କୀର୍ତ୍ତିମାନ ରଚିଲେ ପୃଥ୍ୱୀ: ବନିଗଲେ ବିଶ୍ୱର ସର୍ବ କନିଷ୍ଠ ଚାମ୍ପିଅନ୍‌ ଅଧିନାୟକ

ନୂଆଦିଲ୍ଲୀ: U-19ରେ ଟିମ୍‌ ଇଣ୍ଡିଆ ଆଜି ଅଷ୍ଟ୍ରେଲିଆକୁ ପରାସ୍ତ କରି ଚାମ୍ପିଅନ୍‌ ହୋଇଛି। ଏଥରକୁ ମିଶାଇ ଭାରତ ସର୍ବାଧିକ ଚତୁର୍ଥ ଥର ପାଇଁ ଅଷ୍ଟ୍ରେଲିଆକୁ ହରାଇ ଏହି ବିରଳ କୀର୍ତ୍ତିମାନ ରଚିଛି। ଏଥିସହ U-19 ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିକାୟକ ପୃଥ୍ୱୀ ଶ ସବୁଠାରୁ କମ୍‌ ବୟସର ଅଧିନାୟକ ବନି ଯାଇଛନ୍ତି। ସେ ଅଷ୍ଟ୍ରେଲିଆନ୍‌ କ୍ରିକେଟର ମିସେଲ୍‌ ମାର୍ଶଙ୍କ ରେକର୍ଡ ଭାଙ୍ଗିଛନ୍ତି। ବର୍ତ୍ତମାନ ପୃଥ୍ୱୀଙ୍କ ବୟସ ୧୮ ବର୍ଷ ୮୬ ଦିନ ରହିଛି। ୨୦୧୦ ମସିହାରେ ମିସେଲ୍‌ […]

pritive saha

pritive saha

Rakesh Mallick
  • Published: Saturday, 03 February 2018
  • Updated: 03 February 2018, 05:45 PM IST

ନୂଆଦିଲ୍ଲୀ: U-19ରେ ଟିମ୍‌ ଇଣ୍ଡିଆ ଆଜି ଅଷ୍ଟ୍ରେଲିଆକୁ ପରାସ୍ତ କରି ଚାମ୍ପିଅନ୍‌ ହୋଇଛି। ଏଥରକୁ ମିଶାଇ ଭାରତ ସର୍ବାଧିକ ଚତୁର୍ଥ ଥର ପାଇଁ ଅଷ୍ଟ୍ରେଲିଆକୁ ହରାଇ ଏହି ବିରଳ କୀର୍ତ୍ତିମାନ ରଚିଛି। ଏଥିସହ U-19 ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିକାୟକ ପୃଥ୍ୱୀ ଶ ସବୁଠାରୁ କମ୍‌ ବୟସର ଅଧିନାୟକ ବନି ଯାଇଛନ୍ତି। ସେ ଅଷ୍ଟ୍ରେଲିଆନ୍‌ କ୍ରିକେଟର ମିସେଲ୍‌ ମାର୍ଶଙ୍କ ରେକର୍ଡ ଭାଙ୍ଗିଛନ୍ତି। ବର୍ତ୍ତମାନ ପୃଥ୍ୱୀଙ୍କ ବୟସ ୧୮ ବର୍ଷ ୮୬ ଦିନ ରହିଛି।

୨୦୧୦ ମସିହାରେ ମିସେଲ୍‌ ମାର୍ଶଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ U-19 ରେ ଚାମ୍ପିଅନ୍‌ ହୋଇଥିଲା। ସେହି ସମୟରେ ତାଙ୍କର ବୟସ ୧୮ ବର୍ଷ ୧୦୨ ଦିନ ଥିଲା। U-19 ବିଶ୍ୱକପ୍‌ରେ ପୃଥ୍ୱୀ ଶ’ଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ କୌଣସି ମ୍ୟାନ ହାରି ନଥିଲା। ସେମି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଓ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଦଳକୁ ହରାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story