ସୁରେଶ ରାଇନାଙ୍କ ଝିଅ ଜନ୍ମଦିନରେ ଧୋନି ଓ ବ୍ରାଭୋ ଗାଇଲେ ଗୀତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଓ ଆଇପିଏଲ୍‌ ଚେନ୍ନାଇ ସୁପର କିଙ୍ଗସ୍‌ ପାଇଁ ଖେଳୁଥିବା ସୁରେଶ ରାଇନାଙ୍କ ଝିଅ ଗ୍ରାସିଆଙ୍କୁ ୧୫ ମେ’ରେ ଦୁଇବର୍ଷ ପୂରିଛି। ସୁରେଶ ଏବଂ ତାଙ୍କ  ପତ୍ନୀ ପ୍ରିୟଙ୍କା ଝିଅର ଜନ୍ମଦିନକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି। ଏହି ଅବସରରେ ପାର୍ଟିର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ଚେନ୍ନାଇ ସୁପର କିଙ୍ଗ ସଦସ୍ୟଙ୍କ ସହ ସଂପର୍କୀୟ ଓ ସାଙ୍ଗମାନେ ସାମିଲ ହୋଇଥିଲେ। ପାର୍ଟିରେ ଏମ୍‌ଏସ୍‌ ଧୋନି, ଡିଜେ ‍ବ୍ରାଭୋଙ୍କ ଛଡା ହରଭଜନ ସିଂ […]

raina

raina

Rakesh Mallick
  • Published: Wednesday, 16 May 2018
  • Updated: 16 May 2018, 03:00 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଓ ଆଇପିଏଲ୍‌ ଚେନ୍ନାଇ ସୁପର କିଙ୍ଗସ୍‌ ପାଇଁ ଖେଳୁଥିବା ସୁରେଶ ରାଇନାଙ୍କ ଝିଅ ଗ୍ରାସିଆଙ୍କୁ ୧୫ ମେ’ରେ ଦୁଇବର୍ଷ ପୂରିଛି। ସୁରେଶ ଏବଂ ତାଙ୍କ  ପତ୍ନୀ ପ୍ରିୟଙ୍କା ଝିଅର ଜନ୍ମଦିନକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି। ଏହି ଅବସରରେ ପାର୍ଟିର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ଚେନ୍ନାଇ ସୁପର କିଙ୍ଗ ସଦସ୍ୟଙ୍କ ସହ ସଂପର୍କୀୟ ଓ ସାଙ୍ଗମାନେ ସାମିଲ ହୋଇଥିଲେ।

rainaପାର୍ଟିରେ ଏମ୍‌ଏସ୍‌ ଧୋନି, ଡିଜେ ‍ବ୍ରାଭୋଙ୍କ ଛଡା ହରଭଜନ ସିଂ ଏବଂ ତାଙ୍କ ପତ୍ନୀ ଗୀତା ବାସରା ନଜର ଆସିଥିଲେ। ଗ୍ରାସିଆ ବେଶି ସମୟ ତାଙ୍କ ଜେଜେମା କୋଳରେ ଦେଖିବାକୁ ମିଳିଥିଲା।  କେକ୍‌ କାଟିବା ସମୟରେ ପ୍ରିୟଙ୍କା ଧୋନି ଓ ବ୍ରାଭୋଙ୍କୁ ଆଗକୁ ଡାକିଥିଲେ। ପାର୍ଟିରେ ଧୋନୀ ଓ  ବ୍ରାଭୋ ନିଜ ‘ଚାମ୍ପିୟନ୍‌ ଚାମ୍ପିୟନ୍‌...’ ଗୀତ ଗାଇ ସମସ୍ତଙ୍କୁ   ଖୁସି କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story