ଭାରତ ପାଇଁ ସୁଯୋଗ: ଟାର୍ଗେଟ୍‌ ୨୧୭

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ ବର୍ଷରୁ କମ୍‌ ବିଶ୍ୱକପ କ୍ରିକେଟ୍‌ ଟାଇଟଲ୍‌ ହାତେଇବା ପାଇଁ ଭାରତ ପାଖରେ ସୁଯୋଗ। ଭାରତ ଆଗରେ ରହିଛି ମାତ୍ର ୨୧୭ରନର ବିଜୟ ଲକ୍ଷ୍ୟ। ନ୍ୟୁଜିଲାଣ୍ଡର ମାଉଣ୍ଟ ମୌଙ୍ଗାନୁଇରେ ଖେଳାଯାଉଥିବା ଏହି ଫାଇନାଲ ମ୍ୟାଚରେ କଂଗାରୁ ଦଳ ଟସ୍  ଜିତି ପ୍ରଥମେ ବ୍ୟାଟିଂ କରି ୨୧୬ ରନରେ ଅଲଆଉଟ୍‌ ହୋଇଯାଇଛି। ଭାରତୀୟ ବୋଲରଙ୍କ ଆକର୍ଷଣୀୟ ବୋଲିଂକୁ ସାମ୍ନା କରିନପାରି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ସହଜରେ ଆଉଟ୍‌ ହୋଇଯାଇଥିଲେ। ଭାରତର ଇଶାନ ପୋରେଲ, ଶିବା ସିଂ, କମଲେଶ […]

aus.jpg_1517632249_618x347

aus.jpg_1517632249_618x347

Ordigital Desk
  • Published: Saturday, 03 February 2018
  • Updated: 03 February 2018, 10:27 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ ବର୍ଷରୁ କମ୍‌ ବିଶ୍ୱକପ କ୍ରିକେଟ୍‌ ଟାଇଟଲ୍‌ ହାତେଇବା ପାଇଁ ଭାରତ ପାଖରେ ସୁଯୋଗ। ଭାରତ ଆଗରେ ରହିଛି ମାତ୍ର ୨୧୭ରନର ବିଜୟ ଲକ୍ଷ୍ୟ। ନ୍ୟୁଜିଲାଣ୍ଡର ମାଉଣ୍ଟ ମୌଙ୍ଗାନୁଇରେ ଖେଳାଯାଉଥିବା ଏହି ଫାଇନାଲ ମ୍ୟାଚରେ କଂଗାରୁ ଦଳ ଟସ୍  ଜିତି ପ୍ରଥମେ ବ୍ୟାଟିଂ କରି ୨୧୬ ରନରେ ଅଲଆଉଟ୍‌ ହୋଇଯାଇଛି। ଭାରତୀୟ ବୋଲରଙ୍କ ଆକର୍ଷଣୀୟ ବୋଲିଂକୁ ସାମ୍ନା କରିନପାରି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ସହଜରେ ଆଉଟ୍‌ ହୋଇଯାଇଥିଲେ। ଭାରତର ଇଶାନ ପୋରେଲ, ଶିବା ସିଂ, କମଲେଶ ନଗରକୋଟି ଓ ଅନୁକୁଲ ରୟଙ୍କୁ ଦୁଇଟି ଲେଖାଏଁ ୱିକେଟ୍‌ ମିଳିଥିବା ବେଳେ ଶିବମ ମାଭିଙ୍କୁ ଗୋଟିଏ ୱିକେଟ୍‌ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story