ରିଷଭଙ୍କ ବ୍ୟାଟିଂ ଗୁରୁ କିଏ?

ନୂଆଦିଲ୍ଲୀ: ଏବେ ଚର୍ଚ୍ଚାରେ ଅଛନ୍ତି ରିଷଭ ପନ୍ଥ। ଚଳିତ ଆଇପିଏଲ୍‌ ପରେ ତାଙ୍କର ପ୍ରଶଂସା ଆହୁରି ବଢ଼ିଯାଇଛି। ଏହି ସିଜିନ୍‌ରେ ସେ ଦିଲ୍ଲୀ ଫ୍ରାଞ୍ଚାଇଜ୍‌ ପାଇଁ ଧୂଆଧାର ବ୍ୟାଟିଂ କରିଥିଲେ। ବିଶ୍ୱର ବଡ଼ ବଡ଼ ବୋରଲଙ୍କ ନିଦ ହଜାଇ ଦେଇଥିଲେ। ସେ ୧୪ଟି ମ୍ୟାଚ ଖେଳି ୬୮୪ ରନ କରିଥିଲେ। ସେଥିରେ ରହିଛି ୩୭ଟି ଛକା ଓ ୬୮ଟି ଚୌକା। ଏହା ସତ୍ତ୍ୱେ ଦିଲ୍ଲୀକୁ ଫାଇନାଲ୍‌ରେ ପହଞ୍ଚାଇ ପାରିନଥିଲେ। ତଥାପି ତାଙ୍କ ଉପରୁ ବିସିସିଆଇ ଚୟନକର୍ତ୍ତାଙ୍କ ନଜର […]

rishab panth

rishab panth

Rakesh Mallick
  • Published: Sunday, 03 June 2018
  • Updated: 03 June 2018, 01:49 AM IST

Sports

Latest News

ନୂଆଦିଲ୍ଲୀ: ଏବେ ଚର୍ଚ୍ଚାରେ ଅଛନ୍ତି ରିଷଭ ପନ୍ଥ। ଚଳିତ ଆଇପିଏଲ୍‌ ପରେ ତାଙ୍କର ପ୍ରଶଂସା ଆହୁରି ବଢ଼ିଯାଇଛି। ଏହି ସିଜିନ୍‌ରେ ସେ ଦିଲ୍ଲୀ ଫ୍ରାଞ୍ଚାଇଜ୍‌ ପାଇଁ ଧୂଆଧାର ବ୍ୟାଟିଂ କରିଥିଲେ। ବିଶ୍ୱର ବଡ଼ ବଡ଼ ବୋରଲଙ୍କ ନିଦ ହଜାଇ ଦେଇଥିଲେ। ସେ ୧୪ଟି ମ୍ୟାଚ ଖେଳି ୬୮୪ ରନ କରିଥିଲେ। ସେଥିରେ ରହିଛି ୩୭ଟି ଛକା ଓ ୬୮ଟି ଚୌକା। ଏହା ସତ୍ତ୍ୱେ ଦିଲ୍ଲୀକୁ ଫାଇନାଲ୍‌ରେ ପହଞ୍ଚାଇ ପାରିନଥିଲେ। ତଥାପି ତାଙ୍କ ଉପରୁ ବିସିସିଆଇ ଚୟନକର୍ତ୍ତାଙ୍କ ନଜର ହଟିନାହିଁ। ତାଙ୍କ ବ୍ୟାଟିଂ ଓ କିପିଂ ଶୈଳୀକୁ ନେଇ ଭାଷ୍ୟକାରମାନେ ବେଶ୍‌ ପ୍ରଶଂସା କରିଛନ୍ତି। ଚଳିତବର୍ଷ ତାଙ୍କୁ ଯୁବା ବ୍ରିଗେଡ୍‌ରେ ସାମିଲ କରାଯିବାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ଆଇପିଏଲ୍‌ ମ୍ୟାଚ ଶେଷ ହେବା ପରେ ପନ୍ଥ କ୍ରିକ୍‌ବଜ୍‌ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ତାଙ୍କୁ ତାଙ୍କ କ୍ରିକେଟ୍‌ ଜୀବନରେ ଆଦର୍ଶ କିଏ ବୋଲି ପଚରା ଯାଇଥିଲା। ଏହାର ଉତ୍ତରରେ ସେ ଯାହା କରିଥିଲେ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ପନ୍ଥ କହିଥିଲେ-“ଅଷ୍ଟ୍ରେଲିଆର ୱିକେଟ୍‌କିପର ତଥା ବାମହାତି ଅପ୍‌ନର ଆଡ଼ାମ ଗିଲ୍‌ଖ୍ରୀଷ୍ଟଙ୍କର ମୁଁ ଜଣେ ବଡ଼ ପ୍ରଶଂସକ। ତାଙ୍କ ପଦାଙ୍କ ଅନୁସରଣ କରି ଜଣେ ଭଲ ବ୍ୟାଟ୍ସମ୍ୟାନ୍‌ ଓ ୱିକେଟ୍‌କିପର ହେବାକୁ ଚେଷ୍ଟା କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story