ଏହି ଖେଳାଳିଙ୍କୁ RTM କରି ଫସିଗଲେ ଫ୍ରାଞ୍ଚାଇଜ୍‌, ଭାଙ୍ଗିଦେଲେ ଭରସା

ଆଇପିଏଲ୍‌ର ୧୧ତମ ସଂସ୍କରଣ ଶେଷ ହୋଇଯାଇଛି। ଫାଇନାଲରେ ହାଇଦ୍ରାବାଦକୁ ହରାଇ ଚେନ୍ନାଇ ସୁପର କିଙ୍ଗ୍ସ ୩ୟ ଥର ପାଇଁ ଟାଇଟଲ୍ ନିଜ ନାଁରେ କରିବାରେ ସକ୍ଷମ ହୋଇଛି। ୨ ବର୍ଷ ପରେ ଫେରିଥିବା ସିଏସ୍‌କେ ପୁଣିଥରେ ଆଇପିଏଲ୍‌ରେ ନିଜର ଦବ୍‌ଦବା ଜାହିର କରିଛି। ପ୍ରତିଯୋଗିତାରେ ଅନେକ ଖେଳାଳି କୋଟି କୋଟି ଟଙ୍କାରେ କିଣାଯାଇଥିବା ବେଳେ କିଛି ଖେଳାଳି ଆର୍‌ଟିଏମ୍‌ ସିଷ୍ଟମ ମାଧ୍ୟମରେ ଦଳରେ ସ୍ଥାନ ପାଇଥିଲେ। ହେଲେ ଏହି ଆର୍‌ଟିଏମ୍‌ ଖେଳାଳିଙ୍କ ମଧ୍ୟରୁ ଏମିତି କିଛି ଖେଳାଳି […]

phulbai copy

phulbai copy

Rakesh Mallick
  • Published: Friday, 01 June 2018
  • Updated: 01 June 2018, 05:03 PM IST

Sports

Latest News

ଆଇପିଏଲ୍‌ର ୧୧ତମ ସଂସ୍କରଣ ଶେଷ ହୋଇଯାଇଛି। ଫାଇନାଲରେ ହାଇଦ୍ରାବାଦକୁ ହରାଇ ଚେନ୍ନାଇ ସୁପର କିଙ୍ଗ୍ସ ୩ୟ ଥର ପାଇଁ ଟାଇଟଲ୍ ନିଜ ନାଁରେ କରିବାରେ ସକ୍ଷମ ହୋଇଛି। ୨ ବର୍ଷ ପରେ ଫେରିଥିବା ସିଏସ୍‌କେ ପୁଣିଥରେ ଆଇପିଏଲ୍‌ରେ ନିଜର ଦବ୍‌ଦବା ଜାହିର କରିଛି। ପ୍ରତିଯୋଗିତାରେ ଅନେକ ଖେଳାଳି କୋଟି କୋଟି ଟଙ୍କାରେ କିଣାଯାଇଥିବା ବେଳେ କିଛି ଖେଳାଳି ଆର୍‌ଟିଏମ୍‌ ସିଷ୍ଟମ ମାଧ୍ୟମରେ ଦଳରେ ସ୍ଥାନ ପାଇଥିଲେ। ହେଲେ ଏହି ଆର୍‌ଟିଏମ୍‌ ଖେଳାଳିଙ୍କ ମଧ୍ୟରୁ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କ ପ୍ରଦର୍ଶନ ବେଶ୍‌ ଭଲ୍‌ ଥିବା ବେଳେ ଅନେକ ଖେଳାଳି ଏମିତି ଅଛନ୍ତି  ଯେଉଁମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି।

