ସୁପର ସନ୍‌ଡେରେ ସୁପର ମ୍ୟାଚ୍‌: ରୟାଲ୍ସ-ରୟାଲ ଓ କିଙ୍ଗ୍ସ-କିଙ୍ଗ୍ସ ମଧ୍ୟରେ ଫାଇଟ୍‌

ସୁପର ସନ୍‌ଡେରେ ସୁପର ମ୍ୟାଚ୍‌। ଆଜି ଆଇପିଏଲରେ ଆଜି ଦୁଇଟି ମ୍ୟାଚ୍‌ର ମଜା ନେବେ ଦର୍ଶକ। ପ୍ରଥମ ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ଟି ରାତି ୮ଟାରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ।

ଅପରାହ୍ନ ୪ଟେ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ୱମୀ ଷ୍ଟାଡ଼ିୟମରେ ଆରସିବି ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଲଢେଇ ଚାଲିଛି। ଆର୍‌ସିବି ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ରେ ବିଜୟ ଓ ପରାଜୟ ହୋଇସାରିଛନ୍ତି।

 

 

 

Previous ArticleNext Article

Send this to a friend