‘ଉପମହାଦେଶ ବାହାରେ ଟେଷ୍ଟ ମ୍ୟାଚ୍‌ ଜିତିଲାଭଳି ବ୍ୟାଟ୍ସମ୍ୟାନ ଭାରତ ପାଖରେ ଅଛନ୍ତି’

ନୂଆଦିଲ୍ଲୀ: ବିରାଟ୍‌ କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ କ୍ରିକେଟ୍‌ ଟିମ୍‌ ପାଖରେ ଉପମହାଦେଶ ବାହାରେ ଟେଷ୍ଟ ମ୍ୟାଜ ଜିତିଲା ଭଳି ଦ୍ରୁତ ବ୍ୟାଟ୍ସମ୍ୟାନ ଅଛନ୍ତି। ସେମାନେ ଯେକୌଣସି ପରିସ୍ଥିତିରେ ବିପକ୍ଷ ଟିମ୍‌ର ବୋଲରଙ୍କୁ ସାମ୍ନା କରିପାରିବେ ଏବଂ ସଫଳ ହେବେ ବୋଲି ପୂର୍ବତନ କ୍ରିକେଟିୟର ବୀରେନ୍ଦ୍ର ସେୱାଗ କହିଛନ୍ତି। ସେ କହିଛନ୍ତି,“ବିରାଟ୍‌ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ତା’ର ବିଜୟ ଅଭିଯାନ ଜାରି ରଖିଛି। ପୂର୍ବରୁ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡକୁ ୩-୦ରେ ପରାସ୍ତ କରିଥିଲା।  ଏବେ  […]

veeru

veeru

Rakesh Mallick
  • Published: Saturday, 03 December 2016
  • Updated: 04 December 2016, 07:10 AM IST

Sports

Latest News

ନୂଆଦିଲ୍ଲୀ: ବିରାଟ୍‌ କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ କ୍ରିକେଟ୍‌ ଟିମ୍‌ ପାଖରେ ଉପମହାଦେଶ ବାହାରେ ଟେଷ୍ଟ ମ୍ୟାଜ ଜିତିଲା ଭଳି ଦ୍ରୁତ ବ୍ୟାଟ୍ସମ୍ୟାନ ଅଛନ୍ତି। ସେମାନେ ଯେକୌଣସି ପରିସ୍ଥିତିରେ ବିପକ୍ଷ ଟିମ୍‌ର ବୋଲରଙ୍କୁ ସାମ୍ନା କରିପାରିବେ ଏବଂ ସଫଳ ହେବେ ବୋଲି ପୂର୍ବତନ କ୍ରିକେଟିୟର ବୀରେନ୍ଦ୍ର ସେୱାଗ କହିଛନ୍ତି।

ସେ କହିଛନ୍ତି,“ବିରାଟ୍‌ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ତା’ର ବିଜୟ ଅଭିଯାନ ଜାରି ରଖିଛି। ପୂର୍ବରୁ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡକୁ ୩-୦ରେ ପରାସ୍ତ କରିଥିଲା।  ଏବେ  ଇଂଲଣ୍ଡକୁ ୨-୦କୁ ପଛରେ ପକାଇ ତା’ର ବିଜୟ ଅଭିଯାନକୁ ବଜାର ରଖିଛି। ଏହି ଟିମ୍‌୨୦୦୦-୨୦୦୪ ମସିହାରେ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ଼ ଭାଙ୍ଗି ପାରିବ।”

“ସେ କହିଛନ୍ତି,ପ୍ପଭାରତୀୟ ଟିମ୍‌ର କ୍ୟାପ୍‌ଟେନ୍‌ଯେପରି ଦ୍ରୁତ ବ୍ୟାଟିଂ କରୁଛନ୍ତି ଠିକ୍‌ ସେମିତି ତାଙ୍କର ସାଥୀ ଖେଳାଳିମାନେ ବ୍ୟାଟିଂ କରୁଛନ୍ତି। ଏହା ନିଶ୍ଚିତ ଟିମ୍‌ର ମନୋବଳକୁ ସୁଦୃଢ଼ କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos