ରାଜଧାନୀରେ ଫୁଟ୍‌ବଲ୍‌ କ୍ରେଜ୍‌: ୨୦ ଟଙ୍କାରେ ମିଳୁଛି ଟିକେଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ମାତ୍ର ଅଳ୍ପ ସମୟ ପରେ ଆରମ୍ବ ହେବାକୁ ଯାଉଛି ସୁପର କପ୍ ଫୁଟବଲ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଦେଶର ୧୬ଟି ଟପ୍ ଫୁଟବଲ କ୍ଲବ ମଧ୍ୟରେ ହେବ ମହା ସମର। ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆନ ସୁପର ଲିଗର ଟପ୍ ୮ଟି କ୍ଲବ ଓ ଆଇ ଲିଗ୍‌ର ଟପ୍ ୮ଟି କ୍ଲବକୁ ନେଇ ଖେଳାଯିବ ମ୍ୟାଚ୍‌। ନକ୍ ଆଉଟ ଭିତ୍ତିରେ ଖେଳାଯିବ ପ୍ରି-କ୍ୱାଟର। ଉଦଘାଟନୀ ମ୍ୟାଚରେ ସାମ୍ନାସାମ୍ନି ହେବେ ଚେନ୍ନାଇ ଏଫ୍ସି ଏବଂ ଆଇଜଲ […]

kalinga-stadium-for-super-league-football

Rakesh Mallick
  • Published: Saturday, 31 March 2018
  • Updated: 31 March 2018, 04:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ମାତ୍ର ଅଳ୍ପ ସମୟ ପରେ ଆରମ୍ବ ହେବାକୁ ଯାଉଛି ସୁପର କପ୍ ଫୁଟବଲ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଦେଶର ୧୬ଟି ଟପ୍ ଫୁଟବଲ କ୍ଲବ ମଧ୍ୟରେ ହେବ ମହା ସମର। ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆନ ସୁପର ଲିଗର ଟପ୍ ୮ଟି କ୍ଲବ ଓ ଆଇ ଲିଗ୍‌ର ଟପ୍ ୮ଟି କ୍ଲବକୁ ନେଇ ଖେଳାଯିବ ମ୍ୟାଚ୍‌। ନକ୍ ଆଉଟ ଭିତ୍ତିରେ ଖେଳାଯିବ ପ୍ରି-କ୍ୱାଟର। ଉଦଘାଟନୀ ମ୍ୟାଚରେ ସାମ୍ନାସାମ୍ନି ହେବେ ଚେନ୍ନାଇ ଏଫ୍ସି ଏବଂ ଆଇଜଲ ଏଫ୍ସି।  ଉଭୟ ଦଳ ଭୁବନେଶ୍ୱରରେ ପହଞ୍ଚି ଅଭ୍ୟାସ କରିଛନ୍ତି। ସୁପର କପ୍ ଫୁଟବଲ ପାଇଁ କଳିଙ୍ଗ ଷ୍ଟାଡ଼ିୟମ ପୁରା ପ୍ରସ୍ତୁତ ରହିଛି। ରାଜ୍ୟ ସରକାର ଏବଂ ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶାର ମିଳିତ ସହଯୋଗରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଏପ୍ରିଲ ୨୦ ତାରିଖରେ ଶେଷ ହେବ। ଟୁର୍ଣ୍ଣାମେଣ୍ଟରେ ଟିକଟ ମୂଲ୍ୟ ୨୦ ଟଙ୍କା ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story