ଏହି କାରଣରୁ ଫାଇନାଲ୍‌ରେ ହାରିଲା ହାଇଦ୍ରାବାଦ: ଶେଷରେ ମୁହଁ ଖୋଲିଲେ ଅଧିନାୟକ  

ଆଇପିଏଲ ୨୦୧୮ ସିଜିନର ଫାଇନାଲ ମ୍ୟାଚ୍‌ରେ ୱାଟ୍‌ସନଙ୍କ ଶତକ ବଳରେ ଚେନ୍ନାଇ ହାଇଦ୍ରାବାଦକୁ ହରାଇ ଚାମ୍ପିୟନ ହୋଇଥିଲା। ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୧୭୮ ରନ୍‌ କରିଥିଲା। ଜବାବରେ ୧୭୯ ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ୧୮.୩ ଓଭରରେ ଜିତିନେଇଥିଲା। ୮ ୱିକେଟ୍‌ରେ ହାରିବା ପରେ ହାଇଦ୍ରାବାଦ ଅଧିନାୟକ ୱିଲିୟମସନ୍‌ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ୱାଟସନ୍‌ଙ୍କ ଆକର୍ଷଣୀୟ ପାଳି ହାଇଦ୍ରାବା ପାଇଁ ପରାସ୍ତର କାରଣ ପାଲଟିଥିଲା। ୱାଟସନ୍‌ଙ୍କୁ ରୋକି ହୋଇଥିଲେ ହୁଏତ ମ୍ୟାଚ୍‌ ନିଜ […]

vivo-ipl-2018-qualifier-csk-srh-v_85537f82-60df-11e8-8da7-089610bcbead

Rakesh Mallick
  • Published: Tuesday, 29 May 2018
  • Updated: 29 May 2018, 05:03 PM IST

Sports

Latest News

ଆଇପିଏଲ ୨୦୧୮ ସିଜିନର ଫାଇନାଲ ମ୍ୟାଚ୍‌ରେ ୱାଟ୍‌ସନଙ୍କ ଶତକ ବଳରେ ଚେନ୍ନାଇ ହାଇଦ୍ରାବାଦକୁ ହରାଇ ଚାମ୍ପିୟନ ହୋଇଥିଲା। ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୧୭୮ ରନ୍‌ କରିଥିଲା। ଜବାବରେ ୧୭୯ ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ୧୮.୩ ଓଭରରେ ଜିତିନେଇଥିଲା।

୮ ୱିକେଟ୍‌ରେ ହାରିବା ପରେ ହାଇଦ୍ରାବାଦ ଅଧିନାୟକ ୱିଲିୟମସନ୍‌ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ୱାଟସନ୍‌ଙ୍କ ଆକର୍ଷଣୀୟ ପାଳି ହାଇଦ୍ରାବା ପାଇଁ ପରାସ୍ତର କାରଣ ପାଲଟିଥିଲା। ୱାଟସନ୍‌ଙ୍କୁ ରୋକି ହୋଇଥିଲେ ହୁଏତ ମ୍ୟାଚ୍‌ ନିଜ ସପକ୍ଷରେ ହୋଇଥାନ୍ତା । ସେ ଏହାମଧ୍ୟ କହିଛନ୍ତି, ଚେନ୍ନାଇ ଆରମ୍ଭ ବେଶ ନୈରାଶ୍ୟ ଜନକ ରହିଥିଲା। ୫ ଓଭରରେ ଚେନ୍ନାଇ ୧ ୱିକେଟ ହରାଇ ୨୦ ରନ୍‌ ସଂଗ୍ରହ କରିଥିଲା। ୫ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌ ହାଇଦ୍ରାବାଦ କବ୍‌ଜାରେ ରହିଥିଲା। ଫଳରେ ଲାଗୁଥିଲା ସହଜରେ ହାଇଦ୍ରବାଦ ଫାଇନାଲ ମ୍ୟାଚ୍‌ ଜିତିନେବ।

ହେଲେ ଏହାପରେ ୱାଟସନ୍‌ଙ୍କ ବ୍ୟାଟ୍‌ରୁ ବିସ୍ଫୋରକ ଇଂନିସ ଦେଖିବାକୁ ମିଳିଥିଲା। ୱାଙ୍ଖଡ଼େ ଭଳି ପିଚ୍‌ରେ ୧୭୯ ରନ୍‌ର ଟାର୍ଗେଟ୍‌ ବେଶ ଭଲ ଥିଲା, ହେଲେ ଖରାପ ବୋଲିଂ ପାଇଁ ପରାଜୟ ମିଲିଥିବା ୱିଲିୟମସନ୍‌ କହିଛନ୍ତି। ସେ କହିଛନ୍ତି ସିଏସ୍‌କେ ଯେଉଁଭଳି ଖେଳିଳା ଏହାର ଶ୍ରେୟ ବ୍ୟାଟ୍ସମ୍ୟାନଙ୍କୁ ଯାଉଛି। ସେପଟେ ଆରମ୍ଭରୁ ଚେନ୍ନାଇର ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍‌ କରିବାରେ ସାମନ୍ୟ ସୁଯୋଗ ରହିଥିବା ବେଳେ ଦଳ ଏହାକୁ ହାତଛଡ଼ା କରିଥିଲା ବୋଲି ସେ କହିଛନ୍ତି।  

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ, ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୱିକେ  ହରାଇ ୧୭୮ ରନ୍ କରିବାରେ ସଫଳ ହୋଇଥିଲା। ତେବେ ୧୭୯ ରନର ଟାଗେର୍ଟକୁ ମାତ୍ର ୧୮ ଓଭର ତିନୋଟି ବଲରେ ହାସଲ କରିନେଇଥିଲା ଚେନ୍ନାଇ। ଦଳ ପକ୍ଷରୁ ସର୍ବାଧିକ ସ୍କୋର କରିଥିଲେ ସେନ୍ ୱାଟସନ୍। ସେ  ମାତ୍ର ୫୭ଟି ବଲରୁ ୧୧୭ ରନ୍ କରି ମ୍ୟାଚ୍କୁ ଏକ ପାଖିଆ କରିଦେଇଥିଲେ। ଆରମ୍ଭରୁ ମନ୍ଥର ଗତିରେ ଇନିଂସ ଷ୍ଟାର୍ଟ କରିଥିଲା 

ବୋଲର୍ ସନ୍ଦୀପ ଶର୍ମାଙ୍କ ବୋଲିଂ ହାଇଦ୍ରାବାଦ ଟିମ୍ ପାଇଁ ବେସ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଓଭରରେ ୫୨ ରନ୍ ଦେଇଥିଲେ ସନ୍ଦୀପ। ଏହି ବିଜୟ ସହ ତିନୋଟି ଆଇପିଏଲ୍ ସିଜିନକୁ ନିଜ ନାଁରେ କରିନେଇଛି ଚେନ୍ନାଇ।  ୨୦୧୦, ୨୦୧୧ ସିଜିନର ବିଜେତା ଚେନ୍ନାଇ  ୨୦୧୮ ସିଜିନ ଜିତି ଆଉ ଏକ ଇତିହାସ ରଚିଛି। ଟିମ୍ ସପ୍ତମ ଥର ଫାଇନାଲ୍ ଖେଳି ତୃତୀୟ ଥର ପାଇଁ ଚାମ୍ପିଅନ୍ ହୋଇଛି। ଏହାସହ ଚତୁର୍ଥ ଥର ପାଇଁ ରନର୍ସଅପ୍ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story