କାଲି ହାଇଭୋଲଟେଜ୍‌ ମ୍ୟାଚ୍‌: ସିରିଜ ହାତେଇବା ପାଇଁ ପଡ଼ିଆକୁ ଓହ୍ଲାଇବେ ଭାରତ ଓ ଅଷ୍ଟ୍ରେଲିଆ

India-Australia-Cricket-Match

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ସିରିଜ ଏବେ ୧-୧ରେ ବରାବର ସ୍ଥିତିରେ ରହିଛି। ତେଣୁ କାଲିର ମ୍ୟାଚ ଉଭୟ ଟିମ୍ ପାଇଁ କର ବା ମର ସଦୃଶ। ଯେଉଁ ଟିମ୍ ମ୍ୟାଚ ଜିତିବ, ସେହି ଟିମ୍ ହାତେଇବ ସିରିଜ। ପ୍ରଥମ ଟି-୨୦କୁ ଟିମ୍ ଇଣ୍ଡିଆ ୯ ୱିକେଟ୍‌ରେ ଜିତିଥିବା ବେଳେ ଦ୍ୱିତୀୟ ଟି-୨୦କୁ ଅଷ୍ଟ୍ରେଲିଆ ୮ ୱିକେଟ୍‌ରେ ଜିତିନେଇଥିଲା।

Previous ArticleNext Article

Send this to a friend