ରିଓ ଅଲିମ୍ପିକ୍‌ ପାଇଁ ଥୋମାସ କପ୍‌ ଖେଳିବେନି ଶ୍ରୀକାନ୍ତ

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ହେବାକୁ ଥିବା ଅଲିମ୍ପିକ୍‌ ପାଇଁ ବିଡବ୍ଲୁଏଫ୍‌ ଥୋମାସ୍‌ କପ୍‌ ଖେଳିବେନି ଭାରତର କେ ଶ୍ରୀକାନ୍ତ। ଏହି ଟୁର୍ଣ୍ଣାମେଣ୍ଟ ଚୀନ୍‌ର କୁଶାନ୍‌ରେ ମେ’୧୫ରେ ଅନୁଷ୍ଠିତ ହେବ। ସେ କହିଛନ୍ତି,“ଅଲିମ୍ପିକ୍‌ ପାଇଁ ମୁଁ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉନାହିଁ। ମୁଁ କେବଳ ଇଣ୍ଡୋନେସିଆ ଓପନ୍‌ ଖେଳିବି। ଅଲିମ୍ପିକ୍‌ ପୂର୍ବରୁ ୨ଟି ଗୁରୁତ୍ୱପୁର୍ଣ୍ଣ କପ୍‌ ରହିଛି ସେଥିମଧ୍ୟରୁ ମୁଁ ଗୋଟିଏ ଖେଳିବ ଓ ଆଉ ଗୋଟିଏ ଖେଳିବି ନାହିଁ।” ଏହି ଟୁର୍ଣ୍ଣାମେଣ୍ଟରେ ଅଜୟ ଜୟରାମ,ଏଚ୍‌ ଏସ୍‌ ପ୍ରଣୟ, […]

Indian Badminton League 2013

Indian Badminton League 2013

Rakesh Mallick
  • Published: Saturday, 07 May 2016
  • Updated: 07 May 2016, 02:37 PM IST

Sports

Latest News

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ହେବାକୁ ଥିବା ଅଲିମ୍ପିକ୍‌ ପାଇଁ ବିଡବ୍ଲୁଏଫ୍‌ ଥୋମାସ୍‌ କପ୍‌ ଖେଳିବେନି ଭାରତର କେ ଶ୍ରୀକାନ୍ତ। ଏହି ଟୁର୍ଣ୍ଣାମେଣ୍ଟ ଚୀନ୍‌ର କୁଶାନ୍‌ରେ ମେ’୧୫ରେ ଅନୁଷ୍ଠିତ ହେବ।

ସେ କହିଛନ୍ତି,“ଅଲିମ୍ପିକ୍‌ ପାଇଁ ମୁଁ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉନାହିଁ। ମୁଁ କେବଳ ଇଣ୍ଡୋନେସିଆ ଓପନ୍‌ ଖେଳିବି। ଅଲିମ୍ପିକ୍‌ ପୂର୍ବରୁ ୨ଟି ଗୁରୁତ୍ୱପୁର୍ଣ୍ଣ କପ୍‌ ରହିଛି ସେଥିମଧ୍ୟରୁ ମୁଁ ଗୋଟିଏ ଖେଳିବ ଓ ଆଉ ଗୋଟିଏ ଖେଳିବି ନାହିଁ।”

ଏହି ଟୁର୍ଣ୍ଣାମେଣ୍ଟରେ ଅଜୟ ଜୟରାମ,ଏଚ୍‌ ଏସ୍‌ ପ୍ରଣୟ, ବି ସାଇ ପ୍ରନିଥ୍‌ ଓ ସମୀର ବର୍ମା ଭାଗ ନେବେ। ସେମାନେ ଏହି ଟୁର୍ଣ୍ଣାମେଣ୍ଟରେ ୩ଟି ଏକକ ଓ ୨ଟି ଦ୍ୱୈତ ମ୍ୟାଚ୍‌ ଖେଳିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story