ଫ୍ରେଞ୍ଚ ଓପ୍‌ନ୍‌: ଦ୍ୱିତୀୟ ରାଉଣ୍ଡରେ ସାନିଆ-ମାର୍ଟିନା ଯୋଡି

saniamirza-m

ପ୍ୟାରିସ୍‌: ଫ୍ରେଞ୍ଚ ଓପନ୍ସର ମହିଳା ଯୁଗଳ ବର୍ଗରେ ଭାରତର ସାନିଆ ମିର୍ଜା ଓ ତାଙ୍କ ସ୍ୱିସ୍‌ ଯୋଡିଦାର ମାର୍ଟିନା ହିଙ୍ଗିସ୍‌ ବୁଧବାର ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ଏହି ଯୋଡି ରୁଷିଆର ଡି.କାଶାକ୍‌ନିଟା ଓ ଏ.ପୋନାଭାଙ୍କୁ ୭-୬(୪),୬-୨ରେ ପରାଜିତ କରିଛନ୍ତି।

ଆଗାମୀ ରାଉଣ୍ଡରେ ଏହି ଯୋଡି କାରିନ୍‌ ନାପ୍‌/ମାଣ୍ଡି ମିନେଲା ଏବଂ ନେଇ ହାବିନ୍‌ଥ/ ଇରି ହୋଜୁମିଙ୍କ ସହିତ ଭେଟ ହୋଇପାରେ।

Previous ArticleNext Article

Send this to a friend