ଖୁବଶୀଘ୍ର ପଣ୍ଟିଂଙ୍କ ରେକର୍ଡ଼ ଭାଙ୍ଗିବାକୁ ଯାଉଛନ୍ତି କୋହଲି: ଶ୍ରୀଲଙ୍କା ସିରିଜ୍‌ରେ ହୋଇପାରେ ସମ୍ଭବ

ମୁମ୍ବାଇ (ଓଡ଼ିଶା ରିପୋର୍ଟର):ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବେ ଫୁଲ୍ ଫର୍ମରେ। ଟେଷ୍ଟ ମ୍ୟଚ ହେଉ କି ଦିନିକିଆ କିମ୍ବା ଟୋଣ୍ଟି ଟୋଣ୍ଟି, ସବୁଥିରେ କୋହଲିଙ୍କ ପ୍ରଦର୍ଶନ ବେଶ୍ ଭଲ। କେବଳ ଯ଼େ ବ୍ୟକ୍ତିଗତ ପ୍ରଦର୍ଶନ ନୁହେଁ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ସବୁ ଫର୍ମାଟରେ ଉନ୍ନତମାନର ପ୍ରଦର୍ଶନ କରିଆସୁଛି। ନିକଟରେ ଶେଷ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଇଣ୍ଡିଆ ୩ ଟି ମ୍ୟାଚରୁ ୩ଟିରେ ଜିତି କ୍ଲିନ୍ ସୁଇପ୍ କରିବାରେ ସକ୍ଷମ ହୋଇଥିଲା। […]

virat-kohli

virat-kohli

Rakesh Mallick
  • Published: Saturday, 19 August 2017
  • Updated: 19 August 2017, 04:57 PM IST

Sports

Latest News

ମୁମ୍ବାଇ (ଓଡ଼ିଶା ରିପୋର୍ଟର):ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବେ ଫୁଲ୍ ଫର୍ମରେ। ଟେଷ୍ଟ ମ୍ୟଚ ହେଉ କି ଦିନିକିଆ କିମ୍ବା ଟୋଣ୍ଟି ଟୋଣ୍ଟି, ସବୁଥିରେ କୋହଲିଙ୍କ ପ୍ରଦର୍ଶନ ବେଶ୍ ଭଲ। କେବଳ ଯ଼େ ବ୍ୟକ୍ତିଗତ ପ୍ରଦର୍ଶନ ନୁହେଁ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ସବୁ ଫର୍ମାଟରେ ଉନ୍ନତମାନର ପ୍ରଦର୍ଶନ କରିଆସୁଛି। ନିକଟରେ ଶେଷ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଇଣ୍ଡିଆ ୩ ଟି ମ୍ୟାଚରୁ ୩ଟିରେ ଜିତି କ୍ଲିନ୍ ସୁଇପ୍ କରିବାରେ ସକ୍ଷମ ହୋଇଥିଲା।

ବ୍ୟକ୍ତିଗତ ଭାବେ କୋହଲିଙ୍କ ପ୍ରଦର୍ଶନ ବେଶ୍ ଭଲ ଅଛି। ଦିନିକିଆରେ କୋହଲି ୧୮୯ ଟି ମ୍ୟଚ୍ ଖେଳି ୨୮ ଟି ଶତକ ହାସଲ କରିସାରିଲେଣି। ବିଶ୍ୱର ସର୍ବାଧିକ ଶତକ ସଚିନ ତେନ୍ଦୁଲକର ମାରିଛନ୍ତି। ସେ ଦିନିକିଆରେ ୪୯ ଟି ଶତକ ହାସଲ କରିଛନ୍ତି। ତାଙ୍କ ପଛକୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ୩୦ ଟି ଶତକ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଶ୍ରୀଲଙ୍କାର ପୂର୍ବତନ ଖେଳାଳି ସନତ ଜୟସୁରିଆ ଓ କୋହଲି ୨୮ ଟି ଲେଖାଏଁ ଶତକ ମାରି ତୃତୀୟ ସ୍ଥାନରେ ରହିଛନ୍ତି। କୋହଲିଙ୍କ ପାଖରେ ଏବେ ସୁଯ଼ୋଗ ରହିଛି ଯ଼େ ସେ ପଣ୍ଟିଂଙ୍କ ରେକର୍ଡ ସହଜରେ ଭାଙ୍ଗିପାରିବେ। କାରଣ ୨୦ ତାରିଖ ଠାରୁ ଶ୍ରୀଲଙ୍କା ବିପକ୍ଷରେ ଭାରତ ୫ଟି ଦିନିକିଆ ଖେଳିବାକୁ ଯ଼ାଉଥିବା ବେଳେ ସେପ୍ଟେମ୍ବର ମାସରୁ ମଧ୍ୟ ଅଷ୍ଟ୍ରେଲିଆ ସହ ଭାରତ ୫ଟି ଦିନିକିଆ ଖେଳିବାକୁ ଯାଉଛି। ପଣ୍ଟିଂଙ୍କ ରେକର୍ଡ ଭାଙ୍ଗିବାକୁ ହେଲେ କୋହଲିଙ୍କୁ ଆଉ ମାତ୍ର ୩ଟି ଶତକ ମାରିବାକୁ ହେବ। ଏହି ଦୁଇଟି ସିରିଜ ମଧ୍ୟରେ କୋହଲି ପଣ୍ଟିଂଙ୍କ ରେକର୍ଡ ଭାଙ୍ଗିବେ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story