ସଚିନ୍‌ଙ୍କ ଖେଳ ଦେଖିବାକୁ ଯାଆନ୍ତି ନାହିଁ ଅଞ୍ଜଳି !

ନୂଆଦିଲ୍ଲୀ: କ୍ରିକେଟରଙ୍କ ପତ୍ନୀ ଖେଳ ଦେଖିବାକୁ ପସନ୍ଦ କରନ୍ତି ନାହିଁ । ଯଦି ଏ କଥାଟି କୁହାଯାଏ ଆପଣ କ’ଣ ବିଶ୍ୱାସ କରିବେ? ଆଦୌ ନୁହେଁ, ଆପଣ କେବେହେଲେ ଆମ କଥାରେ ଏକମତ ହେବେନାହିଁ । ଅବଶ୍ୟ ହେବେ ବା କାହିଁକି ଯେ ! ଧୋନୀଙ୍କଠାରୁ ଆରମ୍ଭ କରି କୋହଲୀଙ୍କ ପତ୍ନୀ ସମସ୍ତେ କ୍ରିକେଟର ଫ୍ୟାନ୍‌। ଆଉ ଖାସ୍‌ ସେଇଥିପାଇଁ  ନିଜ ସ୍ୱାମୀଙ୍କର ଖେଳ ଦେଖିବାକୁ ସେମାନେ ଷ୍ଟାଡିୟମ୍‌ ଯାଆନ୍ତି। କିନ୍ତୁ ଅଞ୍ଜଳିଙ୍କ କ୍ଷେତ୍ରରେ ଏଥିରେ ଟିକେ […]

anjalitendulkar

anjalitendulkar

Rakesh Mallick
  • Published: Monday, 28 May 2018
  • Updated: 28 May 2018, 04:41 PM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟରଙ୍କ ପତ୍ନୀ ଖେଳ ଦେଖିବାକୁ ପସନ୍ଦ କରନ୍ତି ନାହିଁ । ଯଦି ଏ କଥାଟି କୁହାଯାଏ ଆପଣ କ’ଣ ବିଶ୍ୱାସ କରିବେ? ଆଦୌ ନୁହେଁ, ଆପଣ କେବେହେଲେ ଆମ କଥାରେ ଏକମତ ହେବେନାହିଁ । ଅବଶ୍ୟ ହେବେ ବା କାହିଁକି ଯେ ! ଧୋନୀଙ୍କଠାରୁ ଆରମ୍ଭ କରି କୋହଲୀଙ୍କ ପତ୍ନୀ ସମସ୍ତେ କ୍ରିକେଟର ଫ୍ୟାନ୍‌। ଆଉ ଖାସ୍‌ ସେଇଥିପାଇଁ  ନିଜ ସ୍ୱାମୀଙ୍କର ଖେଳ ଦେଖିବାକୁ ସେମାନେ ଷ୍ଟାଡିୟମ୍‌ ଯାଆନ୍ତି। କିନ୍ତୁ ଅଞ୍ଜଳିଙ୍କ କ୍ଷେତ୍ରରେ ଏଥିରେ ଟିକେ ବ୍ୟତିକ୍ରମ ରହିଛି। ଆମେ କହୁଛୁ କ୍ରିକେଟ କିମ୍ବଦନ୍ତୀ ସଚୀନ ତେନ୍ଦୁଲକଙ୍କ ପତ୍ନୀ ଅଞ୍ଜଳୀଙ୍କ କଥା।

ଆପଣ ଯଦି କ୍ରିକେଟରଙ୍କ ଫ୍ୟାନ୍‌, ତା ହେଲେ ଥରେ କୁହନ୍ତୁ ତ, ମାଷ୍ଟର ବ୍ଲାଷ୍ଟରଙ୍କ ପତ୍ନୀ ଅଞ୍ଜଳିଙ୍କୁ କ’ଣ କେବେ ଷ୍ଟାଡିୟମ୍‌ରେ ଦେଖିଛନ୍ତି ? ନା’ ଦେଖି ନ ଥିବେ। କାରଣ ସେ କେବେ ସଚିନ୍‌ଙ୍କ ଖେଳ ଦେଖିବାକୁ ଷ୍ଟାଡିୟମ୍‌କୁ ଆସନ୍ତିନି। ଆଉ ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଚାଳନ୍ତୁ ସେହି କାରଣ କ’ଣ ଜାଣିବା।

ନିକଟରେ, ସଚିନ୍‌ ଗୌରବ କପୁରଙ୍କ ପ୍ରସିଦ୍ଧ ଟକ୍‌ ଶୋ’ ‘ବ୍ରେକ୍‌ ଫାଷ୍ଟ ଉଇଥ୍‌ ଚାମ୍ପିଅନ୍ସ’କୁ ଅତିଥି ଭାବେ ଆସିଥିଲେ। ସେଠାରେ ସେ ନିଜ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ କିଛି କଥା ସେୟାର କରିଥିଲେ। ଶୋ’ରେ ସଚିନ୍‌ ଏକଥା ଖୁଲାସା କରିଥିଲେ। କହିଥିଲେ, ‘‘ଅଞ୍ଜଳି କେବେ ବି ତାଙ୍କର କୌଣସି ମ୍ୟାଚ୍‌ ଦେଖିବାକୁ ବା ତାଙ୍କୁ ଉତ୍ସାହିତ କରିବାକୁ ଯାଆନ୍ତି ନାହିଁ। ଏହା ପଛରେ କାହାଣୀଟିଏ ଅଛି।  ୨୦୦୪ରେ ମେଲ୍‌ବର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳ ହେଉଥିଲା।  ମୁଁ ‘ବକ୍ସି ଟେଷ୍ଟ୍‌ ମ୍ୟାଚ୍‌’ ଖେଳୁଥିଲି। ବ୍ରେଡ୍‌ ଲି ପ୍ରଥମ ବଲ୍‌ ପକେଇବାକୁ ଆସିଥିଲେ। ଏହି ବଲ୍‌ରେ ମୋ କ୍ୟାଚ୍‌ ୱିକେଟ୍‌ କିପର କ୍ୟାଚ୍ ଧରି ଦେଇଥିଲେ। ଆଉ ମୋତେ ଆଉଟ୍‌ ହୋଇ ଫେରିବାକୁ ପଡ଼ିଥିଲା।ସେ ସମୟରେ ଅଞ୍ଜଳି ନିଜ ସିଟ୍‌ରୁ  ଉଠି ମଇଦାନ୍‌ରୁ ଚାଲିଯାଇଥିଲେ। ସେହିଦିନଠାରୁ ଅଞ୍ଜଳି ମୋ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମ୍‌କୁ ଯାଆନ୍ତି ନାହିଁ। ପରବର୍ତ୍ତି ସମୟରେ ସେ  ଯେବେ ମୋ ମ୍ୟାଚ୍‌ ଦେଖିବାକୁ ଆସିଥିଲେ। ତାହା ମୋ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ୍‌ ଥିଲା।’’

କେମିତି ଥିଲା ଦୁହିଁଙ୍କ ପ୍ରେମ କାହାଣୀ

କୌଣସି ଫିଲ୍ମର ଲଭଷ୍ଟୋରୀରୁ କମ୍ ନୁହେଁ ସଚିନ ଓ ଅଞ୍ଜଳିଙ୍କ ଏହି ପ୍ରେମ କାହାଣୀ। ସଚିନ ଓ ଅଞ୍ଜଳିଙ୍କ ପ୍ରଥମ ଥର ପାଇଁ ଭେଟ ହୋଇଥିଲା ବିମାନ ବନ୍ଦରରେ। ଅଞ୍ଜଳି ତାଙ୍କ ମା’ଙ୍କୁ ନେବା ପା‌ଇଁ ଏୟାରପୋର୍ଟ ଯାଇଥିଲେ। ସେଠାରେ ପ୍ରଖ୍ୟାତ କ୍ରିକେଟର ସଚିନ୍‌ଙ୍କୁ ଦେଖି ସେ ତାଙ୍କ ପ୍ରତି ଆକର୍ଷିତ ହୋଇଯାଇଥିଲେ। ତାଙ୍କୁ ଦେଖିବା ମାତ୍ରେ ହିଁ ଅଞ୍ଜଳି ସଚିନ୍ ସଚିନ୍ ବୋଲି ବଡ଼ ପାଟିରେ ଡାକିବାକୁ ଲାଗିଲେ। କିନ୍ତୁ ସେତେବେଳେ ୧୭ ବର୍ଷୀୟ ସଚିନଙ୍କୁ ଲାଜ ଲାଗିବାରୁ ସେ ଚୁପ୍ ଚାପ୍ ଯାଇ ଗାଡ଼ିରେ ବସିଯାଇଥିଲେ। ସବୁଠୁ ମଜା କଥା ହେଉଛି ସଚିନ୍‌ଙ୍କୁ ଦେଖି ଅଞ୍ଜଳି ନିଜ ମାଆଙ୍କୁ ରିସିଭ୍‌ କରିବା ଭୁଲି ଯାଇଥିଲେ।

[caption id="attachment_239975" align="aligncenter" width="840"] ବୈବାହିକ ଜୀବନ ଆରମ୍ଭ ସମୟର କିଛି ଅଭୁଲା ସ୍ମୃତି[/caption]

ସେହି ଦିନ ପରଠୁ ଅଞ୍ଜଳି ସଚିନଙ୍କୁ ହୃଦୟ ଦେଇ ଦେଇଥିଲେ। ଆଉ ସଚିନଙ୍କ ଫୋନ ନମ୍ବର ଯୋଗାଡ଼ କରିବାରେ ଲାଗିପଡ଼ିଥିଲେ। କିଛି ଦିନ ପରେ ଅଞ୍ଜଳି କୌଣସି ଉପାୟରେ ସଚିନଙ୍କ ଫୋନ୍ ନମ୍ବର ପାଇଥିଲେ। ଏହାପରେ ସେ  ସେହି ନମ୍ବରରେ କଲ୍ କରିବାରୁ ସଚିନ ଫୋନ୍ ରିସିଭ କରିଥିଲେ।

ସେ ସଚିନଙ୍କୁ ତାଙ୍କ ପରିଚୟ ଦେଇଥିଲେ ଓ ସେଦିନ ବିମାନବନ୍ଦରର ଘଟଣା ବିଷୟରେ କହିଥିଲେ। ସଚିନ୍ ତାଙ୍କୁ କହିଥିଲେ ଯେ, ସେ ବି ତାଙ୍କୁ ମନେ ରଖିଛନ୍ତି।  ପ୍ରେମ ପାଇଁ ସଚିନଙ୍କୁ ଅଞ୍ଜଳିଙ୍କ ପାଖରେ ପରୀକ୍ଷା ମଧ୍ୟ ଦେବାକୁ ପଡ଼ିଥିଲା। ଜାଣିବା ପାଇଁ ଅଞ୍ଜଳି ସଚିନଙ୍କୁ ପଚାରିଥିଲେ ସେଦିନ ସେ କେଉଁ ଡ୍ରେସ୍ ପିନ୍ଧିଥିଲେ ? ହେଲେ ସଚିନ ଏହାର ଯେତେବେଳେ ଠିକ୍‌ ଉତ୍ତର ଦେଇଥିଲେ  ଅଞ୍ଜଳି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସଚିନ ଏହାର ଠିକ୍ ଉତ୍ତର ଦେଇ କହିଥିଲେ ଯେ, ସେ କମଳା ରଙ୍ଗର ଡ୍ରେସ୍ ପିନ୍ଧିଥିଲେ।

[caption id="attachment_239976" align="aligncenter" width="728"] ସଚିନ୍‌ ଓ ଅଞ୍ଜଳିଙ୍କର କିଛି ବିଶେଷ ମୁହୂର୍ତ୍ତ[/caption]

ଏହା ପରେ ସେମାନେ ଫୋନରେ କଥା ହେବାକୁ ଲାଗିଲେ। ଧୀରେ ଧୀରେ ତାଙ୍କ ପ୍ରେମ ସମ୍ପର୍କ ଗଭୀର ହେବାକୁ ଲାଗିଲା। ଥରେ ଅଞ୍ଜଳି ସଚିନଙ୍କ ଘରକୁ ସାମ୍ବାଦିକା ହୋଇ ଯାଇଥିଲେ। ସେଠାରେ ସେ ସଚିନଙ୍କ ମା’ଙ୍କ ସହ ସଚିନଙ୍କୁ ବିବାହ କରିବା କଥା ହୋଇଥିଲେ। ୧୯୯୫ ମସିହାରେ ହିନ୍ଦୀ ଫିଲ୍ମ ‘ରୋଜା’ ରିଲିଜ୍ ହୋଇଥିଲା।  ଦୁହେଁ  ମନ ବଳାଇଥିଲେ ଏକାଠି ଫିଲ୍ମ ଦେଖିବାକୁ। ହେଲେ ସେତେବେଳେ ସଚିନ ବହୁତ ଲୋକପ୍ରିୟ ହୋଇଯାଇଥିଲେ। ଏପରି ଜନଗହଳିପୂର୍ଣ୍ଣ ଜାଗା ଯିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା। କିନ୍ତୁ ଅଞ୍ଜଳିଙ୍କ ମନ ବା କେମିତି ଭାଙ୍ଗିଦେଇଥାନ୍ତେ ସଚିନ୍। ସେଦିନ ଅଞ୍ଜଳିଙ୍କ ପାଇଁ ସଚିନ ପୂରା ଫିଲ୍ମ ଅନ୍ଦାଜରେ ବେଶ ବଦଳାଇ ଜଣେ ସର୍ଦ୍ଦାର ରୂପ ନେଇଥିଲେ।  ଆଉ ଅଞ୍ଜଳିଙ୍କ ସହ ଫିଲ୍ମ ଦେଖିବାକୁ ଯାଇଥିଲେ ସଚିନ୍। ଲୋକଙ୍କ ନଜର ହଟାଇବା ପାଇଁ ଏହି କାମ କରିଥିଲେ ସଚିନ। ଆଉ ଶେଷରେ ଉଭୟଙ୍କ ପ୍ରେମ ଜିତି ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story