ବାପା କରିଥିଲେ ସାମାନ୍ୟ ଚାକିରି: ପୁଅ ବନିଗଲେ କୋଟିପତି କ୍ରିକେଟର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟର୍‌ ରିଦ୍ଧିମାନ ଶାହା ଠାରୁ ଆରମ୍ଭ କରି ରୋହିତ ଶର୍ମା ପର୍ଯ୍ୟନ୍ତ ଏମିତି କିଛି କ୍ରିକେଟର୍‌ ଅଛନ୍ତି ଯେଉଁମାନଙ୍କ ବାପା ଏକ ସାମାନ୍ୟ ଚାକିରି କରିଥିଲେ। ହେଲେ ସେମାନଙ୍କ ପୁଅ କୋଟିପତି। ଏପ୍ରିଲ ୭ ତାରିଖ ଠାରୁ ଆରମ୍ଭ ହେଉଥିବା ଆଇପିଏଲ୍‌ରେ ଏମିତି ଅନେକ କ୍ରିକେଟର୍‌ ଅଛନ୍ତି ଯେଉଁମାନଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜ୍‌ କୋଟି କୋଟି ଟଙ୍କାରେ କିଣିଛି। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଏହି କୋଟିପତି କ୍ରିକେଟର୍‌ଙ୍କ ମଧ୍ୟରେ ଅଛନ୍ତି ରିଦ୍ଧିମାନ ଶାହା। ଯାହାଙ୍କ […]

team-india-1

team-india-1

Ordigital Desk
  • Published: Wednesday, 28 March 2018
  • Updated: 28 March 2018, 02:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟର୍‌ ରିଦ୍ଧିମାନ ଶାହା ଠାରୁ ଆରମ୍ଭ କରି ରୋହିତ ଶର୍ମା ପର୍ଯ୍ୟନ୍ତ ଏମିତି କିଛି କ୍ରିକେଟର୍‌ ଅଛନ୍ତି ଯେଉଁମାନଙ୍କ ବାପା ଏକ ସାମାନ୍ୟ ଚାକିରି କରିଥିଲେ। ହେଲେ ସେମାନଙ୍କ ପୁଅ କୋଟିପତି। ଏପ୍ରିଲ ୭ ତାରିଖ ଠାରୁ ଆରମ୍ଭ ହେଉଥିବା ଆଇପିଏଲ୍‌ରେ ଏମିତି ଅନେକ କ୍ରିକେଟର୍‌ ଅଛନ୍ତି ଯେଉଁମାନଙ୍କୁ ବିଭିନ୍ନ ଫ୍ରାଞ୍ଚାଇଜ୍‌ କୋଟି କୋଟି ଟଙ୍କାରେ କିଣିଛି। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଏହି କୋଟିପତି କ୍ରିକେଟର୍‌ଙ୍କ ମଧ୍ୟରେ ଅଛନ୍ତି ରିଦ୍ଧିମାନ ଶାହା। ଯାହାଙ୍କ ପିଲା ଦିନ ବେଶ୍‌ ଦୁଖଃକଷ୍ଟରେ କଟିଥିଲା।

ପଶ୍ଚିମବଙ୍ଗର ଏକ ଗରିବ ପରିବାରରେ ଜନ୍ମ ନେଇଥିବା ରିଦ୍ଧିମାନ ଶାହାଙ୍କ ବାପା ଇଲେକ୍ଟ୍ରିସିଟି ବୋର୍ଡରେ ଚାକିରି କରିଥିଲେ। ଅଳ୍ପ ଦରମା ମିଳୁଥିବାରୁ ରିଦ୍ଧିମାନଙ୍କ ପିଲାଦିନ ସେତେଟା ଭଲରେ କଟି ନଥିଲା। ଫଳରେ କ୍ରିକେଟ୍ ପ୍ରତି ଅନେକ ଆଗ୍ରହ ଥିଲେ ମଧ୍ୟ ଏଥିରେ କ୍ୟାରିୟର କରିବାକୁ ପ୍ରଥମେ ତାଙ୍କ ପାଇଁ ଅର୍ଥ ବାଧକ ସାଜିଥିଲା। ହେଲେ ସେ କ୍ରିକେଟ୍‌ ଖେଳିବା ଛାଡି ନଥିଲେ। କଠୋଣ ପରିଶ୍ରମ ଓ ଇଚ୍ଛାଶକ୍ତି ବଳରେ ଆଜି ସେ ସଫଳତାର ଶିଖରରେ ପହଞ୍ଚି ପାରିଛନ୍ତି।

ନିକଟରେ କୋଲକାତାରେ ଖେଳାଯାଇଥିବା ଏକ କ୍ଲବ୍ ମ୍ୟାଚ୍‌ରେ ଶାହା ମାତ୍ର ୨୦ ବଲ୍‌ରୁ ୧୦୨ରନର ଅପରାଜିତ ପାରି ଖେଳି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଏହାସହ ସେ କ୍ରିସ୍‌ ଗ୍ରଲ୍‌ଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ଗେଲ୍‌ ୨୦୧୩ରେ ଆଇପିଏଲ୍‌ରେ ୩୦ ବଲରେ ଶତକ ହାସଲ କରିଥିଲେ। ଶାହା କିନ୍ତୁ ଏଭଳି ବିସ୍ଫୋରକ ଇଂନିସ ଖେଳି ଆଇପିଏଲ୍‌ ପୂର୍ବରୁ ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୧୮ ଆଇପିଏଲ୍‌ରେ ଶାହା ହାଇଦ୍ରାବାଦ ଟିମ୍‌ରେ ସ୍ଥାନ ପାଇଛନ୍ତି। ହାଇଦ୍ରାବାଦ ତାଙ୍କୁ ୫ କୋଟି ଟଙ୍କାରେ ନିଲାମୀରେ କିଣିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story