କ୍ରିକେଟ ଇତିହାସରେ ପ୍ରଥମ: ପୁଅକୁ ରନ୍‌ ଆଉଟ୍‌ କରିଦେଲେ ବାପା

କ୍ରିକେଟ୍‌ରେ ବାପ ଓ ପୁଅ ଯୋଡ଼ି। ଏହି ଯୋଡ଼ି ଏବେ ମଇଦାନରେ ଧମାଲ କରୁଛନ୍ତି। ଏହା ଭିତରେ ଆଉ ଏକ ଖବର ଖେଳ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ତାହା ହେଉଛି ଗୋଟିଏ ଟିମ୍‌ ପକ୍ଷରୁ ଖେଳୁଥିବା ପୁଅକୁ ବାପା ରନ୍‌ ଆଉଟ୍‌ କରିବା। ଏହା ବିଶ୍ୱାସ ହେଉନଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ୍ଣ ସତ। ୱେଷ୍ଟଇଣ୍ଡିଜ୍‌ ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ଟିମ୍‌ର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଶିବ ନାରାୟଣ ଚନ୍ଦ୍ରପଲ ତାଙ୍କ […]

westendies team

westendies team

Rakesh Mallick
  • Published: Saturday, 24 February 2018
  • Updated: 24 February 2018, 07:49 PM IST

Sports

Latest News

କ୍ରିକେଟ୍‌ରେ ବାପ ଓ ପୁଅ ଯୋଡ଼ି। ଏହି ଯୋଡ଼ି ଏବେ ମଇଦାନରେ ଧମାଲ କରୁଛନ୍ତି। ଏହା ଭିତରେ ଆଉ ଏକ ଖବର ଖେଳ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ତାହା ହେଉଛି ଗୋଟିଏ ଟିମ୍‌ ପକ୍ଷରୁ ଖେଳୁଥିବା ପୁଅକୁ ବାପା ରନ୍‌ ଆଉଟ୍‌ କରିବା। ଏହା ବିଶ୍ୱାସ ହେଉନଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ୍ଣ ସତ। ୱେଷ୍ଟଇଣ୍ଡିଜ୍‌ ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ୱେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ଟିମ୍‌ର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଶିବ ନାରାୟଣ ଚନ୍ଦ୍ରପଲ ତାଙ୍କ ପୁଅ ତେଜ ନାରାୟଣ ଚନ୍ଦ୍ରପାଲ୍‌ଙ୍କୁ ରନ୍‌ ଆଉଟ୍‌ କରିଦେଇଛନ୍ତି। କ୍ରିକେଟ୍‌ ଇତିହାସରେ ଏହା ପ୍ରଥମ ବୋଲି କୁହାଯାଉଛି।

ପୂରା ଘଟଣାଟି ଏମିତି। ୱେଷ୍ଟଇଣ୍ଡିଜ୍‌ରେ ଏବେ ୫୦ ଓଭର ବିଶିଷ୍ଟ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳା ଯାଉଛି। ଗତ ୨୨ ତାରିଖରେ ଗୟାନା ଓ ଉଇଣ୍ଡୱାର୍ଡ ଆଇସଲାଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳା ଯାଇଥିଲା। ଉଇଣ୍ଡୱାର୍ଡ ଆଇସଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୮୬ ରନ୍‌ କରିଥିଲା। ଟାର୍ଗେଟକୁ ପିଛା କରିଥିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ଗୟାନା ଟିମ୍‌ର ଦୁଇ ଓପ୍ନର ତେଜ ନାରାୟଣ ଓ ହେମରାଜ। ହେମ୍‌ରାଜ ବେଶି ସମୟ ତିଷ୍ଠି ନପାରି ଶୀଘ୍ର ଆଉଟ୍‌ ହୋଇଯାଇଥିଲେ। ତା’ପରେ ଶିବନାରାୟଣ ଚନ୍ଦ୍ରପଲ ବ୍ୟାଟିଂ କରିବାକୁ ଆସିଥିଲେ। ବାପ-ପୁଅ ଯୋଡି ଭଲ ବ୍ୟାଟିଂ କରୁଥିଲେ। ତେବେ ପଞ୍ଚମ ଓଭରରେ ଶିବନାରାୟଣ ଚନ୍ଦ୍ରପଲଙ୍କ ଏକ ସର୍ଟରେ ବଲ୍‌ଟି ବୋଲରଙ୍କ ଗୋଡ଼ ବାଜି ଷ୍ଟମ୍ପରେ ବାଜିଥିଲା। ସେତେ ବେଳକୁ ବୋଲିଂ ସାଇଡ୍‌ରେ ଥିବା ପୁଅ ତେଜନାରାୟଣ କ୍ରିଜ ଛାଡ଼ି ଦେଇଥିବାରୁ ରନ ସାଇଟ ହୋଇଯାଇ ଥିଲେ। ପୁଅର ଏପରି ଆଉଟ୍‌ରେ ବାପା ଚନ୍ଦ୍ରପଲ ବହୁ ଦୁଃଖିତ ହୋଇଥିଲେ। ପରେ ଶିବନାରାୟଣ ୩୪ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଫଳରେ ଗୟାନା ୫୨ ରନ୍‌ରେ ମ୍ୟାଚ ହାରି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story