ମହିଳା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି: ମାଲେସିଆକୁ ହରାଇଲ ଭାରତ

women-hockey

ସିଙ୍ଗାପୁର: ଚଳିତ ମହିଳା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ସଫଳ ଅଭିଯାନ ଜାରି ରଖିଛି। ଆଜି ଦଳ ୨-୦ରେ ମାଲେସିଆକୁ ପରାସ୍ତ କରିଛି।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ପୂର୍ବରୁ ଦୁଇଟି ମ୍ୟାଚ୍‌ ଖେଳି ସାରିଛି। ପ୍ରଥମ ମ୍ୟାଚ୍‌ଟି ଜାପାନ ବିରୁଦ୍ଧରେ ଖେଳିଥିବା ବେଳେ ଏହା ୨-୨ରେ ଡ୍ରରେ ରହିଥିଲା। ଗତକାଲି ଦଳ ଦକ୍ଷିଣ କୋରିଆକୁ ଦଳ ୨-୧ରେ ହରାଇଥିଲା।

Previous ArticleNext Article

Send this to a friend