ମହାନତାର ଆଉ ଏକ ପରିଚୟ: ନିଜର ସମସ୍ତ ଦରମା ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ସଚିନ ତେନ୍ଦୁଲକର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଚିନଙ୍କ ମହାନତା, କ୍ରିକେଟ ଲିଜେଣ୍ଡ ସଚିନ ତେନ୍ଦୁଲକର ସାଂସଦ ଭାବେ ପାଇଥିବା ସମସ୍ତ ଦରମା ଓ ଭତ୍ତା ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଗତ ୬ବର୍ଷ ଭିତରେ ସାଂସଦ ସଚିନ ତେନ୍ଦୁଲକର ପାଖାପାଖି ୯୦ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ମାସିକ ଭତ୍ତା ନେଇଥିଲେ। ନିକଟରେ ରାଜ୍ୟସଭା ସାଂସଦ ସଚିନ ତେନ୍ଦୁଲକରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସଂସଦରେ ଅନୁପସ୍ଥିତି ନେଇ ତେନ୍ଦୁଲକର ସମାଲୋଚନାର ଶିକାର ହେଉଥିଲେ। ଯାହାର ଜବାବ ସଚିନ ଏକ ଆକର୍ଷଣୀୟ ଢଙ୍ଗରେ […]

sachin-5-1439819454-800

sachin-5-1439819454-800

Rakesh Mallick
  • Published: Sunday, 01 April 2018
  • Updated: 01 April 2018, 05:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଚିନଙ୍କ ମହାନତା, କ୍ରିକେଟ ଲିଜେଣ୍ଡ ସଚିନ ତେନ୍ଦୁଲକର ସାଂସଦ ଭାବେ ପାଇଥିବା ସମସ୍ତ ଦରମା ଓ ଭତ୍ତା ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଗତ ୬ବର୍ଷ ଭିତରେ ସାଂସଦ ସଚିନ ତେନ୍ଦୁଲକର ପାଖାପାଖି ୯୦ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ମାସିକ ଭତ୍ତା ନେଇଥିଲେ। ନିକଟରେ ରାଜ୍ୟସଭା ସାଂସଦ ସଚିନ ତେନ୍ଦୁଲକରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସଂସଦରେ ଅନୁପସ୍ଥିତି ନେଇ ତେନ୍ଦୁଲକର ସମାଲୋଚନାର ଶିକାର ହେଉଥିଲେ। ଯାହାର ଜବାବ ସଚିନ ଏକ ଆକର୍ଷଣୀୟ ଢଙ୍ଗରେ ସମସ୍ତଙ୍କୁ ଦେଇଛନ୍ତି। ତେନ୍ଦୁଲକରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସଚିନ୍ ଦେଶର ୧୮୫ଟି ପ୍ରକଳ୍ପ ପାଇଁ ସାଂସଦ ପାଣ୍ଠିରୁ ୭କୋଟି ୪୦ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି। ଏଥିସହ ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରର ଦୁଇଟି ଗାଁକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ ମଧ୍ୟ କରିଛନ୍ତି।ନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos