ସୋନି-ଷ୍ଟାର୍‌ରେ ଦେଖିବାକୁ ମିଳିବନି ନିଦହାସ ଟ୍ରଫି: ଜାଣନ୍ତୁ କେଉଁ ଚ୍ୟାନେଲ୍‌ ଓ କେତେବେଳେ ଦେଖିବେ ମ୍ୟାଚ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଶ୍ରୀଲଙ୍କାରେ ଆରମ୍ଭ ହେବାକୁ ଯାଉଛି ନିଦହାସ ଟି-ଟ୍ୱେଣ୍ଟି ଟୁର୍ଣ୍ଣମେଣ୍ଟ। ଆଜି ପ୍ରେମଦାସା ଷ୍ଚାଡିୟମରେ ଆୟୋଜକ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ତୃତୀୟ ଦଳ ଭାବେ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛି ବାଂଲାଦେଶ।  ଏହି ଗସ୍ତରେ ଭାରତୀୟ ଟିମ୍‌ ବିଭିନ୍ନ ରେକର୍ଡର ଅଧିକାରୀ ହେବାକୁ ଯାଉଛି। ଦୀର୍ଘ ୧୨ ବର୍ଷ ପରେ ପ୍ରଥମ ଥର ଭାରତ ଟି-ଟ୍ୱେଣ୍ଟିରେ କୌଣସି ଟ୍ରାଇ ସିରିଜ ଖେଳିବାକୁ ଯାଉଛି। ଭାରତ ପ୍ରଥମ ଥର ପାଇଁ ଟି-ଟ୍ୱେଣ୍ଟି […]

India-nidahas-trophy-2018-644x362

India-nidahas-trophy-2018-644x362

Ordigital Desk
  • Published: Tuesday, 06 March 2018
  • Updated: 06 March 2018, 12:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଶ୍ରୀଲଙ୍କାରେ ଆରମ୍ଭ ହେବାକୁ ଯାଉଛି ନିଦହାସ ଟି-ଟ୍ୱେଣ୍ଟି ଟୁର୍ଣ୍ଣମେଣ୍ଟ। ଆଜି ପ୍ରେମଦାସା ଷ୍ଚାଡିୟମରେ ଆୟୋଜକ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ତୃତୀୟ ଦଳ ଭାବେ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛି ବାଂଲାଦେଶ।  ଏହି ଗସ୍ତରେ ଭାରତୀୟ ଟିମ୍‌ ବିଭିନ୍ନ ରେକର୍ଡର ଅଧିକାରୀ ହେବାକୁ ଯାଉଛି। ଦୀର୍ଘ ୧୨ ବର୍ଷ ପରେ ପ୍ରଥମ ଥର ଭାରତ ଟି-ଟ୍ୱେଣ୍ଟିରେ କୌଣସି ଟ୍ରାଇ ସିରିଜ ଖେଳିବାକୁ ଯାଉଛି। ଭାରତ ପ୍ରଥମ ଥର ପାଇଁ ଟି-ଟ୍ୱେଣ୍ଟି ମ୍ୟାଚ୍‌ ୨୦୦୬ରେ ଦକ୍ଷିଣ ଆଫ୍ରିକରେ ଖେଳିଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଭାରତ କେବେ ବି ଟି-ଟ୍ୱେଣ୍ଟି ଟ୍ରାଇ ସିରିଜ ଖେଳିନାହିଁ।

ଅନ୍ୟପଟେ ଶ୍ରୀଲଙ୍କାରେ ଅନୁଷ୍ଠିତ ଏହି ନିଦହାସ ଟ୍ରଫିକୁ ଦର୍ଶକ ମାନେ କେଉଁ ଚ୍ୟାନେଲ ମାଧ୍ୟମରେ ଟିଭିରେ ଦେଖି ପାରିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛନ୍ତି। କାରଣ କ୍ରିକେଟ୍‌ ପ୍ରେମୀ ଦର୍ଶକ ଜାଣିଥିବ ଯେ ଏହି ପ୍ରତିଯୋଗିତା ସୋନି କିମ୍ବା ଷ୍ଟାର୍‌ରେ ଦେଖିବାକୁ ମିଳିବ।  କିନ୍ତୁ ପ୍ରକୃତ କଥା ହେଲା ଏହା ଯେ, ଏହି ପ୍ରତିଯୋଗିତା ସୋନି କିମ୍ବା ଷ୍ଟାର୍‌ରେ ଦେଖିବାକୁ ମିଳିବନି। ଏହି ପ୍ରତିଯୋଗିତାର ସିଧାପ୍ରସାରଣ ଡି-ସ୍ପୋର୍ଟ୍‌ ଓ ରିସ୍ତେ ସିନେପ୍ଲେକ୍ସ୍‌ ଚ୍ୟାନେଲ୍‌ରେ ଦେଖିବାକୁ ମିଳିବ। ଏହାସହ ଜିଓ ଟିଭିରେ ମଧ୍ୟ ମ୍ୟାଚ୍‌ର ମଜା କ୍ରୀଡ଼ା ପ୍ରେମୀ ଦର୍ଶକ ଉଠାଇପାରିବେ। ଏହି ମ୍ୟାଚ୍‌ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story