ଏ ଭିଡିଓ ଦେଖିଲେ ପାକିସ୍ତାନୀ କ୍ରିକେଟର ଆଫ୍ରିଦିଙ୍କ ପ୍ରତି ବଢ଼ିଯିବ ଆପଣଙ୍କ ସମ୍ମାନ

ନୂଆଦିଲ୍ଲୀ: ସାହିଦ ଆଫ୍ରିଦିଙ୍କର ବହୁତ ଫ୍ୟାନ୍ ଅଛନ୍ତି। କେବଳ ପାକିସ୍ତାନ ନୁହେଁ ସାରା ବିଶ୍ୱରେ ଅଛନ୍ତି ତାଙ୍କର ଫ୍ୟାନ୍‌। ଭାରତରେ ବି ତାଙ୍କର କିଛି କମ୍ ଫ୍ୟାନ୍ ନାହାଁନ୍ତି। ସାହିଦ ଭାରତକୁ ଓ ଏହାର କ୍ରିକେଟ ଖେଳାଳିଙ୍କୁ ଭଲ ପାଆନ୍ତି। ସେ ତାଙ୍କର ଏ ଭଲ ପାଇବାକୁ ଅନେକ ଥର ବିଭିନ୍ନ ଢଙ୍ଗରେ ଜାହିର କରିଛନ୍ତି। ତେବେ ଏକ ଭିଡିଓ ଦେଖିଲେ ତାଙ୍କ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ଭଲ ପାଇବା ଓ ସମ୍ମାନ ନିଶ୍ଚିତ ଭାବେ ୧୦୦ […]

afridi

afridi

Rakesh Mallick
  • Published: Saturday, 10 February 2018
  • Updated: 10 February 2018, 08:47 PM IST

ନୂଆଦିଲ୍ଲୀ: ସାହିଦ ଆଫ୍ରିଦିଙ୍କର ବହୁତ ଫ୍ୟାନ୍ ଅଛନ୍ତି। କେବଳ ପାକିସ୍ତାନ ନୁହେଁ ସାରା ବିଶ୍ୱରେ ଅଛନ୍ତି ତାଙ୍କର ଫ୍ୟାନ୍‌। ଭାରତରେ ବି ତାଙ୍କର କିଛି କମ୍ ଫ୍ୟାନ୍ ନାହାଁନ୍ତି। ସାହିଦ ଭାରତକୁ ଓ ଏହାର କ୍ରିକେଟ ଖେଳାଳିଙ୍କୁ ଭଲ ପାଆନ୍ତି। ସେ ତାଙ୍କର ଏ ଭଲ ପାଇବାକୁ ଅନେକ ଥର ବିଭିନ୍ନ ଢଙ୍ଗରେ ଜାହିର କରିଛନ୍ତି। ତେବେ ଏକ ଭିଡିଓ ଦେଖିଲେ ତାଙ୍କ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ଭଲ ପାଇବା ଓ ସମ୍ମାନ ନିଶ୍ଚିତ ଭାବେ ୧୦୦ ଗୁଣା ବଢ଼ିଯିବ।

ନିକଟରେ ସାହିଦ ଆଫ୍ରିଦିଙ୍କ ଟିମ୍ ଓ ବୀରେନ୍ଦ୍ର ସେହୱାଗଙ୍କ ଟିମ୍ ମଧ୍ୟରେ ସ୍ୱିଜରଲାଣ୍ଡରେ ଏକ ଆଇସ୍ (ବରଫ) କ୍ରିକେଟ୍ ମ୍ୟାଚ୍ ହୋଇଥିଲା। ମ୍ୟାଚ୍‌ଟି ଖୁବ୍ ମଜାଦାର ହୋଇଥିଲା। ମ୍ୟାଚ୍ ପରେ ସମସ୍ତେ ଆଫ୍ରିଦିଙ୍କ ସହ ସେଲ୍‌ଫି ନେବାକୁ ଚାହିଁଥିଲେ। ସେ ବି କାହାକୁ ମନା କରୁ ନଥିଲେ। ଜଣଙ୍କ ପରେ ଜଣେ ସମସ୍ତଙ୍କ ସହ ସେଲ୍‌ଫି ଦେଉଥିଲେ। ତା’ସହିତ ସମସ୍ତଙ୍କୁ ଅଟୋଗ୍ରାଫ୍ ବି ଦେଉଥିଲେ। ସେଠାରେ ଉପସ୍ଥିତ ଜଣେ ଭାରତୀୟ ଯୁବତୀ ମଧ୍ୟ ତାଙ୍କ ସହିତ ସେଲ୍‌ଫି ନେବାକୁ ଚାହିଁଥିଲେ। ତାଙ୍କ ହାତରେ ଥିଲା ଭାରତର ଜାତୀୟ ପତାକା। ତେବେ ସେଲ୍‌ଫି ନେବା ବେଳେ ସେ ଜାତୀୟ ପତାକାକୁ ଠିକ୍ ଭାବେ ଧରି ନଥିଲେ। ଆଫ୍ରିଦି ଏହା ଦେଖିପାରିଥିଲେ ଓ ଜାତୀୟ ପତାକା ଆଡ଼କୁ ଇଙ୍ଗିତ କରି ତାହାକୁ ଭଲ ଭାବେ ଖୋଲି ଧରିବା ପାଇଁ ଯୁବତୀ ଜଣଙ୍କୁ କହିଥିଲେ। ଯୁବତୀ ଜଣଙ୍କ ତାଙ୍କ କଥା ମାନି ଥିଲେ ଓ ଜାତୀୟ ପତାକାକୁ ଦୁଇ ହାତରେ ଭଲ ଭାବେ ଧରିଥିଲେ। ତା’ପରେ ଆଫ୍ରିଦି ତାଙ୍କ ସହିତ ସେଲ୍‌ଫି ନେଇଥିଲେ।

ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସଂପର୍କ ବିଷୟରେ ତ ସମସ୍ତେ ଜାଣିଛନ୍ତି। ସେଥିପାଇଁ ଉକ୍ତ ଯୁବତୀ ଜଣଙ୍କ ଭାବିଥିବେ ଯେ ଜାତୀୟ ପତାକାକୁ ଖୋଲି ଧରିଲେ ହୁଏତ ଆଫ୍ରିଦି ତାଙ୍କ ସହିତ ସେଲ୍‌ଫି ନେବେ ନାହିଁ। କିନ୍ତୁ ଆଫ୍ରିଦିଙ୍କ ଚିନ୍ତାଧାରା ପୂରା ଓଲଟା। ସେ ତାଙ୍କର ବଡ଼ ହୃଦୟ  ଦେଖାଇଥିଲେ। ସେ ବେଶ୍ ସହଜରେ ଏହି ସ୍ଥିତିକୁ ଏଡ଼ାଇ ଯାଇପାରି ଥାଆନ୍ତେ। ସେହି ଯୁବତୀଙ୍କ ସହିତ ସେଲ୍‌ଫି ନେଇ ନଥାନ୍ତେ ଅବା ନେଇଥିଲେ ଜାତୀୟ ପତାକାକୁ ସିଧା କରି ଧରିବାକୁ କହି ନଥାଆନ୍ତେ। କିନ୍ତୁ ସେ ସେମିତି କରି ନଥିଲେ। ଭାରତର ଜାତୀୟ ପତାକାକୁ ସମ୍ମାନ ଦେଖାଇଥିଲେ। ଆଉ ଏହାକୁ ପ୍ରତି ଭାରତୀୟ ପସନ୍ଦ କରିଛନ୍ତି।

https://www.youtube.com/watch?v=gtjgUHqnjgs

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story