ଫୁଟବଲ ପାଇଁ ପାଗଳାମୀ: ଏହି ଖେଳାଳିଙ୍କ ପାଇଁ ପତ୍ନୀଙ୍କୁ ଛାଡ଼ପତ୍ର ଦେଲେ ସ୍ୱାମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଲିଛି ବିଶ୍ୱର ସବୁଠୁ ଲୋକପ୍ରିୟ ଫିଫା ବିଶ୍ୱକପ। ଯାହା ଉପରେ ସାରା ବଶ୍ୱବାସୀଙ୍କ ନଜର। ଲିଗ୍‌ ପର୍ଯ୍ୟାୟ, ପ୍ରିକ୍ୱାର୍ଟର ପରେ ଏବେ ପ୍ରତିଯୋଗିତା ପହଞ୍ଚିଛି କ୍ୱାର୍ଟର ଫାଇନାଲରେ। ଯେଉଁଥିରେ ଟପ୍ ୮ଟି ଟିମ୍‌ ସ୍ଥାନ ପାଇଛନ୍ତି। ହେଲେ ବିଶ୍ୱର ଦୁଇ ମହାନ ଫୁଟବଲ ଖେଳାଳି ମେସି ଓ ରୋନାଲ୍ଡୋ ଙ୍କ ଟିମ୍ ପ୍ରତିଯୋଗିତାରୁ ବାହାର ହୋଇସାରିଛି। ପ୍ରି-କ୍ୱାର୍ଟରରୁ ହାରି ବିଦାୟ ନେଇଛି ଆର୍ଜେଣ୍ଟିନା ଓ ପର୍ତ୍ତୁଗାଲ। ବିଶ୍ୱକପରେ ଏହି ଦୁଇ ଶକ୍ତିଶାଳୀ ଟିମ୍‌ ବାହାର […]

fffff

fffff

Rakesh Mallick
  • Published: Friday, 06 July 2018
  • Updated: 06 July 2018, 08:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଲିଛି ବିଶ୍ୱର ସବୁଠୁ ଲୋକପ୍ରିୟ ଫିଫା ବିଶ୍ୱକପ। ଯାହା ଉପରେ ସାରା ବଶ୍ୱବାସୀଙ୍କ ନଜର। ଲିଗ୍‌ ପର୍ଯ୍ୟାୟ, ପ୍ରିକ୍ୱାର୍ଟର ପରେ ଏବେ ପ୍ରତିଯୋଗିତା ପହଞ୍ଚିଛି କ୍ୱାର୍ଟର ଫାଇନାଲରେ। ଯେଉଁଥିରେ ଟପ୍ ୮ଟି ଟିମ୍‌ ସ୍ଥାନ ପାଇଛନ୍ତି। ହେଲେ ବିଶ୍ୱର ଦୁଇ ମହାନ ଫୁଟବଲ ଖେଳାଳି ମେସି ଓ ରୋନାଲ୍ଡୋ ଙ୍କ ଟିମ୍ ପ୍ରତିଯୋଗିତାରୁ ବାହାର ହୋଇସାରିଛି। ପ୍ରି-କ୍ୱାର୍ଟରରୁ ହାରି ବିଦାୟ ନେଇଛି ଆର୍ଜେଣ୍ଟିନା ଓ ପର୍ତ୍ତୁଗାଲ। ବିଶ୍ୱକପରେ ଏହି ଦୁଇ ଶକ୍ତିଶାଳୀ ଟିମ୍‌ ବାହାର ହୋଇଯିବା ଘଟଣା ଫୁଟବଲ ପ୍ରେମୀଙ୍କୁ ସହଜରେ ହଜମ ହୋଇପାରିନାହିଁ। କାରଣ ଏହି ଦୁଇ ଟିମ୍‌ରେ ରହିଥିଲେ ଫୁଟବଲ ଦୁନିଆର ଦୁଇ କିମ୍ବଦନ୍ତୀ ଖେଳାଳି ମେସି ଓ ରୋନାଲ୍ଡୋ। ଏହି ଦୁଇଜଣଙ୍କର ଫ୍ୟାନ୍‌ ଓ ଫଲୋଅର୍ସ ସବୁଠୁ ଅଧିକ। କିଛି ଲୋକ ମେସିଙ୍କର ସବୁଠୁ ବଡ଼ ଫ୍ୟାନ ବୋଲି ଦାବି କରୁଥିବା ବେଳେ ଅନ୍ୟକିଛି ରୋନାଲ୍ଡୋଙ୍କୁ ତାଙ୍କର ହିରୋ ବୋଲି ମାନିଥାନ୍ତି। ଏହାରି ଭିତରେ କିଏ ସର୍ବଶ୍ରେଷ୍ଠ ଖେଳାଳି ତାହାକୁ ନେଇ ଚର୍ଚ୍ଚା।

Image result for messi vs ronaldoନିକଟରେ ଋଷିଆରେ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ଯାହା ଜଣାପଡ଼ିଛି, ଜଣେ ଫଟୁବଲ ପ୍ରେମୀ ଦର୍ଶକ ତାଙ୍କ ପତ୍ନୀଙ୍କୁ ଏଥିପାଇଁ ଛାଡ଼ପତ୍ର ଦେବାକୁ ନୋଟିସ କରିଛନ୍ତି ଯେ ସେ ମେସିଙ୍କୁ ନୁହେଁ ରୋନାଲ୍ଡୋଙ୍କୁ ହିଁ ସର୍ବଶ୍ରେଷ୍ଠ ଫୁଟବଲ୍‌ ଖେଳାଳି ବୋଲି ମାନନ୍ତି। ଜୁନ ୨୬ ତାରିଖରେ ଆର୍ଜେଣ୍ଟିନା ଓ ନାଇଜେରିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ପରେ ଏହା ଘଟଣା ସାମ୍ନାକୁ ଆସିଛି। ଆର୍ସେନ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ପାଇଁ ନୋଟିସ ଦେବାପରେ ଚର୍ଚ୍ଚାର ବିଷୟ ପାଲଟିଛି। ଆର୍ସେନ ମେସିଙ୍କର ବଡ଼ ଫ୍ୟାନ୍‌ ବୋଲି କହୁଥିବା ବେଳେ ନିଜ ପତ୍ନୀ କିନ୍ତୁ ରୋନାଲ୍ଡୋଙ୍କୁ  ମେସିଙ୍କ ଠାରୁ ଶ୍ରେଷ୍ଠ ବୋଲି କହିବାରୁ ଏପରି ଅବସ୍ଥା ଭୋଗିବାକୁ ପଡ଼ିଛି।

Related image

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story