ବ୍ୟାଟିଂ ପରେ ବୋଲିଂରେ କମାଲ୍‌ କଲା ଟିମ୍‌ ଇଣ୍ଡିଆ: ଶ୍ରୀଲଙ୍କାର ଫଲୋଅନ୍‌

ଭୁବନେଶ୍ୱର: ଭାରତୀୟ ବୋଲିଂ ଆଗରେ ଧୂଳିସାତ୍‌ ଶ୍ରୀଲଙ୍କା ଦଳ। ପାଲିକେଲ ଠାରେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ତୃତୀୟ ଚେଷ୍ଟ ମ୍ୟାଚ୍‌ ଚାଲିଥିବା ବେଳେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟସ୍ତ। ପ୍ରଥମେ ବ୍ୟାଟିଂ କରି ଭାରତ ୪୮୭ ରନ୍‌ କରିଥିବା ବେଳେ ଶ୍ରୀଲଙ୍କା ତାର ପ୍ରଥମ ଇଂନିସରେ ମାତ୍ର ୧୩୫ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ଭାରତ ଶ୍ରୀଲଙ୍କାକୁ ଫଲୋଅନ୍‌ ଦେଇଛି। ପ୍ରଥମ ଇଂନିସରେ ଭାରତ ପକ୍ଷରୁ ଶିଖର ଧାୱନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶତକ ବଳରେ […]

kuldeep

kuldeep

Rakesh Mallick
  • Published: Sunday, 13 August 2017
  • Updated: 13 August 2017, 05:18 PM IST

Sports

Latest News

ଭୁବନେଶ୍ୱର: ଭାରତୀୟ ବୋଲିଂ ଆଗରେ ଧୂଳିସାତ୍‌ ଶ୍ରୀଲଙ୍କା ଦଳ। ପାଲିକେଲ ଠାରେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ତୃତୀୟ ଚେଷ୍ଟ ମ୍ୟାଚ୍‌ ଚାଲିଥିବା ବେଳେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟସ୍ତ। ପ୍ରଥମେ ବ୍ୟାଟିଂ କରି ଭାରତ ୪୮୭ ରନ୍‌ କରିଥିବା ବେଳେ ଶ୍ରୀଲଙ୍କା ତାର ପ୍ରଥମ ଇଂନିସରେ ମାତ୍ର ୧୩୫ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ଫଳରେ ଭାରତ ଶ୍ରୀଲଙ୍କାକୁ ଫଲୋଅନ୍‌ ଦେଇଛି।

ପ୍ରଥମ ଇଂନିସରେ ଭାରତ ପକ୍ଷରୁ ଶିଖର ଧାୱନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶତକ ବଳରେ ଟିମ୍‌ର ସ୍କୋର ୪୮୭ରେ ପହଞ୍ଚିଥିଲା। ଜବାବରେ ଶ୍ରୀଲଙ୍କା ମାତ୍ର ୧୩୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି।

ବୋଲିଂରେ ଭାରତ ପକ୍ଷରୁ ୨ୟ ଟେଷ୍ଟମ୍ୟାଚ୍‌ ଖେଳୁଥିବା ଚାଇନାମ୍ୟାନ୍‌ କୁଲଦୀପ ଯାଦବ ଆକର୍ଷଣୀୟ ବୋଲିଂ କରି ୪ଟି ୱିକେଟ୍ ହାସଲ କରିଛନ୍ତି। ସେହିପରି ମହମ୍ମଦ ସାମି ଓ ଅଶ୍ୱିନୀ ୨ଟି ଲେଖାଏଁ ୱିକେଟ୍‌ ନେଇଥିବା ବେଳେ ପାଣ୍ଡ୍ୟା ଗୋଟିଏ ୱିକେଟ୍‌ ନେଇ ଶ୍ରୀଲଙ୍କାର ପାଳିକୁ ୧୩୫ରନରେ ଅଟକାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story