ବିସିସିଆଇ ଭଗବାନ ନୁହଁନ୍ତି, ମୁଁ ନିଜର ହକ୍‌ ମାଗୁଛି: ଶ୍ରୀସନ୍ଥ

ମୁମ୍ବାଇ: ଚର୍ଚ୍ଚିତ ଫାଷ୍ଟ ବୋଲର ଶ୍ରୀସନ୍ଥକୁ ନେଇ ପୁଣି ବିବାଦ ଦେଖାଦେଇଛି। ୨୦୧୩ ରୁ ସ୍ପଟ୍‌ ଫିକ୍ସିଂ ନେଇ ସେ ଆଜୀବନ ବାସନ୍ଦ ହୋଇଥିଲେ। ଏହାପରେ ଗତ ସୋମବାର କେରଳ ହାଇକୋର୍ଟ ଶ୍ରୀସନ୍ଥଙ୍କ ଉପରେ ଲାଗିଥିବା ବାସନ୍ଦ ହଟାଇଦେଇଥିଲେ। କିନ୍ତୁ ଏହି ରାଏ ଉପରେ ବିସିସିଆଇ ପୁଣି ଅପିଲ୍‌ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ନେଇ ଶ୍ରୀସନ୍ଥ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବିସିସିଆଇକୁ ସେ ଭିକ ଭାଗୁନାହାଁନ୍ତି, ନିଜ ହକ୍‌ ମାଗୁଛନ୍ତି। […]

sreesant1

sreesant1

Rakesh Mallick
  • Published: Friday, 11 August 2017
  • Updated: 11 August 2017, 07:26 PM IST

Sports

Latest News

ମୁମ୍ବାଇ: ଚର୍ଚ୍ଚିତ ଫାଷ୍ଟ ବୋଲର ଶ୍ରୀସନ୍ଥକୁ ନେଇ ପୁଣି ବିବାଦ ଦେଖାଦେଇଛି। ୨୦୧୩ ରୁ ସ୍ପଟ୍‌ ଫିକ୍ସିଂ ନେଇ ସେ ଆଜୀବନ ବାସନ୍ଦ ହୋଇଥିଲେ। ଏହାପରେ ଗତ ସୋମବାର କେରଳ ହାଇକୋର୍ଟ ଶ୍ରୀସନ୍ଥଙ୍କ ଉପରେ ଲାଗିଥିବା ବାସନ୍ଦ ହଟାଇଦେଇଥିଲେ। କିନ୍ତୁ ଏହି ରାଏ ଉପରେ ବିସିସିଆଇ ପୁଣି ଅପିଲ୍‌ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ନେଇ ଶ୍ରୀସନ୍ଥ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବିସିସିଆଇକୁ ସେ ଭିକ ଭାଗୁନାହାଁନ୍ତି, ନିଜ ହକ୍‌ ମାଗୁଛନ୍ତି। ବିସିସିଆଇ ଭଗବାନଙ୍କ ଠାରୁ ଉର୍ଦ୍ଧରେ ନୁହଁନ୍ତି ତେଣୁ ସେ ପୁଣିଥରେ ପଡିଆକୁ ଓହ୍ଲାଇବେ ବୋଲି ଆଶାବାଦୀ। ସେ ଏହାମଧ୍ୟ କହିଛନ୍ତି ଯେ ବାରମ୍ବାର ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଆସୁଥିଲେ ମଧ୍ୟ ବିସିସିଆଇ କଣ ପାଇଁ ତାଙ୍କ ବିରୋଧରେ ଏମିତି କରୁଛି ତାକୁ ନେଇ ସେ ପ୍ରଶ୍ନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story