ବୋଲିଂରେ ମଧ୍ୟ ତେନ୍ଦୁଲକର ଆଗରେ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟପ୍‌-10 ବୋଲର୍‌ଙ୍କ ଲିଷ୍ଟରେ ଅଛନ୍ତି ସଚିନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୬ ଟିକିଆ ଦିନିକିଆ ସିରିଜ ଆରମ୍ଭ ହୋଇସାରିଛି। ଏହି ସିରିଜର ପ୍ରଥମ ମ୍ୟାଚ୍‌ ଭାରତ ସପକ୍ଷରେ ରହିଛି। ୬ ୱିକେଟ୍‌ରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇଛି ବିରାଟ ବାହିନୀ। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏପର୍ଯ୍ୟନ୍ତ ୧୧ଟି ଦ୍ୱିପାକ୍ଷିକ ଦିନିକିଆ ସିରିଜ ଖେଳାଯାଇଛି। ଯେଉଁଥିରେ ଉଭୟ ଟିମ୍‌ ୫ଟି ଲେଖାଏଁ ସିରିଜ ଜିତିଥିବା ବେଳେ ଗୋଟିଏ ସିରିଜ ଡ୍ର ରହିଥିଲା। […]

sah

sah

Ordigital Desk
  • Published: Friday, 02 February 2018
  • Updated: 02 February 2018, 12:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୬ ଟିକିଆ ଦିନିକିଆ ସିରିଜ ଆରମ୍ଭ ହୋଇସାରିଛି। ଏହି ସିରିଜର ପ୍ରଥମ ମ୍ୟାଚ୍‌ ଭାରତ ସପକ୍ଷରେ ରହିଛି। ୬ ୱିକେଟ୍‌ରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇଛି ବିରାଟ ବାହିନୀ। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏପର୍ଯ୍ୟନ୍ତ ୧୧ଟି ଦ୍ୱିପାକ୍ଷିକ ଦିନିକିଆ ସିରିଜ ଖେଳାଯାଇଛି। ଯେଉଁଥିରେ ଉଭୟ ଟିମ୍‌ ୫ଟି ଲେଖାଏଁ ସିରିଜ ଜିତିଥିବା ବେଳେ ଗୋଟିଏ ସିରିଜ ଡ୍ର ରହିଥିଲା। ଦକ୍ଷିଣ ଆଫ୍ରିକା ଟିମ୍‌ ବିପକ୍ଷରେ ସବୁଠୁ ଅଧିକ ୱିକେଟ୍ ନେଇଥିବା ଟପ୍‌ ୧୦ଜଣ ବୋଲରଙ୍କ କଥା ଉଠିଲେ ସଚିନ ତେନ୍ଦୁଲକରଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସେ।

ଏହି ଲିଷ୍ଟରେ ସବୁଠୁ ଆଗରେ ଅଛନ୍ତି କୁମ୍ବଲେ। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୦ଟି ମ୍ୟାଚ୍‌ ଖେଳିଥିବା ବେଳେ ୪୬ଟି ୱିକେଟ୍‌ ହାସଲ କରିଛନ୍ତି। ଦ୍ୱିତୀୟ ସ୍ଥାନରେ ହରଭଜନ ରହିଛନ୍ତି। ଭଜି ୩୧ଟି ମ୍ୟାଚ୍‌ ଖେଳି ୨୪ଟି ୱିକେଟ୍‌ ନେଇଛନ୍ତି। ତୃତୀୟରେ ଅଛନ୍ତି ଶ୍ରୀନାଥ, ସେ ୩୩ଟି ମ୍ୟାଚ୍‌ ଖେଳି ୨୮ଟି ୱିକେଟ୍‌ ନେଇଛନ୍ତି। ୪ର୍ଥରେ ଅଛନ୍ତି ଭେଙ୍କଟେଶ ପ୍ରସାଦ, ସେ ୨୦ ମ୍ୟାଚରୁ ୨୫ଟି ୱିକେଟ୍‌ ହାସଲ କରିଛନ୍ତି। ୫ମରେ ଅଛନ୍ତି ଜାହିର ଖାନ, ସେ ୧୭ଟି ମ୍ୟାଚ୍‌ରୁ ୨୨ଟି ୱିକେଟ୍‌ ନେଇଛନ୍ତି। ଷଷ୍ଠ ସ୍ଥାନରେ ଅଛନ୍ତି ସୁନୀଲ ଯୋଶୀ, ସେ ୧୪ ମ୍ୟାଚ୍‌ରୁ ୨୦ ୱିକେଟ୍‌ ନେଇଛନ୍ତି। ୭ମରେ ଅଛନ୍ତି ଅଗରକର, ସେ ୨୩ଟି ମ୍ୟାଚ୍‌ରୁ ୧୮ଟି ୱିକେଟ୍‌ ନେଇଛନ୍ତି। ୮ମରେ ଅଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ସେ ୫୭ଟି ମ୍ୟାଚ୍‌ ଖେଳି ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୭ଟି ୱିକେଟ୍‌ ନେଇଛନ୍ତି। ନବମରେ ଅଛନ୍ତି ମୁନାଫ ପଟେଲ, ସେ ୭ଟି ମ୍ୟାଚରୁ ୧୫ଟି ୱିକେଟ୍‌ ନେଇଛନ୍ତି। ୧୦ମ ସ୍ଥାନରେ ଅଛନ୍ତି ଭେଙ୍କଟପତି ରାଜୁ। ସେ ୧୦ଟି ମ୍ୟାଚ୍‌ରୁ ୧୪ଟି ୱିକେଟ୍‌ ନେଇଛନ୍ତି।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story