ଗୁରୁପୂର୍ଣ୍ଣିମାରେ ଆଚରେକରଙ୍କଠାରୁ ଆର୍ଶୀବାଦ ନେଲେ ସଚୀନ

ମୁମ୍ବାଇ: ଆଜି ଗୁରୁପୂର୍ଣ୍ଣିମା। ଭାରତରତ୍ନ ବିଖ୍ୟାତ କ୍ରିକେଟର ସଚୀନ ତେନ୍ଦୁଲକର ଆଜି ତାଙ୍କ ଗୁରୁ ରମାକାନ୍ତ ଆଚରେକରଙ୍କୁ ଭେଟିଥିଲେ ଓ ପାଦ ଛୁଇଁ ତାଙ୍କ ଆର୍ଶୀବାଦ ନେଇଥିଲେ। ସଚୀନ ଟ୍ୱିଟ୍ କରି ଏ ସଂପର୍କିତ ଫଟୋ ମଧ୍ୟ ଛାଡ଼ି ଥିଲେ। ସଚୀନ ତାଙ୍କ ଗୁରୁ ଆଚରେକରଙ୍କୁ କେତେ ସମ୍ମାନ ଜଣାନ୍ତି ତାହା କାହାରିକୁ ଅଛୁପା ନାହିଁ। ସେ ବେଳେ ବେଳେ ତାଙ୍କୁ ଦେଖା କରି ତାଙ୍କ ସ୍ୱାସ୍ଥ୍ୟ ସଂପର୍କିତ ଖବର ମଧ୍ୟ ନିଅନ୍ତି।

sachin

sachin

Rakesh Mallick
  • Published: Friday, 31 July 2015
  • Updated: 31 July 2015, 05:30 PM IST

ମୁମ୍ବାଇ: ଆଜି ଗୁରୁପୂର୍ଣ୍ଣିମା। ଭାରତରତ୍ନ ବିଖ୍ୟାତ କ୍ରିକେଟର ସଚୀନ ତେନ୍ଦୁଲକର ଆଜି ତାଙ୍କ ଗୁରୁ ରମାକାନ୍ତ ଆଚରେକରଙ୍କୁ ଭେଟିଥିଲେ ଓ ପାଦ ଛୁଇଁ ତାଙ୍କ ଆର୍ଶୀବାଦ ନେଇଥିଲେ। ସଚୀନ ଟ୍ୱିଟ୍ କରି ଏ ସଂପର୍କିତ ଫଟୋ ମଧ୍ୟ ଛାଡ଼ି ଥିଲେ।

ସଚୀନ ତାଙ୍କ ଗୁରୁ ଆଚରେକରଙ୍କୁ କେତେ ସମ୍ମାନ ଜଣାନ୍ତି ତାହା କାହାରିକୁ ଅଛୁପା ନାହିଁ। ସେ ବେଳେ ବେଳେ ତାଙ୍କୁ ଦେଖା କରି ତାଙ୍କ ସ୍ୱାସ୍ଥ୍ୟ ସଂପର୍କିତ ଖବର ମଧ୍ୟ ନିଅନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos