ଯୁବରାଜ ଓ ଧୋନୀ ୨୦୧୯ ବିଶ୍ୱକପ ଖେଳିବା ନେଇ ଆଶଙ୍କା

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ଦୁଇ ସିନିୟର ଖେଳାଳି ଧୋନୀ ଓ ଯୁବରାଜ ୨୦୧୯ ବିଶ୍ୱକପରେ ଦଳରେ ସ୍ଥାନ ପାଇବେ କି ନାହିଁ ଏହାକୁ ନେଇ ଏବେ ଚର୍ଚ୍ଚା। କାରଣ ନିକଟରେ ଟିମ୍‌ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା କହିଥିଲେ ଯେ ସିନିୟର ଖେଳାଳିଙ୍କ ପ୍ରଦର୍ଶନ ଭଲ ନ ରହିଲେ ସେମାନଙ୍କ ବିକଳ୍ପ କଥା ଚିନ୍ତା କରାଯ଼ିବ। ତେଣୁ ଏପରି ସ୍ଥିତିରେ ଟିମ୍ ଇଣ୍ଡିଆର ଏହି ଦୁଇ ଖେଳାଳିଙ୍କ କ୍ରିକେଟ୍ କ୍ୟାରିୟର ଏବେ ଅନ୍ତିମ ପର୍ଯ଼୍ୟାୟ ଦେଇ […]

Dhoni-and

Dhoni-and

Rakesh Mallick
  • Published: Saturday, 19 August 2017
  • Updated: 19 August 2017, 06:13 PM IST

Sports

Latest News

ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ଦୁଇ ସିନିୟର ଖେଳାଳି ଧୋନୀ ଓ ଯୁବରାଜ ୨୦୧୯ ବିଶ୍ୱକପରେ ଦଳରେ ସ୍ଥାନ ପାଇବେ କି ନାହିଁ ଏହାକୁ ନେଇ ଏବେ ଚର୍ଚ୍ଚା। କାରଣ ନିକଟରେ ଟିମ୍‌ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା କହିଥିଲେ ଯେ ସିନିୟର ଖେଳାଳିଙ୍କ ପ୍ରଦର୍ଶନ ଭଲ ନ ରହିଲେ ସେମାନଙ୍କ ବିକଳ୍ପ କଥା ଚିନ୍ତା କରାଯ଼ିବ। ତେଣୁ ଏପରି ସ୍ଥିତିରେ ଟିମ୍ ଇଣ୍ଡିଆର ଏହି ଦୁଇ ଖେଳାଳିଙ୍କ କ୍ରିକେଟ୍ କ୍ୟାରିୟର ଏବେ ଅନ୍ତିମ ପର୍ଯ଼୍ୟାୟ ଦେଇ ଗତି କରୁଛି। ୨୦୦୦ ମସିହାରୁ କ୍ୟାରିୟର ଆରମ୍ଭ କରିଥିବା ଯୁବରାଜ ଆଜି ପର୍ଯ଼୍ୟନ୍ତ ଖେଳିଆସୁଛନ୍ତି। ଏହାରି ମଧ୍ୟରେ ସେ ଅନେକ ଉତ୍ଥାନ ପତନ ଦେଇ ଗତି କରିଛନ୍ତି। ଖରାପ ପ୍ରଦର୍ଶନ କାରଣରୁ ଅନେକ ଦିନ ସେ ଟିମରୁ ବାହାର ମଧ୍ୟ ହୋଇଛନ୍ତି। ହେଲେ ୨୦୧୧ ବିଶ୍ୱକପ ଭାରତ ଜିତିବାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଯ଼ୁବରାଜ। ଏହି ବିଶ୍ୱକପରେ ଯ଼ୁବରାଜ ମ୍ୟାନ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ମଧ୍ୟ ହୋଇଥିଲେ। ହେଲେ ବର୍ତ୍ତମାନ ତାଙ୍କ ପ୍ରଦର୍ଶନ ସେତେ ଭଲ ନ ଥିବା ବେଳେ ୨୦୧୯ ବିଶ୍ୱକପରେ ସେ ସ୍ଥାନ ପାଇବେ କି ନାହିଁ ଆଶଙ୍କା ଦେଖାଦେଇଛି।
ଅନ୍ୟପଟେ ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଦୁଇ ଦୁଇଟି ବିଶ୍ୱକପ ଜିତି ଥିବା ବେଳେ ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକଙ୍କ ମଧ୍ୟରୁ ସେ ଅନ୍ୟତମ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଧୋନୀଙ୍କ ପ୍ରଦର୍ଶନ ଉନ୍ନତମାନର ନ ଥିବାରୁ ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ତାଙ୍କ ବିକଳ୍ପ ଚିନ୍ତା କରିବା କଥା କୁହାଯାଉଛି। ବର୍ତ୍ତମାନ ରିଷିବ ପନ୍ତଙ୍କ ଠାରୁ ଆରମ୍ଭ କରି ଅମ୍ବାତି ରାଇଡୁ ପର୍ଯ଼୍ୟନ୍ତ ନୂଆ ଚେହେରା ଭଲ ଫର୍ମରେ ରହିଥିଲେ ବି ଧୋନୀଙ୍କୁ ଟିମରେ ଲଗାତର ସ୍ଥାନ ମିଳିଚାଲିଛି। ଯ଼ଦି ଆଗମୀ ଦିନମାନଙ୍କରେ ଧୋନୀଙ୍କ ଫର୍ମରେ ସୁଧାର ନ ଆସେ ତେବେ ଏହି ଦୁଇଜଣ ଯ଼ୁବ କ୍ରିକେଟର୍ ତାଙ୍କ ସ୍ଥାନ ନେଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story