କୁସ୍ତିରେ ଭାରତର ଦମଦାର ପ୍ରଦର୍ଶନ: ରାହୁଲଙ୍କ ପରେ ସୁଶୀଲ ଦେଲେ ସ୍ୱର୍ଣ୍ଣ

ଗୋଲ୍ଡକୋଷ୍ଟ: ଆଶା ଅନୁସାରେ ଭାରତୀୟ କୁସ୍ତିଯୋଦ୍ଧା ରାଜ୍ୟଗୋଷ୍ଠୀ କ୍ରୀଡାରେ ଦମ୍‌ ଦେଖାଇଛନ୍ତି। ତିନିଜଣ କୁସ୍ତିଯୋଦ୍ଧା ଆଜି ଫାଇନାଲ ଖେଳିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ସ୍ୱର୍ଣ୍ଣ ଜିତିଥିବା ବେଳେ ଜଣେ ରୌପ୍ୟ ଜିତିଛନ୍ତି। ପ୍ରଥମେ ରାହୁଲ ଓ ଏବେ ଷ୍ଟାର କୁସ୍ତିଯୋଦ୍ଧା ସୁଶୀଲ କୁମାର ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି। ୭୪ କେଜି ଫ୍ରି ଷ୍ଟାଇଲ ବର୍ଗରେ ସୁଶୀଲଙ୍କୁ ଏହି ସଫଳତା ମିଳିଛି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱି ଦକ୍ଷିଣ ଆଫ୍ରିକାର ଜୋହାନ୍ସ ବୋଥାଙ୍କୁ ୧୦-୦ରେ ହରାଇ […]

cwg

cwg

Rakesh Mallick
  • Published: Thursday, 12 April 2018
  • Updated: 12 April 2018, 02:39 PM IST

Sports

Latest News

ଗୋଲ୍ଡକୋଷ୍ଟ: ଆଶା ଅନୁସାରେ ଭାରତୀୟ କୁସ୍ତିଯୋଦ୍ଧା ରାଜ୍ୟଗୋଷ୍ଠୀ କ୍ରୀଡାରେ ଦମ୍‌ ଦେଖାଇଛନ୍ତି। ତିନିଜଣ କୁସ୍ତିଯୋଦ୍ଧା ଆଜି ଫାଇନାଲ ଖେଳିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ସ୍ୱର୍ଣ୍ଣ ଜିତିଥିବା ବେଳେ ଜଣେ ରୌପ୍ୟ ଜିତିଛନ୍ତି। ପ୍ରଥମେ ରାହୁଲ ଓ ଏବେ ଷ୍ଟାର କୁସ୍ତିଯୋଦ୍ଧା ସୁଶୀଲ କୁମାର ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି।

୭୪ କେଜି ଫ୍ରି ଷ୍ଟାଇଲ ବର୍ଗରେ ସୁଶୀଲଙ୍କୁ ଏହି ସଫଳତା ମିଳିଛି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱି ଦକ୍ଷିଣ ଆଫ୍ରିକାର ଜୋହାନ୍ସ ବୋଥାଙ୍କୁ ୧୦-୦ରେ ହରାଇ ଦେଇଛନ୍ତି।

ସୁଶୀଲଙ୍କ ପୂର୍ବରୁ ଆଜି ୫୭ କେଜି ଫ୍ରି ଷ୍ଟାଇଲ ବର୍ଗରେ ରାହୁଲ ଅୱାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଦେଇଥିଲେ। ସେ କାନାଡାର ଷ୍ଟିୱନ ତାକାହାଶୀଙ୍କୁ ୧୧-୭ରେ ହରାଇଥିଲେ।

ସେହିପରି ଅନ୍ୟତମ ଫାଇନାଲିଷ୍ଟ ବବିତା କୁମାରୀଙ୍କୁ ୫୩ କେଜି ବର୍ଗରେ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। କାନାଡାର ଡାୟନା ୱାକରଙ୍କୁ ଏହି ବର୍ଗରେ ସ୍ୱର୍ଣ୍ଣ ମିଳିଥିଲା।

ଫାଇନାଲ ରେସ୍‌ରୁ ବାଦ ପଡିଥିବା କିରଣଙ୍କୁ କାଂସ୍ୟ ପଦକ ମିଳିଛି। ୭୬ କେଜି ଫ୍ରି ଷ୍ଟାଇଲରେ ସେ ମରିଶସ୍‌ର ପରିଦାୱନଙ୍କୁ ୧୦-୦ରେ ହରାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story