ବିରାଟଙ୍କ କ୍ୟାପ୍ଟେନ୍ସିକୁ ବର୍ଷେ, ୭୩ ପ୍ରତିଶତ ସହ ପ୍ରଥମ ସ୍ଥାନ ଅଧିକାର କଲେ

nଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଷ ୨୦୧୭ର ପ୍ରଥମରୁ ଧୋନୀ ଟିମ୍‌ ଇଣ୍ଡିଆର ଅଧିନାୟକତ୍ୱ ଛାଡ଼ିଥିଲେ ଏବଂ ବିରାଟ କୋହଲିଙ୍କୁ ଫୁଲ୍‌ ଟାଇମ୍‌ ଅଧିନାୟକତ୍ୱ ଭାର ଦିଆଯାଇଥିଲା। ବିରାଟ ଏହା ପୂର୍ବରୁ କେବଳ ଟେଷ୍ଟରେ ଅଧିନାୟକତ୍ୱ କରୁଥିଲେ। ବିରାଟ ଯେତେବେଳେ ଦିନିକିଆ ଓ ଟି-ଟ୍ୱେଣ୍ଟିରେ ଅଧିନାୟକ ବନିଥିଲେ ସେତେବେଳେ ତାଙ୍କ ସାମ୍ନାରେ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। କାରଣ ଅଧିନାୟକ ଘୋଷଣା ହେବା ପରେ ଟିମ୍ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳିଥିଲା। ବିରାଟ ବାହିନୀ ଏହି ସିରଜକୁ ୨-୧ରେ […]

virat

virat

Ordigital Desk
  • Published: Thursday, 04 January 2018
  • Updated: 04 January 2018, 09:48 AM IST

Sports

Latest News

nଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଷ ୨୦୧୭ର ପ୍ରଥମରୁ ଧୋନୀ ଟିମ୍‌ ଇଣ୍ଡିଆର ଅଧିନାୟକତ୍ୱ ଛାଡ଼ିଥିଲେ ଏବଂ ବିରାଟ କୋହଲିଙ୍କୁ ଫୁଲ୍‌ ଟାଇମ୍‌ ଅଧିନାୟକତ୍ୱ ଭାର ଦିଆଯାଇଥିଲା। ବିରାଟ ଏହା ପୂର୍ବରୁ କେବଳ ଟେଷ୍ଟରେ ଅଧିନାୟକତ୍ୱ କରୁଥିଲେ। ବିରାଟ ଯେତେବେଳେ ଦିନିକିଆ ଓ ଟି-ଟ୍ୱେଣ୍ଟିରେ ଅଧିନାୟକ ବନିଥିଲେ ସେତେବେଳେ ତାଙ୍କ ସାମ୍ନାରେ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। କାରଣ ଅଧିନାୟକ ଘୋଷଣା ହେବା ପରେ ଟିମ୍ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳିଥିଲା। ବିରାଟ ବାହିନୀ ଏହି ସିରଜକୁ ୨-୧ରେ ଜିତି କୋହଲି ତାଙ୍କ ଯାତ୍ରା ଆରମ୍ଭ କରିଥିଲେ।

ବିରାଟ ୨୦୧୭ରେ ୨୬ଟି ଦିନିକିଆରେ ଅଧିନାୟକତ୍ୱ କରିଛନ୍ତି। ଯେଉଁଥିରେ ଟିମ୍‌ ଇଣ୍ଡିଆ ୧୯ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି। ମାତ୍ର ୬ଟି ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଗୋଟିଏ ମ୍ୟାଚ୍‌ରେ କୌଣସି ରେଜଲ୍ଟ ବାହାରି ନଥିଲା।

ବିରାଟଙ୍କ ଅଧିନାୟକତ୍ୱରେ ୨୦୧୭ରେ ଟିମ୍‌ ଆଇସିସି ଚାମ୍ପିୟନ୍ସ୍‌ ଟ୍ରଫି ଫାଇନାଲରେ ପହଞ୍ଚିଥିଲା। ଫାଇନାଲ୍‌ରେ କିନ୍ତୁ ପାକିସ୍ତାନ ଠାରୁ ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ। ବିରାଟଙ୍କ ଅଧିନାୟକତ୍ୱରେ ୨୦୧୭ରେ  ଇଣ୍ଡିଆ ୭୩ ପ୍ରତିଶତ ମ୍ୟାଚ୍‌ ଜିତିଛି। ଧୋନୀଙ୍କ କିମ୍ବା ଗାଙ୍ଗୁଲି ତାଙ୍କ ଅଧିନାୟକତ୍ୱର ଗୋଟିଏ ବର୍ଷରେ ୭୩ ପ୍ରତିଶତ ମ୍ୟାଚ୍‌ କେବେ ଜିତି ନାହାଁନ୍ତି।

https://youtu.be/lc74medl3mY?t=5

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story