ପଞ୍ଜାବ ଟିମ୍‌ରେ ସବୁକିଛି ଠିକ୍‌ ନାହିଁ: ଦଳ ଛାଡ଼ିପାରନ୍ତି ସେହୱାଗ

ନୂଆଦିଲ୍ଲୀ: ଆଇପିଏଲ୍‌ ଆରମ୍ଭରୁ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ବେଶ୍‌ ଶକ୍ତିଶାଳୀ ମନେହେଉଥିଲା, କିନ୍ତୁ ଲଗାତାର ପରାଜୟ ଫଳରେ ଏବେ ସଙ୍କଟରେ ଅଛି। ଟିମ୍‌ର ଦୁଇ ଓପନର୍‌ ଗେଲ୍‌ ଓ କେଏଲ୍‌ ରାହୁଲ ଆକର୍ଷଣୀୟ ଫର୍ମରେ ରହିଛନ୍ତି। କିନ୍ତୁ ଗତ କିଛି ମ୍ୟାଚ୍‌ରେ ଦଳୀୟ ପ୍ରଦର୍ଶନ ବେଶ୍‌ ନୈରାଶ୍ୟଜନକ ରହିଛି। ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଯେଉଁଭଳି ପରାସ୍ତ ହେଲା ଏହା ପରେ ଦଳର ସନ୍ତୁଳନ ବିଗିଡ଼ି ଯାଇଛି। ଦଳରେ ସବୁକିଛି ଠକ୍‌ ଚାଲିନାହିଁ। ରିପୋର୍ଟ ଅନୁସାରେ ରାଜସ୍ଥାନ […]

11_05_2018-sehwag_decided_resign_kxip_mentor

Rakesh Mallick
  • Published: Friday, 11 May 2018
  • Updated: 11 May 2018, 04:36 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲ୍‌ ଆରମ୍ଭରୁ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ବେଶ୍‌ ଶକ୍ତିଶାଳୀ ମନେହେଉଥିଲା, କିନ୍ତୁ ଲଗାତାର ପରାଜୟ ଫଳରେ ଏବେ ସଙ୍କଟରେ ଅଛି। ଟିମ୍‌ର ଦୁଇ ଓପନର୍‌ ଗେଲ୍‌ ଓ କେଏଲ୍‌ ରାହୁଲ ଆକର୍ଷଣୀୟ ଫର୍ମରେ ରହିଛନ୍ତି। କିନ୍ତୁ ଗତ କିଛି ମ୍ୟାଚ୍‌ରେ ଦଳୀୟ ପ୍ରଦର୍ଶନ ବେଶ୍‌ ନୈରାଶ୍ୟଜନକ ରହିଛି। ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଯେଉଁଭଳି ପରାସ୍ତ ହେଲା ଏହା ପରେ ଦଳର ସନ୍ତୁଳନ ବିଗିଡ଼ି ଯାଇଛି। ଦଳରେ ସବୁକିଛି ଠକ୍‌ ଚାଲିନାହିଁ।

ରିପୋର୍ଟ ଅନୁସାରେ ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ପରାଜୟ ପରେ ଟିମ୍‌ର ଓନର୍‌ ପ୍ରୀତିଜିଣ୍ଟା ଓ ମେଣ୍ଟର ସେହୱାଗଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଜଣାପଡ଼ିଛି। ଏହି ମ୍ୟାଚ୍‌ରେ ରଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୧୫୮ ରନ୍‌ କରିଥିବା ବେଳେ ମୁମ୍ବାଇ ୧୫ ରନ୍‌ରେ ହାରିଥିଲା। ଏଭଳି ପରିସ୍ଥିତିରେ ସେହୱାଗ ପଞ୍ଜାବ ଟିମ୍‌ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଟିମ୍‌ର ଖରାପ ପ୍ରଦର୍ଶନ ପାଇଁ ସେହୱାଗ ଚିନ୍ତିତ ଥିବା ଜଣାପଡ଼ିଛି।

ସେହୱାଗ ସର୍ବଦା ସାହାସିକତା ନିଷ୍ପତ୍ତି ନେବାରେ ଜଣାଶୁଣା। ଗତ ମ୍ୟାଚ୍‌ରେ ସେ ଅଶ୍ୱିନଙ୍କୁ ୩ ନମ୍ବରରେ ବ୍ୟାଟିଂ ପାଇଁ ପଠାଇଥିଲେ। ଯାହା ସେହି ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story