ଅଲ୍‌ ଇଂଲଣ୍ଡ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ ସେମିରେ ସିନ୍ଧୁ

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା ଅଲ୍‌ ଇଂଲଣ୍ଡ ଚାମ୍ପିୟନସିପ୍‌ ସେମିଫାଇନାଲ୍‌ରେ ଭାରତର ଷ୍ଟାର୍‌ ବ୍ୟାଡ଼ମିଣ୍ଟନ ଖେଳାଳି ପି.ଭି ସିନ୍ଧୁ। ଶୁକ୍ରବାର ଖେଳା ଯାଇଥିବା ମ୍ୟାଚ୍‌ରେ ସିନ୍ଧୁ ଜାପାନର ନୋଜୋମୀଙ୍କୁ ୨୦-୨୨, ୨୧-୧୮ ଓ ୨୧-୧୮ ସେଟ୍‌ରେ ପରାସ୍ତ କରି ସେମିରେ ପହଞ୍ଚିଛନ୍ତି। ସିନ୍ଧୁ ଏବଂ ନୋଜୋମୀଙ୍କ ସବୁ ମ୍ୟାଚ୍‌ ପରି ଏହି ମ୍ୟାଚ୍‌ ମଧ୍ୟ ସଂଘର୍ଷପୂର୍ଣ୍ଣ ହୋଇଥିଲେ। ପ୍ରଥମ ସେଟ୍‌କୁ ନୋଜୋମୀ ଜିତି ନେଇଥିବା ବେଳେ ପରବର୍ତ୍ତି ଦୁଇଟି ସେଟ୍‌ ଜିତି ସିନ୍ଧୁ ସେମିଫାଇନାଲ୍‌ ଟିକେଟ୍‌ ହାସଲ କରି […]

Badminton - Yonex All England Open Badminton Championships

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 09:01 AM IST

Sports

Latest News

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା ଅଲ୍‌ ଇଂଲଣ୍ଡ ଚାମ୍ପିୟନସିପ୍‌ ସେମିଫାଇନାଲ୍‌ରେ ଭାରତର ଷ୍ଟାର୍‌ ବ୍ୟାଡ଼ମିଣ୍ଟନ ଖେଳାଳି ପି.ଭି ସିନ୍ଧୁ। ଶୁକ୍ରବାର ଖେଳା ଯାଇଥିବା ମ୍ୟାଚ୍‌ରେ ସିନ୍ଧୁ ଜାପାନର ନୋଜୋମୀଙ୍କୁ ୨୦-୨୨, ୨୧-୧୮ ଓ ୨୧-୧୮ ସେଟ୍‌ରେ ପରାସ୍ତ କରି ସେମିରେ ପହଞ୍ଚିଛନ୍ତି।

ସିନ୍ଧୁ ଏବଂ ନୋଜୋମୀଙ୍କ ସବୁ ମ୍ୟାଚ୍‌ ପରି ଏହି ମ୍ୟାଚ୍‌ ମଧ୍ୟ ସଂଘର୍ଷପୂର୍ଣ୍ଣ ହୋଇଥିଲେ। ପ୍ରଥମ ସେଟ୍‌କୁ ନୋଜୋମୀ ଜିତି ନେଇଥିବା ବେଳେ ପରବର୍ତ୍ତି ଦୁଇଟି ସେଟ୍‌ ଜିତି ସିନ୍ଧୁ ସେମିଫାଇନାଲ୍‌ ଟିକେଟ୍‌ ହାସଲ କରି ନେଇଥିଲେ।

ପ୍ରଥମ ସେଟରେ ସିନ୍ଧୁ ଓ ନୋଜୋମୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଳା। ହେଲେ ନୋଜୋମୀ ଆକର୍ଷଣୀୟ ପ୍ରଦର୍ଶନ କରି ପ୍ରଥମ ସେଟକୁ ୨୨-୨୦ରେ ଜିତିନେଇଥିଲେ। ଏହାପରେ କିନ୍ତୁ ସିନ୍ଧୁଙ୍କ ଆକ୍ରାମଣତ୍ମକ ଖେଳ ଦେଖିବାକୁ ମିଳିଥିଲା। ସିନ୍ଧୁ ଦ୍ୱିତୀୟ ସେଟ୍‌ରେ କମ୍‌ବ୍ୟାକ୍‌ କରି ୨୧-୧୮ରେ ଜିତିନେଇଥିଲେ। ତୃତୀୟ ସେଟ୍‌ରେ ମଧ୍ୟ ସିନ୍ଧୁ ଆକର୍ଷଣୀୟ ଖେଳ ଜାରି ରଖିଥିଲେ। ଫଳରେ ସିନ୍ଧୁ ଏହି ସେଟ୍‌କୁ ୨୧-୧୮ରେ ଜିତି ମ୍ୟାଚ୍‌କୁ କବ୍‌ଜା କରିନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story