ବିସିସିଆଇର୍ ବିବାଦୀୟ ୱାନ୍ ଭୋଟ୍‌ ମାମଲା: ପୁନଃ ବିଚାର ପାଇଁ ରାଜି ହେଲେ ସୁପ୍ରିମକୋର୍ଟ

ବିସିସିଆଇର୍ ବିବାଦୀୟ ଗୋଟିଏ ରାଜ୍ୟ ଗୋଟିଏ ଭୋଟ୍ ମାମଲାର ପୁନଃ ବିଚାର କରିବେ ସୁପ୍ରିମକୋର୍ଟ। ଆଜି ଏନେଇ ସବୋର୍ଚ୍ଚ ନ୍ୟାୟାଳୟ ଗ୍ରୀନ୍ ସିଗନାଲ ଦେଇଛନ୍ତି। ବିସିସିଆଇ ଅଦାଲତଙ୍କ ନିକଟରେ ନିଜ ପକ୍ଷ ରଖିଥିଲା, ଦେଶର କିଛି କ୍ରିକେଟ୍ ବୋର୍ଡ ଐତିହାସିକ ଭୂମିକା ଗ୍ରହଣ କରିଛନ୍ତି। ଯାହାକୁ ଅଣଦେଖା କରାଯାଇ ପାରିବ ନାହିଁ। ତେବେ ବିସିସିଆଇରେ ଉଲ୍ଲେଖ ନିୟମକୁ ନେଇ ପ୍ରଶ୍ନ କରିଛନ୍ତି କୋର୍ଟ। ବୋର୍ଡର ଗଠନ ସମୟରେ ଏହାର ଚୟନ କମିଟି ଏବଂ ଯୋଗତ୍ୟାକୁ ନେଇ କୌଣସି […]

bcci-supreme-court

bcci-supreme-court

Rakesh Mallick
  • Published: Tuesday, 01 May 2018
  • Updated: 01 May 2018, 06:19 PM IST

Sports

Latest News

ବିସିସିଆଇର୍ ବିବାଦୀୟ ଗୋଟିଏ ରାଜ୍ୟ ଗୋଟିଏ ଭୋଟ୍ ମାମଲାର ପୁନଃ ବିଚାର କରିବେ ସୁପ୍ରିମକୋର୍ଟ। ଆଜି ଏନେଇ ସବୋର୍ଚ୍ଚ ନ୍ୟାୟାଳୟ ଗ୍ରୀନ୍ ସିଗନାଲ ଦେଇଛନ୍ତି। ବିସିସିଆଇ ଅଦାଲତଙ୍କ ନିକଟରେ ନିଜ ପକ୍ଷ ରଖିଥିଲା, ଦେଶର କିଛି କ୍ରିକେଟ୍ ବୋର୍ଡ ଐତିହାସିକ ଭୂମିକା ଗ୍ରହଣ କରିଛନ୍ତି। ଯାହାକୁ ଅଣଦେଖା କରାଯାଇ ପାରିବ ନାହିଁ। ତେବେ ବିସିସିଆଇରେ ଉଲ୍ଲେଖ ନିୟମକୁ ନେଇ ପ୍ରଶ୍ନ କରିଛନ୍ତି କୋର୍ଟ। ବୋର୍ଡର ଗଠନ ସମୟରେ ଏହାର ଚୟନ କମିଟି ଏବଂ ଯୋଗତ୍ୟାକୁ ନେଇ କୌଣସି ନିୟମ ଲାଗୁ ହୋଇ ନଥିଲା କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି କୋର୍ଟ। ବିସିସିଆଇ ଏବଂ ବିଭିନ୍ନ ରାଜ୍ୟର କ୍ରିକେଟ୍ ବୋର୍ଡରେ ସୁଧାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗଠନ ହୋଇଥିଲା ଲୋଧା କମିଟି। ୧୮ ଜୁଲାଇ ୨୦୧୬ରେ ଏନେଇ ଲୋଧା ପ୍ୟାନେଲ ଗୋଟିଏ ରାଜ୍ୟ ଗୋଟିଏ ଭୋଟ୍ ଲାଗୁ କରିବା ପାଇଁ ସୁପାରିଶ କରିଥିଲା। ଯାହାକୁ ନେଇ ବିସିସିଆଇ ଅଧିକାରୀ କୋର୍ଟରେ ପୁଣି ଥରେ ଶୁଣାଣି ପାଇଁ ଆବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story