୩ ମାସିଆ ଟୁର୍‌ରେ ଟିମ୍ ଇଣ୍ଡିଆ, ଇଂଲଣ୍ଡ ପୂର୍ବରୁ ଆୟରଲାଣ୍ଡ ବିପକ୍ଷରେ ରହିଛି ୨ଟି ଟି-ଟ୍ୱେଣ୍ଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂଲଣ୍ଡ ଓ ଆୟରଲାଣ୍ଡ ଟୁର୍‌ରେ ଗଲା ଭାରତୀୟ କ୍ରିକେଟ ଟିମ୍। ଦିଲ୍ଲୀ ବିମାନ ବନ୍ଦରରୁ ଟିମର ସବୁ ସଦସ୍ୟ ଲଣ୍ଡନ ଅଭିମୁଖେ ଯାତ୍ରା କରିଛନ୍ତି। ଇଂଲଣ୍ଡ ବିପକ୍ଷ ସିରିଜ ଆରମ୍ଭ ହେବା ଆଗରୁ ଆୟରଲଣ୍ଡ ବିପକ୍ଷରେ ୨ଟି ଟି-ଟ୍ୱେଣ୍ଟି ଖେଳିବ ଟିମ୍ ଇଣ୍ଡିଆ। ଏହା ପରେ ଇଂଲଣ୍ଡ ବିପକ୍ଷରେ ୩ଟି ଟି-ଟ୍ୱେଣ୍ଟି, ୩ଟି ଓ୍ୱାନ୍ ଡେ ଖେଳିବ ଟିମ୍‌ ଇଣ୍ଡିଆ। ପରେ ଆରମ୍ଭ ହେବ ହାଇଭୋଲ୍‌ଟେଜ୍ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ। ଗତ […]

698142-team-india-cricket-main

698142-team-india-cricket-main

Rakesh Mallick
  • Published: Saturday, 23 June 2018
  • Updated: 23 June 2018, 07:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂଲଣ୍ଡ ଓ ଆୟରଲାଣ୍ଡ ଟୁର୍‌ରେ ଗଲା ଭାରତୀୟ କ୍ରିକେଟ ଟିମ୍। ଦିଲ୍ଲୀ ବିମାନ ବନ୍ଦରରୁ ଟିମର ସବୁ ସଦସ୍ୟ ଲଣ୍ଡନ ଅଭିମୁଖେ ଯାତ୍ରା କରିଛନ୍ତି। ଇଂଲଣ୍ଡ ବିପକ୍ଷ ସିରିଜ ଆରମ୍ଭ ହେବା ଆଗରୁ ଆୟରଲଣ୍ଡ ବିପକ୍ଷରେ ୨ଟି ଟି-ଟ୍ୱେଣ୍ଟି ଖେଳିବ ଟିମ୍ ଇଣ୍ଡିଆ। ଏହା ପରେ ଇଂଲଣ୍ଡ ବିପକ୍ଷରେ ୩ଟି ଟି-ଟ୍ୱେଣ୍ଟି, ୩ଟି ଓ୍ୱାନ୍ ଡେ ଖେଳିବ ଟିମ୍‌ ଇଣ୍ଡିଆ। ପରେ ଆରମ୍ଭ ହେବ ହାଇଭୋଲ୍‌ଟେଜ୍ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ। ଗତ ଟୁର୍‌ରେ ଭାରତର ପ୍ରଦର୍ଶନ ଭଲ ହୋଇ ନ ଥିଲେ ମଧ୍ୟ ଏହି ସିରିଜରେ ଉଭୟ ଟିମ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି। ପ୍ରାୟ ୩ ମାସ ଏହି ଗସ୍ତରେ ଟିମ୍ ଇଣ୍ଡିଆ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos