ଚୟନକର୍ତ୍ତାଙ୍କୁ ପୁରସ୍କାର ଦେବା ଘଟଣାକୁ ନେଇ ଘନେଇଲା ବିବାଦ: ମଦନଲାଲ୍‌ଙ୍କ ବିରୋଧ

ମୁମ୍ବାଇ: ଭାରତୀୟ ପୁରୁଷ କ୍ରିକେଟ୍‌ ଟିମ୍‌ ଓ ମହିଳା କ୍ରିକେଟ୍‌ ଟିମ୍‌ର ଚୟନକର୍ତ୍ତାଙ୍କୁ ବିସିସିଆଇର ପୁରସ୍କାର ଘୋଷଣାକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ। ଏନେକ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିବା ବେଳେ କିଛି ଖୋଲାଖୋଲି ଏହାକୁ ବରୋଧ କରିଛନ୍ତି। ଏହାରି ମଧ୍ୟରେ ଭାରତୀୟ ଟିମ୍‌ର ପୂର୍ବତନ ଖେଳାଲି, କୋଚ ତଥା ପୂର୍ବତନ ଚୟନକର୍ତ୍ତା ମଦନଲାଲ୍‌ ଏହିକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଏହି ଖବର ଶୁଣିଲେ ସେ ଆଶ୍ଚର୍ଯ୍ୟ ହୋଇଥିଲେ। କାରଣ ଚୟନକର୍ତ୍ତାଙ୍କ କାମ […]

madan-lal

madan-lal

Rakesh Mallick
  • Published: Friday, 11 August 2017
  • Updated: 11 August 2017, 05:10 PM IST

Sports

Latest News

ମୁମ୍ବାଇ: ଭାରତୀୟ ପୁରୁଷ କ୍ରିକେଟ୍‌ ଟିମ୍‌ ଓ ମହିଳା କ୍ରିକେଟ୍‌ ଟିମ୍‌ର ଚୟନକର୍ତ୍ତାଙ୍କୁ ବିସିସିଆଇର ପୁରସ୍କାର ଘୋଷଣାକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ। ଏନେକ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିବା ବେଳେ କିଛି ଖୋଲାଖୋଲି ଏହାକୁ ବରୋଧ କରିଛନ୍ତି। ଏହାରି ମଧ୍ୟରେ ଭାରତୀୟ ଟିମ୍‌ର ପୂର୍ବତନ ଖେଳାଲି, କୋଚ ତଥା ପୂର୍ବତନ ଚୟନକର୍ତ୍ତା ମଦନଲାଲ୍‌ ଏହିକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଏହି ଖବର ଶୁଣିଲେ ସେ ଆଶ୍ଚର୍ଯ୍ୟ ହୋଇଥିଲେ। କାରଣ ଚୟନକର୍ତ୍ତାଙ୍କ କାମ ହେଲା କି ସେମାନେ ସର୍ବଶ୍ରେଷ୍ଠ ଟିମ୍‌ ଚୟନ କରିବେ। ଏଥିପାଇଁ ତାଙ୍କୁ ୧୫ଲକ୍ଷ ଲେଖାଁଏ ଟଙ୍କା ଦେବାର ଆବଶ୍ୟକତା ନାହିଁ। ଅନ୍ୟପଟେ ବିସିସିଆଇ କହିଛି ଯେ ଏହି ପରମ୍ପରା ଦୀର୍ଘଦିନ ଧରି ରହିଆସୁଛି। ଯେବେଯେବେ ଟିମ୍‌ ଭଲ ପ୍ରଦର୍ଶନ କରୁଛି ଏଥିପାଇଁ ଟିମ୍‌କୁ ପ୍ରଶଂସା କରିବା ସହ ଚୟନକର୍ତ୍ତାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story