ସୌରଭ ଗାଙ୍ଗୁଲିଙ୍କର ନିଆରା ରୂପ: ନାଇଟ୍‌ କ୍ଲବରେ ଲଗେଇଲେ ଠୁମ୍‌କା

<p>କୋଲକାତା: ଭାରତୀୟ କ୍ରିକେଟ୍&zwnj; ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। &#039;ଦାଦା&#039; ନାଁରେ ସେ ଖୁବ୍&zwnj; ପରିଚିତ। ସବୁବେଳେ ତାଙ୍କୁ&nbsp; ଆଗ୍ରେସିଭ୍&zwnj; ମୁଡ୍&zwnj;ରେ ଦେଖିବାକୁ ମିଳିଥାଏ। କେବେ କେବେ ପଡିଆ ଭିତରେ ଆପଣ ତାଙ୍କ ରାଗ ଦେଖିଥିବେ। କ୍ରିକେଟ୍&zwnj;ରୁ ଅବସର ନେବା ପରେ ଏବେ ସୌରଭ ଗାଙ୍ଗୁଲି ବେଙ୍ଗଲ କ୍ରିକେଟ ଆସୋସିଏସନ୍&zwnj;ର ମୁଖ୍ୟ ଅଛନ୍ତି। ପ୍ରଶାସନିକ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ଗାଙ୍ଗୁଲିଙ୍କର ଗୋଟେ ଭିଡିଓ ଆଜିକାଲି ସୋସିଆଲ୍&zwnj; ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଗାଙ୍ଗୁଲିଙ୍କୁ ଅଣ୍ଟା ହଲାଇବାର ଦେଖିବାକୁ ମିଳୁଛି। ଅର୍ଥାତ ଏକ ନାଇଟ୍&zwnj; କ୍ଲବରେ ଗାଙ୍ଗୁଲି ନାଚୁଛନ୍ତି।</p> <p>ମିକା ସିଂ ଗାୟିକୀର ଗୀତ &#039;ସୁଭା ହୋନେ ନା ଦେ, ସାଥ୍&zwnj; ଖୋନେ ନା ଦେ, ଏକ ଦୁସ୍&zwnj;ରେ କୋ ହମ୍&zwnj; ସୋନେ ନା ଦେ, ତୁ ମେରା ହିରୋ&#039; ଗୀତର ତାଳେ ତାଳେ ଠୁମ୍&zwnj;କା ଲଗାଉଛନ୍ତି ଗାଙ୍ଗୁଲି। ଭିଡିଓରେ ସେ ନାଲି ରଙ୍ଗର ସାର୍ଟ ସହ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିବାର ଦେଖିବାକୁ ମିଳୁଛି। ସାଙ୍ଗରେ କିଛି ବନ୍ଧୁ ମଧ୍ୟ ରହିଛନ୍ତି। ଗୀତର ତାଳେ ତାଳେ ସମସ୍ତେ ଏକ ସଙ୍ଗେ ନାଚୁଛନ୍ତି। କିଛି ଲୋକ ଏମିତି ଅଛନ୍ତି, ଯେଉଁମାନେ ଗାଙ୍ଗୁଲିଙ୍କ ଷ୍ଟେପ୍&zwnj;କୁ ଫଲୋ କରୁଛନ୍ତି।&nbsp; ଖୁସିରେ ମସ୍&zwnj;ଗୁଲ୍&zwnj; ହୋଇପଡିଛନ୍ତି ଗାଙ୍ଗୁଲି। କ୍ଲବରେ କିଛିଲୋକ ଗାଙ୍ଗୁଲିଙ୍କୁ ଏମିତି ନିଆରା ଢଙ୍ଗରେ ଦେଖି ବେଶ୍&zwnj; ଖୁସି ହୋଇଛନ୍ତି। ଖାସ୍ କରି ତାଙ୍କ ପ୍ରଶଂସକ ମାନେ। ଭିଡିଓଟିକୁ ସୋସିଆଲ୍&zwnj; ମିଡିଆରେ ବହୁଳ ମାତ୍ରାରେ ସେୟାର ମଧ୍ୟ କରାଯାଉଛି। ଆପଣ ବି ଭିଡିଓଟିକୁ ଦେଖନ୍ତୁ ଏବଂ ଏହାର ମଜା ନିଅନ୍ତୁ।</p>

