ଏତେ ବିଶାଳ ଟୁର୍ଣ୍ଣାମେଣ୍ଟ ବିଶ୍ୱର କୌଣସି ସ୍ଥାନରେ ହୁଏ ନାହିଁ। […]

biju-hockey

biju-hockey

Rakesh Mallick
  • Published: Saturday, 10 December 2016
  • Updated: 10 December 2016, 07:52 PM IST

Sports

Latest News

ରାଉରକେଲା: ଆଜିଠାରୁ ରାଉରକେଲାରେ ଆରମ୍ଭ ହୋଇଛି ଗ୍ରାମାଞ୍ଚଳ ହକିର ମହାକୁମ୍ଭ ‘ବିଜୁ ପଟ୍ଟନାୟକ ଗ୍ରାମୀଣ ହକି ପ୍ରତିଯୋଗିତା’। ଏହାକୁ ଉଦ୍‌ଘାଟନ କରିଛନ୍ତି ଉପରାଷ୍ଟ୍ରପତି ହମିଦ୍ ଅନ୍‌ସାରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

ଏଭଳି ଏକ ଟୁର୍ଣ୍ଣାମେଣ୍ଟକୁ ପ୍ରଶଂସା କରିଛନ୍ତି ଉପରାଷ୍ଟ୍ରପତି ହମିଦ୍ ଅନ୍‌ସାରୀ। ନିଜ ଅଭିଭାଷଣରେ ସେ କହିଥିଲେ,“ଏତେ ବିଶାଳ ଟୁର୍ଣ୍ଣାମେଣ୍ଟ ବିଶ୍ୱର କୌଣସି ସ୍ଥାନରେ ହୁଏ ନାହିଁ। ଏତେ ସଂଖ୍ୟକ ଦଳ ମଧ୍ୟ କୌଣସିଠାରେ ଭାଗ ନିଅନ୍ତି ନାହିଁ। ଏହାର ଅଧା ମଧ୍ୟ କେଉଁଠି ଭାଗ ନିଅନ୍ତି ନାହିଁ।”

ସେ ଆହୁରି କହିଥିଲେ,“ଓଡ଼ିଶା ହକିରେ ଭଲ କରୁଛି। ଆଗକୁ ମଧ୍ୟ ଭଲ କରିବ।”

ଏହି ପ୍ରତିଯୋଗିତାରେ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡର ୧୪୫୮ଟି ଦଳ ଅଂଶ ଗ୍ରହଣ କରିଛନ୍ତି। ୨୨,୦୦୦ରୁ ଅଧିକ ଖେଳାଳି ଏଥିରେ ସାମିଲ ହୋଇଛନ୍ତି।

ଆଦିବାସୀ ପିଲାଙ୍କ ମଧ୍ୟରେ ହକି ପାଇଁ ଆଗ୍ରହ ସୃଷ୍ଟି କରିବା, ସେମାନଙ୍କ ମଧ୍ୟରେ ଥିବା ପ୍ରତିଭା ଚିହ୍ନଟ କରିବା ଓ ସେମାନେ ଯେପରି ମାଓବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ନ ହୋଇ ସମାଜର ମୁଖ୍ୟସ୍ରୋତରେ ରହିବେ ସେଇ ଲକ୍ଷ୍ୟ ନେଇ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଉଛି।

ସାଂସଦ ତଥା ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀଙ୍କ ଫାଉଣ୍ଡେସନ୍ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି। ପ୍ରଥମ ଥର ପାଇଁ ଦେଶର ଏଭଳି ଏକ ହକି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story