ଏମିତି ଆମ କ୍ରିକେଟରଙ୍କ ଦେଶପ୍ରୀତି: ଷ୍ଟାଡିୟମରେ ୨ ଘଣ୍ଟା ଧରି ଓଲଟା ଉଡ଼ିଲା ତ୍ରିରଙ୍ଗା, କାହାର ବି ନିଘା ନଥିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ୍‌ ସ୍ଥିତ ନ୍ୟୁଲାଣ୍ଡ୍ସ ଷ୍ଟାଡିୟମରେ ଆସନ୍ତା କାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହା ପୂର୍ବରୁ କିନ୍ତୁ ଏମିତି କିଛି ଏହି ଷ୍ଟାଡ଼ିୟମରେ ଘଟିଛି ଯାହା ଭାରତ ପାଇଁ ଲଜ୍ଜା ଆଣିଦେଇଛି। ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଏଇ ଷ୍ଟାଡ଼ିୟମରେ ଭାରତର ଜାତୀୟ ପତାକାକୁ ଓଲଟାଭାବେ ଟଙ୍ଗାଯାଇଥିଲା। ଯାହା ଭାରତୀୟଙ୍କୁ ବେଶ ଆଘାତ ପହଞ୍ଚାଇଛି। ପାଖା ପାଖି ୨ଘଣ୍ଟା ଭାରତୀୟ ତ୍ରିରଙ୍ଗାକୁ ଏଭଳି […]

Flag

Flag

Ordigital Desk
  • Published: Thursday, 04 January 2018
  • Updated: 04 January 2018, 02:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ୍‌ ସ୍ଥିତ ନ୍ୟୁଲାଣ୍ଡ୍ସ ଷ୍ଟାଡିୟମରେ ଆସନ୍ତା କାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏହା ପୂର୍ବରୁ କିନ୍ତୁ ଏମିତି କିଛି ଏହି ଷ୍ଟାଡ଼ିୟମରେ ଘଟିଛି ଯାହା ଭାରତ ପାଇଁ ଲଜ୍ଜା ଆଣିଦେଇଛି। ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଏଇ ଷ୍ଟାଡ଼ିୟମରେ ଭାରତର ଜାତୀୟ ପତାକାକୁ ଓଲଟାଭାବେ ଟଙ୍ଗାଯାଇଥିଲା। ଯାହା ଭାରତୀୟଙ୍କୁ ବେଶ ଆଘାତ ପହଞ୍ଚାଇଛି।

ପାଖା ପାଖି ୨ଘଣ୍ଟା ଭାରତୀୟ ତ୍ରିରଙ୍ଗାକୁ ଏଭଳି ଅପମାନଜନକ ଭାବେ ଷ୍ଟାଡିୟମରେ ଲଗାଯାଇଥିଲା। ସବୁଠୁ ଦୁର୍ଭାଗ୍ୟର ବିଷୟ ହେଲା ୨ ଘଣ୍ଟା ଧରି ତ୍ରିରଙ୍ଗାକୁ ଅସମ୍ମାନ ବାବେ ଲଗାଯାଇଥିଲେ ମଧ୍ୟ ଭାରତୀୟ ଟିମ୍‌ କିମ୍ବା ଟିମର କୌଣସି ଅଧିକାରୀ ଏହା ଉପରେ ନଜର କରିନଥିଲେ। ଭାରତୀୟ ଟିମ୍ ଏହି ଷ୍ଟାଡ଼ିୟମରେ ପ୍ରତ୍ୟେକ ଦିନ ନେଟ୍‌ ପ୍ରାକ୍ଟିସ୍‌ କରୁଥିବା ବେଳେ ଏଭଳି ଅଘଟଣ କିପରି ଘଟିଲା ଏହାକୁ ନେଇ ଏବେ ବଡ଼ ପ୍ରଶ୍ନ।

ରିପୋର୍ଟ ଅନୁସାରେ ଯେଉଁ ଲୋକଙ୍କୁ ଭାରତୀୟ ତ୍ରିରଙ୍ଗାକୁ ଲଗାଇବାର ଦାୟୀତ୍ୱ ଦିଆଯାଇଥିଲା ସେମାନଙ୍କୁ ତ୍ରିରଙ୍ଗାକୁ କିପରି ଲଗାଯାଏ ତାହା ଉପରେ କୌଣସି ଜ୍ଞାନ ନଥିଲା। ପ୍ରଥମ ଥର ଏଭଳି ଘଟଣା ଦେଖିବାକୁ ମିଳିନାହିଁ, ଏହା ପୂର୍ବରୁ ମଧ୍ୟ ଅନେକ ଷ୍ଟାଡ଼ିୟମରେ ଏପରି ଅଘଟଣ ଘଟିବାର ନଜିର୍ ରହିଛି। ହେଲେ ଭାରତୀୟ ଟିମ୍ କିମ୍ବା କୌଣସି ଅଧିକାରୀ ଏହା ଉପରେ ଗୁରୁତ୍ୱ ଦେଇନାହାଁନ୍ତି।

ଭାରତୀୟ କ୍ରିକେଟ୍‌ ଟିମ୍‌ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ଦକ୍ଷିଣ ଆଫ୍ରିକାରେ ଭାରତ ୩ଟି ଟେଷ୍ଟ, ୬ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ। ଜାନୁଆରୀ ୫ତାରିଖରେ ଭାରତୀୟ ଟିମ୍‌ ୨୦୧୮ ବର୍ଷର ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story