ଝିଅ ଦେଖାଇଲେ ଦମ: ନ୍ୟୁଜ୍‌ଲାଣ୍ଡକୁ ହରାଇ ସେମିରେ ଟିମ୍‌ ଇଣ୍ଡିଆ

india-women-cricket-icc_806x605_71499165771

ମୁମ୍ବାଇ: ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ମହିଳା ବିଶ୍ୱକପ୍‌ରେ ନ୍ୟୁଜଲାଣ୍ଡକୁ ହରାଇ ଭାରତ ସେମିଫାଇନାଲରେ ପହଞ୍ଚିଛି। ମହିଳା ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ ଆଜି ନ୍ୟୁଜଲାଣ୍ଡକୁ ୧୮୬ ରନର ପରାସ୍ତ କରିଛି। ଭାରତ ପ୍ରଥମେ ମ୍ୟାଟିଂ କରି ୨୫୬ ରନ କରିଥିଲା। ଜବାବରେ ନ୍ୟୁଜଲାଣ୍ଡ ମାତ୍ର ୭୯ରନ କରି ଅଲଆଉଟ୍‌ ହୋଇଯାଇଛି। ଭାରତ ପକ୍ଷରୁ ଅଧିନାୟକ ମିତାଲି ରାଜ ୧୦୯ ରନ୍‌ର ଆକର୍ଷଣୀୟ ପଳି ଖେଳିଥିବା ବେଳେ ରାଜେଶ୍ୱରୀ ଗାୟକ୍ୱାଡ ମାତ୍ର ୭.୩ ଓଭର ବୋଲିଂ କରି ୫ଟି ୱିକେଟ୍‌ ଅକ୍ତିଆର କରିଥିଲେ।

Previous ArticleNext Article

Send this to a friend