ଅଟୋ ଡ୍ରାଇଭର୍‌ଙ୍କ ପୁଅ ସାଜିଲେ କୋଟିପତି କ୍ରିକେଟର୍‌: ପୂର୍ବରୁ ରୋଜଗାର ଥିଲା ମାତ୍ର ୫୦୦

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଭାରତୀୟ କ୍ରିକେଟର୍‌ ତଥା ଆଇପିଏଲର ଷ୍ଟାର୍‌ ବୋଲର୍‌ ମହମ୍ମଦ ସିରାଜଙ୍କ ଆଜି ୨୫ ତମ ଜନ୍ମଦିନ। ୧୩ ମାର୍ଚ୍ଚ ୧୯୯୪ରେ ସେ ହାଇଦ୍ରାବାଦର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଗରିବ ପରିବାବରେ ଜନ୍ମ ହୋଇଥିବାରୁ ସିରାଜଙ୍କ ପିଲାଦନ ବେଶ ଦୁଃଖକଷ୍ଟରେ କଟିଥିଲା। ସିରାଜ କ୍ରିକେଟ୍‌ ଦୁନିଆକୁ ଆସିବା ପୂର୍ବରୁ ତାଙ୍କର ପ୍ରଥମ ରୋଜଗାର ଥିଲା ୫୦୦ ଟଙ୍କା। ଏହି କଥାକୁ ନିଜେ ସିରାଜ ଖୁଲାସା କରିଛନ୍ତି। ସିରାଜ କହିଛନ୍ତି, ସେ ଏକ […]

front_1520868972

front_1520868972

Ordigital Desk
  • Published: Tuesday, 13 March 2018
  • Updated: 13 March 2018, 10:36 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଭାରତୀୟ କ୍ରିକେଟର୍‌ ତଥା ଆଇପିଏଲର ଷ୍ଟାର୍‌ ବୋଲର୍‌ ମହମ୍ମଦ ସିରାଜଙ୍କ ଆଜି ୨୫ ତମ ଜନ୍ମଦିନ। ୧୩ ମାର୍ଚ୍ଚ ୧୯୯୪ରେ ସେ ହାଇଦ୍ରାବାଦର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଗରିବ ପରିବାବରେ ଜନ୍ମ ହୋଇଥିବାରୁ ସିରାଜଙ୍କ ପିଲାଦନ ବେଶ ଦୁଃଖକଷ୍ଟରେ କଟିଥିଲା। ସିରାଜ କ୍ରିକେଟ୍‌ ଦୁନିଆକୁ ଆସିବା ପୂର୍ବରୁ ତାଙ୍କର ପ୍ରଥମ ରୋଜଗାର ଥିଲା ୫୦୦ ଟଙ୍କା। ଏହି କଥାକୁ ନିଜେ ସିରାଜ ଖୁଲାସା କରିଛନ୍ତି।

ସିରାଜ କହିଛନ୍ତି, ସେ ଏକ କ୍ଲବ ମ୍ୟାଚ୍‌ ଖେଳୁଥିବା ବେଳେ ୨୦ ରନ ଖର୍ଚ୍ଚ କରି ୯ଟି ୱିକେଟ୍‌ ହାସଲ କରିଥିଲେ। ଟିମ୍‌ର ଅଧିନାୟକ ଏହି ପ୍ରଦର୍ଶନରେ ଖୁସି ହୋଇ ତାଙ୍କୁ ୫୦୦ ଟଙ୍କା ଦେଇଥିଲେ। ଟିମ୍‌ର ଅଧିନାୟକ ଆଉ କେହି ନଥିଲେ ସେ ଥିଲେ ସିରାଜଙ୍କ ନିଜ ଅଙ୍କଲ୍‌। ସିରାଜଙ୍କ ବାପା ହାଇଦ୍ରାବାଦରେ ଅଟୋ ଚଲାନ୍ତି।

୨୦୧୭ରେ ସିରାଜ ପ୍ରଥମ ଥର ପାଇଁ ଆଇପିଏଲରେ ସାମିଲ ହୋଇଥିଲେ। ଏହି ସିଜିନରେ ହାଇଦ୍ରାବାଦ ସିରାଜଙ୍କୁ ୨.୪୦ କୋଟି ଟଙ୍କାରେ କିଣିଥିଲା। ଏହାପରେ ୨୦୧୮ ଆଇପିଏଲରେ ସିରାଜ ୨.୬୦ କୋଟି ଟଙ୍କାରେ ବିକ୍ରିହୋଇଛନ୍ତି। ଆର୍‌ସିବି ସିରାଜଙ୍କୁ ୨୦୧୮ ନିଲାମୀରେ କିଣିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story