ଚିନ୍ତାରେ ସେହୱାଗ: କହିଲେ ଯୁବରାଜ ଓ ଗେଲ୍‌ଙ୍କ ଖର୍ଚ୍ଚ ଟଙ୍କା କିପରି ଉଠିବ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର୍‌ ପୂର୍ବ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହୱାଗ ଆଇପିଏଲରେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ମେଣ୍ଟର ତଥା ଡାଇରେକ୍ଟର ଭାବେ କାମ କରୁଛନ୍ତି। ଦଳରେ ସ୍ଥାନ ପାଇଥିବା ଦୁଇ ଦମଦାର୍‌ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ଓ ଗେଲ୍‌ଙ୍କୁ ନେଇ ସେହୱାଗ ବେଶ ଆଶାବାଦୀ ଅଛନ୍ତି। ଯୁବି ଓ ଗେଲ୍‌ଙ୍କ ନିକଟରେ ମ୍ୟାଚ୍‌ର ମୋଡ଼ ବଦଳାଇବାର କ୍ଷମତା ରହିଥିବା ସେ କହିଛନ୍ତି। ୨୦୧୮ ଆଇପିଏଲରେ ଏହି ଦୁଇ ଖେଳାଳି  ଯଦି ଦୁଇ ତିନୋଟି ମ୍ୟାଚ୍‌ ଜିତାଇଦେବେ ତେବେ […]

Yuvi-Gayle_News

Yuvi-Gayle_News

Ordigital Desk
  • Published: Thursday, 15 March 2018
  • Updated: 15 March 2018, 09:30 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆର୍‌ ପୂର୍ବ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହୱାଗ ଆଇପିଏଲରେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ମେଣ୍ଟର ତଥା ଡାଇରେକ୍ଟର ଭାବେ କାମ କରୁଛନ୍ତି। ଦଳରେ ସ୍ଥାନ ପାଇଥିବା ଦୁଇ ଦମଦାର୍‌ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ଓ ଗେଲ୍‌ଙ୍କୁ ନେଇ ସେହୱାଗ ବେଶ ଆଶାବାଦୀ ଅଛନ୍ତି। ଯୁବି ଓ ଗେଲ୍‌ଙ୍କ ନିକଟରେ ମ୍ୟାଚ୍‌ର ମୋଡ଼ ବଦଳାଇବାର କ୍ଷମତା ରହିଥିବା ସେ କହିଛନ୍ତି। ୨୦୧୮ ଆଇପିଏଲରେ ଏହି ଦୁଇ ଖେଳାଳି  ଯଦି ଦୁଇ ତିନୋଟି ମ୍ୟାଚ୍‌ ଜିତାଇଦେବେ ତେବେ ଏମାନଙ୍କ ଉପରେ ଖର୍ଚ୍ଚ ହୋଇଥିବା ଟଙ୍କା ଉଠିଯିବ। ପଞ୍ଜାବ ଟିମ୍‌ର ଜର୍ସି ଉନ୍ମୋଚନ ଅବସରରେ ସେହୱାଗ ଏହି କଥା କହିଛନ୍ତି।

ଯୁବି ଓ ଗେଲଙ୍କୁ ନିଜର ବେସ ପ୍ରାଇସ୍‌ ୨କୋଟିରେ ପଞ୍ଜାବ ଟିମ୍‌ ନିଲାମୀରେ କିଣିଛି। ସେହୱାଗ କହିଛନ୍ତି ଯେ ଟିମ୍‌ ପାଇଁ ଏହା ଏକ ଭଲ କଥା ଯେ ଏହି ଦୁଇଜଣ ବିସ୍ଫୋରକଙ୍କୁ ଟିମ୍‌ ବେସ ପ୍ରାଇସ୍ ଅନୁସାରେ କିଣିଛି। ଆଇପିଏଲ୍‌-୧୧ରେ ପଞ୍ଜାବ କେବଳ ଅକ୍ଷର ପଟେଲଙ୍କୁ ରିଟେନ୍‌ କରିଥିଲା ପରେ କନ୍ତୁ ମିଲର୍‌ ଓ ମୋହିତ ଶର୍ମାଙ୍କ ଭଳି ନିଜର ପୁରୁଣା ଖେଳାଳିଙ୍କୁ ନିଲାମୀରେ ଆଉଥରେ କଣିଛି।  ୨୦୧୮ ଆଇପିଏଲରେ ଦଳର ନେତୃତ୍ୱ ନେବେ ସ୍ପିନ୍‌ ବୋଲର୍‌ ଆର୍‌ ଅଶ୍ୱିନ।

ଏହାପୂର୍ବରୁ ଯୁବରାଜ ଆଇପିଏଲରେ ଏକାଧିକ ଥର ଦାମୀ ଖେଳାଳି ହେବାରେ ଗୌରବ ଅର୍ଜନ କରିଛନ୍ତି। ଯୁବି ଆଇପିଏଲରେ ମୋଟ ୧୨୦ଟି ମ୍ୟାଚ୍‌ ଖେଳି ୨୫.୬୧ ଆଭରେଜ୍‌ରେ ୨୫୮୭ରନ କରିଛନ୍ତି। ଯେଉଁଥିରେ ରହିଛି ତାଙ୍କର ୧୨ଟି ଅର୍ଦ୍ଧଶତକ। ସେହିପରି ଗେଲ୍‌ ଆଇପିଏଲରେ ୧୦୧ଟି ମ୍ୟାଚ୍‌ ଖେଳି ୪୧.୨ ଆଭରେଜରେ ୩୬୨୬ ରନ କରିଛନ୍ତି। ଯେଉଥିରେ ରହିଛି ତାଙ୍କର ୫ଟି ଶତକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story