 ମାର୍କ୍ସ ଷ୍ଟୋନିସ:  କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ଏହି ଖେଳାଳିଙ୍କୁ (RTM) ରାଇଟ୍‌ ଟୁ ମ୍ୟାଚ୍‌ ମାଧ୍ୟମରେ ଦଳରେ ସ୍ଥାନ ଦେଇଥିଲା। ଏହି ଅଷ୍ଟ୍ରେଲିଆ କ୍ରିକେଟର୍‌ ଘରୋଇ ପ୍ରତିଯୋଗିତାରେ ଆକର୍ଷଣୀୟ ପ୍ରଦର୍ଶନ କରିଥିବାରୁ ପଞ୍ଜାବ ତାଙ୍କୁ ପୂର୍ବ ସିଜିନରେ ଦଳରେ ସ୍ଥାନ ଦେଇଥିଲା ଏହାସହ  ୨୦୧୮ ସିଜିନ ପାଇଁ ଆର୍‌ଟିଏମ୍‌ କରିଥିଲା। ହେଲେ ଏହି ସିଜିନରେ ଷ୍ଟୋନିସ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛନ୍ତି। ୧୧ତମ ସିଜିନରେ ଷ୍ଟୋନିସ ମାତ୍ର ୭ଟି ମ୍ୟାଚ୍‌ ଖେଳି ୯୯ ରନ୍‌ କରିବା ସହ ୩ଟି ୱିକେଟ୍‌ ହାସଲ କରିଥିଲେ। ଦଳ ଷ୍ଟୋନିସଙ୍କ ପାଇଁ ୬.୨ କୋଟି ଟଙ୍କା ଖର୍ଚ୍ଚ କରିଥିଲା।

ଦୀପକ ହୁଡା: ସନରାଇଜର୍ସ ହାଇଦ୍ରାବାଦ ଦୀପକ ହୁଡାଙ୍କୁ ୧୧ତମ ସଂସ୍କରଣରେ ଆର୍‌ଟିଏମ୍‌ ଦ୍ୱାରା ଦଳରେ ସ୍ଥାନ ଦେଇଥିଲା। ଏଥିପାଇଁ ଦଳକୁ ୩.୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ହେଲେ ସେ ସବୁ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ପାଇନଥିଲେ। ହୁଡା ୯ଟି ମ୍ୟାଚ୍‌ ଖେଳି ମାତ୍ର ୮୭ ରନ୍‌ କରିଥିଲେ।

ଡେଭିଡ଼ ମିଲର୍‌: ୨୦୧୩ ସିଜିନରେ ଆକର୍ଷଣୀୟ ପ୍ରଦର୍ଶନ କରି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ମିଲିର୍‌ କିନ୍ତୁ ୧୧ ତମ ସିଜିନରେ ଖରାପ ପ୍ରଦର୍ଶନ କରିଥିଲେ। ପଞ୍ଜାବ ତାଙ୍କୁ ରିଟେନ୍‌ କରିଥିଲେ ମଧ୍ୟ ଟିମ୍‌ ଇଲେଭେନ୍‌ରେ ସେ ସୁଯୋଗ ପାଇ ନ ଥିଲେ। ସେ ମାତ୍ର ୧୪ ଟି ମ୍ୟାଚ୍‌ରୁ ୩ଟି ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ପାଇଥିଲେ।

କାରଣ ପୋଲାର୍ଡ: ଏହି ବିସ୍ଫୋରକ ଖେଳାଳି ୨୦୧୦ ମସିହାରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଖେଳି ଆସୁଛନ୍ତି। ଆଇପିଏଲ୍‌ର ୧୧ ତମ ସଂସ୍କରଣରେ ମୁମ୍ବାଇ ଆର୍‌ଟିଏମ୍‌ ମାଧ୍ୟମରେ ପୋଲାର୍ଡକୁ ଦଳରେ ସ୍ଥାନ ଦେଇଥିଲା। ହେଲେ ପୋଲର୍ଡ ଏଥର ବେଶ୍‌ ଖରାପ ଖେଳିଥିଲେ। ସେ ମାତ୍ର ୯ଟି ମ୍ୟାଚ୍‌ ଖେଳି ୧୩୩ ରନ୍‌ ହିଁ କରିପାରିଛନ୍ତି। ଅଲରାଉଣ୍ଡର ଭାବେ ଦଳରେ ସ୍ଥାନ ମିଳିଥିଲେ ମଧ୍ୟ ତାଙ୍କୁ ଏଥର ବୋଲିଂ କରିବାକୁ ସୁଯୋଗ ମିଳିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story