ଏସିଆନ ଚାମ୍ପିଅନସିପ୍‌ରେ ରୁଚିତାଙ୍କୁ କାଂସ୍ୟ

ତେହେରାନ: ନବମ ଏସିଆନ ଚାମ୍ପିଅନସିପ୍‌ର ଶେଷ ମ୍ୟାଚ୍‌ରେ ଭାରତୀୟ ସୁଟ୍‌ର ରୁଚିତା ଭିନେରକର କାଂସ୍ୟ ପଦକ ଜିତିଛନ୍ତି। ୧୦ ମିଟର ଏୟାର ପିସ୍ତଲରେ ୧୭୫.୫ ପଏଣ୍ଟ ସହ ରୁଚିତା ଏହି ସଫଳତା ପାଇଛନ୍ତି। ଚାଇନାର ମେଙ୍ଗସୁଇ ଏକ୍ସସାଙ୍ଗ ୧୯୮.୮ ପଏଣ୍ଟ ସହ ସ୍ୱର୍ଣ୍ଣ ଏବଂ ୟୁଇମେଇ ଲିନ୍‌ ୧୯୪.୩ ପଏଣ୍ଟ ସହ ରୋପ୍ୟ ପଦକ ଜିତିଛନ୍ତି। ଚାମ୍ପିୟନସିପରେ ଚାଇନା ୩୨ ପଦକ (୧୪ ସ୍ୱର୍ଣ୍ଣ, ୧୦ ରୋପ୍ୟ ଓ ୭ କାଂସ୍ୟ)  ସହ ପ୍ରଥମ ସ୍ଥାନ ଅଧିକାର […]

ruchita

ruchita

Rakesh Mallick
  • Published: Thursday, 08 December 2016
  • Updated: 08 December 2016, 09:54 PM IST

Sports

Latest News

ତେହେରାନ: ନବମ ଏସିଆନ ଚାମ୍ପିଅନସିପ୍‌ର ଶେଷ ମ୍ୟାଚ୍‌ରେ ଭାରତୀୟ ସୁଟ୍‌ର ରୁଚିତା ଭିନେରକର କାଂସ୍ୟ ପଦକ ଜିତିଛନ୍ତି। ୧୦ ମିଟର ଏୟାର ପିସ୍ତଲରେ ୧୭୫.୫ ପଏଣ୍ଟ ସହ ରୁଚିତା ଏହି ସଫଳତା ପାଇଛନ୍ତି।

ଚାଇନାର ମେଙ୍ଗସୁଇ ଏକ୍ସସାଙ୍ଗ ୧୯୮.୮ ପଏଣ୍ଟ ସହ ସ୍ୱର୍ଣ୍ଣ ଏବଂ ୟୁଇମେଇ ଲିନ୍‌ ୧୯୪.୩ ପଏଣ୍ଟ ସହ ରୋପ୍ୟ ପଦକ ଜିତିଛନ୍ତି।

ଚାମ୍ପିୟନସିପରେ ଚାଇନା ୩୨ ପଦକ (୧୪ ସ୍ୱର୍ଣ୍ଣ, ୧୦ ରୋପ୍ୟ ଓ ୭ କାଂସ୍ୟ)  ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଭାରତ ୧୫ ପଦକ (୬ ସ୍ୱର୍ଣ୍ଣ, ୫ ରୋପ୍ୟ ଓ ୪ କାଂସ୍ୟ) ପାଇ ଦ୍ୱିତୀୟ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story