ପୁଣି ଚମକିଲେ ଏହି ଖେଳାଳି: ସର୍ବାଧିକ, ଛକା, ଚୌକା ଓ ରନ୍‌ ନିଜ ନାଁରେ କବ୍‌ଜା

ଫୁଲ୍ ଫର୍ମରେ ରିସବ ପନ୍ତ। ଆଇପିଏଲରେ ଲଗାତାର ଆକର୍ଷଣୀୟ ପ୍ରଦର୍ଶନ କରିଚାଲିଛନ୍ତି ପନ୍ତ। ମ୍ୟାଚ୍‌ ପରେ ମ୍ୟାଚ୍‌ ସେ ନିଜର ଜଲ୍‌ୱା ଦେଖାଉଛନ୍ତି। ଏହାସହ ଚଳିତ ଆଇପିଏଲରେ ସର୍ବାଧିକ ରନ୍‌ କରି ଅରେଞ୍ଜ କ୍ୟାପ ନିଜ ପାଖରେ ସୁରକ୍ଷିତ ରଖିଛନ୍ତି। କେବଳ ଏତିକି ନୁହେଁ ସର୍ବାଧିକ ଛକା ଓ ଚୌକାରେ ମଧ୍ୟ ସେ ସବୁଠୁ ଆଗରେ। ସେ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ୍‌ ଖେଳି ୬୧ଟି ଚୌକା ଓ ୩୧ ଛକା ମାରିଛନ୍ତି। ଦିଲ୍ଲୀ-ବାଙ୍ଗାରୋଲ ମଧ୍ୟରେ ପିରୋଜ ଶାହା […]

delhi-daredevils-players-ce-1525288561

delhi-daredevils-players-ce-1525288561

Rakesh Mallick
  • Published: Saturday, 12 May 2018
  • Updated: 12 May 2018, 10:00 PM IST

Sports

Latest News

ଫୁଲ୍ ଫର୍ମରେ ରିସବ ପନ୍ତ। ଆଇପିଏଲରେ ଲଗାତାର ଆକର୍ଷଣୀୟ ପ୍ରଦର୍ଶନ କରିଚାଲିଛନ୍ତି ପନ୍ତ। ମ୍ୟାଚ୍‌ ପରେ ମ୍ୟାଚ୍‌ ସେ ନିଜର ଜଲ୍‌ୱା ଦେଖାଉଛନ୍ତି। ଏହାସହ ଚଳିତ ଆଇପିଏଲରେ ସର୍ବାଧିକ ରନ୍‌ କରି ଅରେଞ୍ଜ କ୍ୟାପ ନିଜ ପାଖରେ ସୁରକ୍ଷିତ ରଖିଛନ୍ତି। କେବଳ ଏତିକି ନୁହେଁ ସର୍ବାଧିକ ଛକା ଓ ଚୌକାରେ ମଧ୍ୟ ସେ ସବୁଠୁ ଆଗରେ। ସେ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ୍‌ ଖେଳି ୬୧ଟି ଚୌକା ଓ ୩୧ ଛକା ମାରିଛନ୍ତି। ଦିଲ୍ଲୀ-ବାଙ୍ଗାରୋଲ ମଧ୍ୟରେ ପିରୋଜ ଶାହା କୋଟ୍‌ଲା ଷ୍ଟାଡ଼ିୟମରେ ଆଇପିଏଲର ୪୫ ତମ ମ୍ୟାଚ୍‌ ଖେଳାଯାଉଛି। ଯେଉଁ ମ୍ୟାଚ୍‌ରେ ପୁଣି ଥରେ ରିସବ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ସେ ୩୪ ବଲରୁ ୬୧ରନ ଏକ ବସ୍ଫୋରକ ପାଳି ଖେଳିଛନ୍ତି। ଆଜିର ଏହି ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୮୧ ରନ୍‌ ସ୍କୋର୍‌ କରିଛି। ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଆର୍‌ସିବି ପଡ଼ିଆକୁ ଓହ୍ଲାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story