Ordigital Desk
  • Published: Wednesday, 16 May 2018
  • Updated: 16 May 2018, 09:54 AM IST

Sports

Latest News

<p>କୋଲକାତା: ଭାରତୀୟ କ୍ରିକେଟ୍&zwnj; ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। &#039;ଦାଦା&#039; ନାଁରେ ସେ ଖୁବ୍&zwnj; ପରିଚିତ। ସବୁବେଳେ ତାଙ୍କୁ&nbsp; ଆଗ୍ରେସିଭ୍&zwnj; ମୁଡ୍&zwnj;ରେ ଦେଖିବାକୁ ମିଳିଥାଏ। କେବେ କେବେ ପଡିଆ ଭିତରେ ଆପଣ ତାଙ୍କ ରାଗ ଦେଖିଥିବେ। କ୍ରିକେଟ୍&zwnj;ରୁ ଅବସର ନେବା ପରେ ଏବେ ସୌରଭ ଗାଙ୍ଗୁଲି ବେଙ୍ଗଲ କ୍ରିକେଟ ଆସୋସିଏସନ୍&zwnj;ର ମୁଖ୍ୟ ଅଛନ୍ତି। ପ୍ରଶାସନିକ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ଗାଙ୍ଗୁଲିଙ୍କର ଗୋଟେ ଭିଡିଓ ଆଜିକାଲି ସୋସିଆଲ୍&zwnj; ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଗାଙ୍ଗୁଲିଙ୍କୁ ଅଣ୍ଟା ହଲାଇବାର ଦେଖିବାକୁ ମିଳୁଛି। ଅର୍ଥାତ ଏକ ନାଇଟ୍&zwnj; କ୍ଲବରେ ଗାଙ୍ଗୁଲି ନାଚୁଛନ୍ତି।</p><p>ମିକା ସିଂ ଗାୟିକୀର ଗୀତ &#039;ସୁଭା ହୋନେ ନା ଦେ, ସାଥ୍&zwnj; ଖୋନେ ନା ଦେ, ଏକ ଦୁସ୍&zwnj;ରେ କୋ ହମ୍&zwnj; ସୋନେ ନା ଦେ, ତୁ ମେରା ହିରୋ&#039; ଗୀତର ତାଳେ ତାଳେ ଠୁମ୍&zwnj;କା ଲଗାଉଛନ୍ତି ଗାଙ୍ଗୁଲି। ଭିଡିଓରେ ସେ ନାଲି ରଙ୍ଗର ସାର୍ଟ ସହ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିବାର ଦେଖିବାକୁ ମିଳୁଛି। ସାଙ୍ଗରେ କିଛି ବନ୍ଧୁ ମଧ୍ୟ ରହିଛନ୍ତି। ଗୀତର ତାଳେ ତାଳେ ସମସ୍ତେ ଏକ ସଙ୍ଗେ ନାଚୁଛନ୍ତି। କିଛି ଲୋକ ଏମିତି ଅଛନ୍ତି, ଯେଉଁମାନେ ଗାଙ୍ଗୁଲିଙ୍କ ଷ୍ଟେପ୍&zwnj;କୁ ଫଲୋ କରୁଛନ୍ତି।&nbsp; ଖୁସିରେ ମସ୍&zwnj;ଗୁଲ୍&zwnj; ହୋଇପଡିଛନ୍ତି ଗାଙ୍ଗୁଲି। କ୍ଲବରେ କିଛିଲୋକ ଗାଙ୍ଗୁଲିଙ୍କୁ ଏମିତି ନିଆରା ଢଙ୍ଗରେ ଦେଖି ବେଶ୍&zwnj; ଖୁସି ହୋଇଛନ୍ତି। ଖାସ୍ କରି ତାଙ୍କ ପ୍ରଶଂସକ ମାନେ। ଭିଡିଓଟିକୁ ସୋସିଆଲ୍&zwnj; ମିଡିଆରେ ବହୁଳ ମାତ୍ରାରେ ସେୟାର ମଧ୍ୟ କରାଯାଉଛି। ଆପଣ ବି ଭିଡିଓଟିକୁ ଦେଖନ୍ତୁ ଏବଂ ଏହାର ମଜା ନିଅନ୍ତୁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos