କାହିଁକି ସଚିନଙ୍କ ପାଦ ଛୁଇଁଲେ କାମ୍ବଲି: ଜାଣନ୍ତୁ ଏହା ପରେ କ’ଣ ହେଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନ କ୍ରିକେଟର୍‌ ସଚିନ ତେନ୍ଦୁଲକର ଓ ତାଙ୍କ ପିଲାଦିନର ବନ୍ଧୁ ବନୋଦ କାମ୍ବଲିଙ୍କ ମଧ୍ୟରେ ହୋଇଥିବା ଦୂରତା ଏବେ ପୁଣି ବନ୍ଧୁତ୍ୱରେ ପରିଣତ ହେବାରେ ଲାଗିଛି। ଏହି ଦୁଇ କ୍ରିକେଟର୍‌ଙ୍କୁ ପୁଣି ଥରେ ଏକା ସଙ୍ଗରେ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ଏଭଳି ଏକ ଚିତ୍ର ମୁମ୍ବାଇ ଟି-ଟ୍ୱେଣ୍ଟି ଲିଗ୍‌ରେ ଦେଖିବାକୁ ମିଳିଛି। ମୁମ୍ବାଇ ଟି-ଟ୍ୱେଣ୍ଟି ଲିଗ୍‌ର ଫାଇନାଲ୍ ମ୍ୟାଚରେ ଶିବାଜି ପାର୍କ ଲାୟନ୍ସ ଟିମ୍‌ ପରାସ୍ତ ହୋଇଥିଲା। ଏବଂ କାମ୍ବଲି ଏହି ଟିମ୍‌ର […]

post_image_13d5e88

post_image_13d5e88

Ordigital Desk
  • Published: Friday, 23 March 2018
  • Updated: 23 March 2018, 12:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନ କ୍ରିକେଟର୍‌ ସଚିନ ତେନ୍ଦୁଲକର ଓ ତାଙ୍କ ପିଲାଦିନର ବନ୍ଧୁ ବନୋଦ କାମ୍ବଲିଙ୍କ ମଧ୍ୟରେ ହୋଇଥିବା ଦୂରତା ଏବେ ପୁଣି ବନ୍ଧୁତ୍ୱରେ ପରିଣତ ହେବାରେ ଲାଗିଛି। ଏହି ଦୁଇ କ୍ରିକେଟର୍‌ଙ୍କୁ ପୁଣି ଥରେ ଏକା ସଙ୍ଗରେ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ଏଭଳି ଏକ ଚିତ୍ର ମୁମ୍ବାଇ ଟି-ଟ୍ୱେଣ୍ଟି ଲିଗ୍‌ରେ ଦେଖିବାକୁ ମିଳିଛି।

ମୁମ୍ବାଇ ଟି-ଟ୍ୱେଣ୍ଟି ଲିଗ୍‌ର ଫାଇନାଲ୍ ମ୍ୟାଚରେ ଶିବାଜି ପାର୍କ ଲାୟନ୍ସ ଟିମ୍‌ ପରାସ୍ତ ହୋଇଥିଲା। ଏବଂ କାମ୍ବଲି ଏହି ଟିମ୍‌ର ମେଣ୍ଟର ଥିଲେ। ମ୍ୟାଚ୍‌ ପରେ ଉଦ୍‌ଯାପନୀ ଉତ୍ସବରେ ସଚିନ ଓ ଗାଭାସ୍କର ଅତିଥି ଭାବେ ଯୋଗଦେଇଥିଲେ। ଯେତେବେଳେ କାମ୍ବଲି ରନର୍ସପ ଟିମ୍‌ର ମେଡ଼େଲ୍ ନେବାକୁ ଷ୍ଟେଜ୍‌କୁ ଯାଇଥିଲେ ସେତେବେଳେ ସଚିନଙ୍କୁ ଦେଖି ସେ ତାଙ୍କ ପାଦ ଛୁଇଁଥିଲେ। ଏହାପରେ ସଚିନ ତାଙ୍କୁ ସଙ୍ଗେସଙ୍ଗେ ଉଠାଇ ଆଲିଙ୍ଗନ କରିଥିଲେ। ସଚିନଙ୍କ ମହାନତା ତାଙ୍କୁ ସର୍ବଦା ପ୍ରେରଣା ଦେଇଥିବା କାମ୍ବଲି କହିବା ସହ ସଚିନ କ୍ରିକଟ୍‌ର ଭଗବାନ ବୋଲି କହିଥିଲେ। ସଚିନ କେବଳ ଜଣେ ଭଲ ଖେଳାଳି ନୁହେଁ ସେ ଜଣେ ଭଲ ମଣିଷ ବୋଲି ମଧ୍ୟ କାମ୍ବଲି କହିଛନ୍ତି। ତେଣୁ ଏଭଳି ମଣିଷଙ୍କ ପାଇଁ ସର୍ବଦା ମୁଣ୍ଡ ନଇଁ ଯାଇଥାଏ ବୋଲି ସେ କହିଛନ୍ତି।

ଏହି ଘଟଣା ସାବ୍ୟସ୍ତ କରୁଛୁ କି ଆଜି ବି ଏହ ଦୁଇ ଜଣଙ୍କ ମଧ୍ୟରେ କେତେ ଭଲପାଇବା ଓ ସମ୍ମାନ ରହିଛି। ଯେତେବେଳେ କ୍ରିକେଟ୍‌ ଦୁନିଆରେ ବନ୍ଧୁତ୍ୱ କଥା ଉଠେ ସେତେବେଳେ ସଙ୍ଗେସଙ୍ଗେ ସଚିନ ଓ କାମ୍ବଲିଙ୍କ ବନ୍ଧୁତ୍ୱ ଆଖି ସାମ୍ନାକୁ ଚାଲିଆସେ। କିନ୍ତୁ ଦୀର୍ଘ ସମୟ ଧରି ଏହି ଦୁଇ ଜଣ ଉଭୟଙ୍କ ପ୍ରତି ଦୂରତା ଅବଲମ୍ବନ କରିଥିଲେ। ସଚିନ ଓ କାମ୍ବଲି ଏକାସଙ୍ଗରେ ସ୍କୁଲ୍‌ କ୍ରିକେଟ୍‌ ଖେଳିଥିବା ବେଳେ ଟିମ୍‌ ଇଣ୍ଡିଆରେ ମଧ୍ୟ ଏକା ସମୟରେ ସ୍ଥାନ ପାଇଥିଲେ। କେବଳ ଏତିକି ନୁହେଁ ଏହି ଦୁଇଜଣଙ୍କ କୋଚ୍‌ ମଧ୍ୟ ଜଣେ ଥିଲେ। ରମାକାନ୍ତ ଆଚେର୍କରଙ୍କ ନିକଟରେ ସଚିନ ଓ କାମ୍ବଲି କୋଚିଂ ନେଉଥିଲେ  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story