ସୁପର କପ ଫୁଟବଲ୍‌: ସେମିଫାଇନାଲ୍‌ ପାଇଁ ମୋହନ ବାଗାନ ଏବଂ ଲାଜଙ୍ଗ ସିଲଙ୍ଗ ମଧ୍ୟରେ ହେବ ଟକ୍କର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗଷ୍ଟାଡ଼ିୟମରେ ଚାଲିଥିବା ସୁପର କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆସନ୍ତା କାଲି ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍। ମୋହନ ବାଗାନ ଏବଂ ଲାଜଙ୍ଗ ସିଲଙ୍ଗ ମଧ୍ୟରେ ଖେଳାଯିବ। ପ୍ରି- କ୍ୱାର୍ଟର ଫାଇନାଲ ମ୍ୟାଚରେ ମୋହନ ବାଗାନ୍ ୨-୧ ଗୋଲରେ ଚର୍ଚିଲ ବ୍ରଦର୍ସକୁ ହରାଇ କ୍ୱାର୍ଟରରେ ପ୍ରବେଶ କରିଥିଲା। ସେହିପରି ସିଲଙ୍ଗ ଲାଜଙ୍ଗ ମଧ୍ୟ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚରେ ୩-୨ ଗୋଲରେ ପୁଣେ ସିଟି ଏଫ୍.ସିକୁ ହରାଇ କ୍ୱାର୍ଟରରେ ପ୍ରବେଶ କରିଥିଲା। ଏହି ମ୍ୟାଚ ଜିତି […]

aser-dipanda-dicka-mohun-bagan-churchill-brothers-super-cup-bhubaneswar-1522602937 (1)

Rakesh Mallick
  • Published: Tuesday, 10 April 2018
  • Updated: 10 April 2018, 09:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗଷ୍ଟାଡ଼ିୟମରେ ଚାଲିଥିବା ସୁପର କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆସନ୍ତା କାଲି ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍। ମୋହନ ବାଗାନ ଏବଂ ଲାଜଙ୍ଗ ସିଲଙ୍ଗ ମଧ୍ୟରେ ଖେଳାଯିବ। ପ୍ରି- କ୍ୱାର୍ଟର ଫାଇନାଲ ମ୍ୟାଚରେ ମୋହନ ବାଗାନ୍ ୨-୧ ଗୋଲରେ ଚର୍ଚିଲ ବ୍ରଦର୍ସକୁ ହରାଇ କ୍ୱାର୍ଟରରେ ପ୍ରବେଶ କରିଥିଲା। ସେହିପରି ସିଲଙ୍ଗ ଲାଜଙ୍ଗ ମଧ୍ୟ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚରେ ୩-୨ ଗୋଲରେ ପୁଣେ ସିଟି ଏଫ୍.ସିକୁ ହରାଇ କ୍ୱାର୍ଟରରେ ପ୍ରବେଶ କରିଥିଲା। ଏହି ମ୍ୟାଚ ଜିତି ସେମିଫାଇନାଲ ଖେଳିବା ଆଶାରେ ରହିଛନ୍ତି ଉଭୟ ଦଳ। ଏନେଇ ଉଭୟ ଦଳ ଭୁବନେଶ୍ୱରରେ ଅଭ୍ୟାସ ସାରିବା ପରେ ବିପକ୍ଷ ଦଳ ବିରୁଦ୍ଧରେ ଭଲ ପ୍ରଦର୍ଶନ କରିବେ ସୂଚନା ଦେଇଛନ୍ତି। ପୂର୍ବରୁ ପ୍ରଥମ ଦଳ ଭାବେ ଇଷ୍ଟ ବେଙ୍ଗଲ ସେମିଫାଇନାଲ୍‌ରେ ପହଞ୍ଚି ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story