ପତ୍ନୀଙ୍କ ଖୁଲାସା ପରେ ଏହି କ୍ରିକେଟର୍‌ଙ୍କୁ ବିସିସିଆଇ ଦେଲା ଝଟ୍‌କା: କଣ୍ଟ୍ରାକ୍ଟ ଲିଷ୍ଟରେ ମିଳିଲାନି ସ୍ଥାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ହେବ ଟିମ୍ ଇଣ୍ଡିଆ ଖେଳାଳିଙ୍କ ଦରମା ବୃଦ୍ଧି ନେଇ ହେଉଥିବା ଦାବିକୁ ଶେଷରେ ମାନି ନେଇଛି ବିସିସିଆଇ। ବୋର୍ଡର ନୂଆ ଚୁକ୍ତି ଅନୁଯାୟୀ ଖେଳାଳିଙ୍କ ପାଉଣା ତିନିଗୁଣାରୁ ଅଧିକ ବୃଦ୍ଧି ହୋଇଛି। ନୂଆ କଣ୍ଟ୍ରାକ୍ଟ ଅନୁଯାୟୀ ଖେଳାଳିଙ୍କୁ ତିନିଟି ବଦଳରେ ୪ଟି ଗ୍ରେଡ୍‌ରେ ବଣ୍ଟାଯାଇଛି। A, B, C ସହ ଏ ପ୍ଲସ ଗ୍ରେଡ୍ ବି ରଖାଯାଇଛି। ଏ ପ୍ଲସ ଗ୍ରେଡ୍ ଖେଳାଳିଙ୍କୁ ବାର୍ଷିକ ମିଳିବ ୭ କୋଟି ଟଙ୍କା ଏମାନେ […]

Indian-squad-for-Champions-trophy-announced-644x362

Ordigital Desk
  • Published: Thursday, 08 March 2018
  • Updated: 08 March 2018, 09:19 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ହେବ ଟିମ୍ ଇଣ୍ଡିଆ ଖେଳାଳିଙ୍କ ଦରମା ବୃଦ୍ଧି ନେଇ ହେଉଥିବା ଦାବିକୁ ଶେଷରେ ମାନି ନେଇଛି ବିସିସିଆଇ। ବୋର୍ଡର ନୂଆ ଚୁକ୍ତି ଅନୁଯାୟୀ ଖେଳାଳିଙ୍କ ପାଉଣା ତିନିଗୁଣାରୁ ଅଧିକ ବୃଦ୍ଧି ହୋଇଛି। ନୂଆ କଣ୍ଟ୍ରାକ୍ଟ ଅନୁଯାୟୀ ଖେଳାଳିଙ୍କୁ ତିନିଟି ବଦଳରେ ୪ଟି ଗ୍ରେଡ୍‌ରେ ବଣ୍ଟାଯାଇଛି। A, B, C ସହ ଏ ପ୍ଲସ ଗ୍ରେଡ୍ ବି ରଖାଯାଇଛି। ଏ ପ୍ଲସ ଗ୍ରେଡ୍ ଖେଳାଳିଙ୍କୁ ବାର୍ଷିକ ମିଳିବ ୭ କୋଟି ଟଙ୍କା ଏମାନେ ହେଲେ ୩ଟି ଫର୍ମାଟରେ ଖେଳୁଥିବା ଅଧିନାୟକ କୋହଲି, ରୋହିତ ଶର୍ମା, ଧାଓ୍ୱନ, ଭୁବନେଶ୍ୱର କୁମାର ଓ ବୁମରାହ।

ସେହିପରି ଏ ଗ୍ରେଡରେ ସାତ ଜଣ ଖେଳାଳିଙ୍କୁ ସାମିଲ୍ କରାଯାଇଛି ଏମାନଙ୍କୁ ବାର୍ଷିକ ମିଳିବ ୫ କୋଟି ଟଙ୍କା। ଏହି ଖେଳାଳିମାନେ ହେଲେ ଅଶ୍ୱିନ, ଜାଡେଜା, ମୁରଲୀ ବିଜୟ, ପୂଜାରା, ରାହାଣେ, ରିଦ୍ଧିମାନ ଶାହ ଓ ଧୋନି। ବି ଗ୍ରେଡ୍ ଖେଳାଳିଙ୍କୁ ୩ କୋଟି ଓ ସି ଗ୍ରେଡ୍ ଖେଳାଳିଙ୍କୁ ମିଳିବ ବାର୍ଷିକ ଏକ କୋଟି ତେବେ ପେସ୍ ବୋଲର ମହମ୍ମଦ ସାମିଙ୍କୁ କୌଣସି ଗ୍ରେଡରେ ସ୍ଥାନ ଦେଇନି ବିସିସିଆଇ। ଏହାର କାରଣ ବିସିସିଆଇ ସ୍ପଷ୍ଟ କରି ନ ଥିଲେ ବି ତାଙ୍କ ପତ୍ନୀଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗ ପାଇଁ ବିସିସିଆଇ ତାଙ୍କୁ ନୂଆ କଣ୍ଟ୍ରାକ୍ଟ ଲିଷ୍ଟରେ ସ୍ଥାନ ଦେଇନି ବୋଲି କୁହାଯାଉଛି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଟିମ୍ ଇଣ୍ଡିଆର ବୋଲର୍‌ ମହମ୍ମଦ ସାମିଙ୍କ ନାଁରେ ତାଙ୍କ ପତ୍ନୀ ଫେସବୁକ୍‌ ମାଧ୍ୟମରେ ଗୁରୁତର ଅଭିଯୋଗ ଆଣଥିଲେ। ବିବାହିତ ଥାଇ ମଧ୍ୟ ମହମ୍ମଦ ସାମି ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ନେଇ ତାଙ୍କ ପତ୍ନୀ ହସିନ୍‌ ଜହାନ୍‌ କହିଛନ୍ତି। ମହମ୍ମଦ ସାମିଙ୍କ ପତ୍ନୀ ହସିନ୍‌ ଜହାନ୍‌ ତାଙ୍କ ଫେସ୍‌ବୁକ ଆକାଉଣ୍ଟରେ ପତି ମହମ୍ମଦ ସାମିଙ୍କ ନାଁରେ ଆଭିଯୋଗ କରିବା ସହ କିଛି ଫଟୋ, ଫୋନରେ ବାର୍ତ୍ତାଳାପର କିଛି ଅଡ଼ିଓ ଓ ଅନ୍ୟ କିଛି ତଥ୍ୟ ଫେସବୁକରେ ପୋଷ୍ଟ କରିଥିଲେ। ଫେସବୁକ୍‌ରେ ପୋଷ୍ଟ କରିଥିବା ଫଟୋଗୁଡ଼ିକ ମଧ୍ୟରୁ ପାକିସ୍ତାନର କରାଚିରେ ରହୁଥିବା ଜଣେ ପ୍ରଷ୍ଟିଚ୍ୟୁଟ୍‌ର ଫଟୋ ମଧ୍ୟ ସାମିଲ ଅଛି। ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଏବେ ଚର୍ଚ୍ଚାର କେନ୍ଦ୍ର ପାଲିଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story