ଜଣେ ଡାଲି ଚାଉଳ ଦୋକାନୀକୁ ପ୍ରଥମେ ବିବାହ କରିଥିଲେ ହସିନ୍‌: ଜାଣନ୍ତୁ ତାଙ୍କର ପ୍ରଥମ ସ୍ୱାମୀ ଓ ୨ଟି ପିଲାଙ୍କ ବିଷୟରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟର୍ ମହମ୍ମଦ ସାମି ଓ ତାଙ୍କ ପତ୍ନୀ ‘ହସିନ୍‌ ଜହାନ’ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ହସିନ୍‌ ମହମ୍ମଦ ସାମିଙ୍କ ଉପରେ ଅନେକ ପ୍ରକାର ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି। ଯାହା ଫଳରେ ସାମିଙ୍କ କ୍ରିକେଟ୍‌ କ୍ୟାରିୟର ଏବେ ଅନିଶ୍ଚିତତା ଭିତରେ ଗତି କରୁଛି। ଏଭଳି ପରିସ୍ଥିତିରେ ସାମି ମୁଁହ ଖୋଲିଛନ୍ତି। ସାମି କହିଛନ୍ତି ଯେ ହସିନ ଜହାନ ପୂର୍ବରୁ ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି। ଏକଥା […]

download

download

Ordigital Desk
  • Published: Thursday, 15 March 2018
  • Updated: 15 March 2018, 12:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟର୍ ମହମ୍ମଦ ସାମି ଓ ତାଙ୍କ ପତ୍ନୀ ‘ହସିନ୍‌ ଜହାନ’ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ହସିନ୍‌ ମହମ୍ମଦ ସାମିଙ୍କ ଉପରେ ଅନେକ ପ୍ରକାର ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି। ଯାହା ଫଳରେ ସାମିଙ୍କ କ୍ରିକେଟ୍‌ କ୍ୟାରିୟର ଏବେ ଅନିଶ୍ଚିତତା ଭିତରେ ଗତି କରୁଛି। ଏଭଳି ପରିସ୍ଥିତିରେ ସାମି ମୁଁହ ଖୋଲିଛନ୍ତି। ସାମି କହିଛନ୍ତି ଯେ ହସିନ ଜହାନ ପୂର୍ବରୁ ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି। ଏକଥା ହସିନ ତାଙ୍କୁ ଲୁଚାଇଥିଲେ। ପରେ ଏହା ଜାଣିବା ପରେ ମଧ୍ୟ ସାମି ହସିନଙ୍କୁ ଭଲପାଇବା ଦେବାରେ କୌଣସି ଉଣା କରିନାହାଁନ୍ତି। ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିଛନ୍ତି।

କିଛିଦନ ପୂର୍ବରୁ ହସିନ ଜହାନଙ୍କ ପ୍ରଥମ ସ୍ୱାମୀ ସୈଫୁଦିନ୍‌ ମିଡ଼ିଆ ସାମ୍ନାକୁ ଆସି କହିଥିଲେ ଯେ ୨୦୦୨ରେ ସେ ହସିନ ଜହାନଙ୍କୁ ବିବାହ କରିଥିଲେ। ଏବଂ ତାଙ୍କର ଦୁଇଟି ଦୁଇଟି ପିଲା ମଧ୍ୟ ଅଛନ୍ତି। ସୈଫୁଦିନ୍‌ କହିଛନ୍ତି ୨୦୦୨ ସେ ହସିନଙ୍କୁ ପ୍ରେମ କରି ବିବାହ କରିଥିଲେ। ୨୦୧୦ରେ ହସିନ ଓ ସୈଫୁଦିନ୍‌ଙ୍କ ମଧ୍ୟରେ ତଲାକ ହୋଇଥିଲା।  ହସିନ ଓ ସୈଫୁଦିନ୍‌ଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି। ବଡ଼ ଝିଅ ୧୦ମ କ୍ଲାସରେ ପଢୁଥିବା ବେଳେ ଅନ୍ୟଜଣେ କ୍ଲାସ୍‌-୬ରେ ପଢୁଛନ୍ତି। ସୈଫୁଦିନ୍‌ କୋଲକାତାରେ ଏକ ଛୋଟ ଦୋକାନ ଚଲାନ୍ତି। ସୈଫୁଦିନ୍‌ କହିଛନ୍ତି ହସିନ ଜଣେ ଉଚ୍ଚ ବିଳାସୀ ମହିଳା।

ଅଜିକାଲି ମହମ୍ମଦ ସାମିଙ୍କ ସଙ୍କଟ ଦିନକୁ ଦନି ବଢିବଢି ଚାଲିଛି। ବୁଧବାର ବିସିସିଆଇ କହିଛି ଆଣ୍ଟି କର୍ପସନ୍‌ ୟୁନିଟ ସାମିଙ୍କ ବିବାଦର ତଦନ୍ତ କରିବ। ଏହାପରେ ସାମିଙ୍କ ଚିନ୍ତା ଆହୁରି ବଢିଯାଇଛି। ନିଜ ପତ୍ନୀଙ୍କ ଦ୍ୱାରା ଲଗାଯାଇଥିବା ମ୍ୟାଚ୍ ଫିକ୍ସିଂ ଅଭିଯୋଗର ତଦନ୍ତ କରିବ ଆଣ୍ଟି କର୍ପସନ୍‌ ୟୁନିଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story