ବିନା ଫିସ୍‌ରେ ଖେଳନ୍ତି ଏହି କ୍ରିକେଟର୍

ବିଶ୍ୱରେ ୧୦୦ରୁ ଅଧିକ ଦେଶରେ କ୍ରିକେଟ୍‌ ଖେଳାଯାଇଥାଏ। ଖାଲି ଏହି ଖେଳ ନୁହେଁ ଏହାର ଖେଳାଳିମାନେ ମଧ୍ୟ ବେଶ ଲୋକପ୍ରିୟ। ବିଶେଷ କରି ଭାରତୀୟ କ୍ରିକେଟର୍‌ଙ୍କ କ୍ରେଜ୍‌ କାହିଁରେ କ’ଣ। ସବୁ ଦେଶରେ ଭାରତୀୟ କ୍ରିକେଟରଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଏହି ଖେଳାଳିମାନେ କେବଳ ଲୋକପ୍ରିୟତା ହାସଲ କରି ନଥାନ୍ତି ପ୍ରଚୁର ଅର୍ଥ ମଧ୍ୟ ରୋଜଗାର କରିଥାନ୍ତି। ଗୋଟିଏ ମ୍ୟାଚ୍‌ ଖେଳିବାକୁ ଏମାନେ କୋଟି କୋଟି ଟଙ୍କା ଫିସ୍‌ ନେଇଥାନ୍ତି। କିନ୍ତୁ ଆଜି ଆମେ ଏମିତି […]

Amla

Amla

Rakesh Mallick
  • Published: Wednesday, 07 March 2018
  • Updated: 07 March 2018, 08:48 AM IST

Sports

Latest News

ବିଶ୍ୱରେ ୧୦୦ରୁ ଅଧିକ ଦେଶରେ କ୍ରିକେଟ୍‌ ଖେଳାଯାଇଥାଏ। ଖାଲି ଏହି ଖେଳ ନୁହେଁ ଏହାର ଖେଳାଳିମାନେ ମଧ୍ୟ ବେଶ ଲୋକପ୍ରିୟ। ବିଶେଷ କରି ଭାରତୀୟ କ୍ରିକେଟର୍‌ଙ୍କ କ୍ରେଜ୍‌ କାହିଁରେ କ’ଣ। ସବୁ ଦେଶରେ ଭାରତୀୟ କ୍ରିକେଟରଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଏହି ଖେଳାଳିମାନେ କେବଳ ଲୋକପ୍ରିୟତା ହାସଲ କରି ନଥାନ୍ତି ପ୍ରଚୁର ଅର୍ଥ ମଧ୍ୟ ରୋଜଗାର କରିଥାନ୍ତି। ଗୋଟିଏ ମ୍ୟାଚ୍‌ ଖେଳିବାକୁ ଏମାନେ କୋଟି କୋଟି ଟଙ୍କା ଫିସ୍‌ ନେଇଥାନ୍ତି। କିନ୍ତୁ ଆଜି ଆମେ ଏମିତି  ଜଣେ କ୍ରିକେଟ୍ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ବିନା ଫିସ୍‌ରେ କ୍ରିକେଟ ଖେଳନ୍ତି।

ଏହି ଖେଳାଳି ଜଣଙ୍କ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟ୍‌ସମ୍ୟାନ୍‌ ହସିମ୍‌ ଆମଲା। ସେ ଏକମାତ୍ର ଖେଳାଳି ଯିଏ ବିନା ଫିସ୍‌ରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ଥାଆନ୍ତି। ଦକ୍ଷିଣ ଆଫ୍ରିକାର ଏହି ଖେଳାଳି ଜଣେ ଡାହାଣହାତୀ ଷ୍ଟାର୍‌ ବ୍ୟାଟ୍ସମ୍ୟାନ। ଟେଷ୍ଟ ମ୍ୟାଚ୍‌ରେ ସେ ତୃତୀୟ ସ୍ଥାନରେ ବ୍ୟାଟିଂ କରନ୍ତି। ଦକ୍ଷିଣ ଆଫ୍ରିକାର ଏହି ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଡାହାଣ ହତରେ ମଧ୍ୟମ ଗତିରେ ବୋଲିଂ ମଧ୍ୟ କରନ୍ତି। ହସିମ ଫିସ୍ ନ ନେଇ ଖେଳିବାର ଏକ ମହତ୍ୱ ଉଦ୍ଦେଶ୍ୟ ରହିଛି।

ଉଜ୍ଜ୍ୱଳ ପ୍ରଭାତ ରିପୋର୍ଟ ଅନୁସାରେ, ଦକ୍ଷିଣ ଆଫ୍ରିକାର ସମସ୍ତ ଖେଳାଳିଙ୍କର ୟୁନିଫର୍ମରେ (CASTLE) କମ୍ପାନୀର ଏକ ଲୋଗୋ ଲାଗିଥାଏ। ଆମଲାଙ୍କ ୟୁନିଫର୍ମରେ ଏହି ଲୋଗୋ ଲାଗି ନଥାଏ। କାଷ୍ଟେଲ୍‌ ଦକ୍ଷିଣ ଆଫ୍ରିକାର କ୍ରିକେଟ୍‌କୁ ସ୍ପନ୍‌ସର କରିଥାଏ। ଆମଲା ତାଙ୍କ ୟୁନିଫର୍ମରେ ଏହି ଲୋଗୋ ବ୍ୟବହାର କରୁ ନଥିବାରୁ ତାଙ୍କୁ ମ୍ୟାଚ୍‌ ପାଇଁ କୌଣସି ଫିସ୍‌ ମିଳେ ନାହିଁ। ଘଟଣା ହେଲା କାଷ୍ଟେଲ୍‌ ହେଉଛି ଏକ ମଦର ଲୋଗୋ। ହାସିମ ମଦର କୌଣସି ବ୍ୟବସାୟକୁ ପ୍ରସାର କି ପ୍ରଚାର କରନ୍ତି ନାହିଁ, କି ମଦର ପ୍ରଚାର କରି ଅର୍ଥ ରୋଜଗାର କରିବାକୁ ଚାହାଁନ୍ତି ନାହିଁ। ଏଥିପାଇଁ ସେ ଏହି ଲୋଗୋ ଥିବା ସାର୍ଟ ପିନ୍ଧନ୍ତି ନାହିଁ। ଯେଉଁ କାରଣରୁ ତାଙ୍କୁ ଫିସ୍‌ ଦିଆଯାଇ ନଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story