ବକେୟା ଦରମା ମିଳିବା ପରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଧର୍ମଘଟ ପ୍ରତ୍ୟାହୃତ

ଭୁବନେଶ୍ୱର: ଶୁକ୍ରବାର ମଧ୍ୟରାତ୍ରରୁ ଆରମ୍ଭ ହୋଇଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘର ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ବକେୟା ଦରମା ମିଳିବା ପରେ ଆମ୍ବୁଲାନ୍ସ କର୍ମଚାରୀମାନେ ଧର୍ମଘଟରୁ ଉଠିଥିଲେ। ଦରମାରେ ଅନିୟମିତତା ଅଭିଯୋଗ କରି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ଏହି ବନ୍ଦ ଡାକରା ଦେଇଥିଲା । ୧୦୮ ଆମ୍ବୁଲାନ୍ସର ଡ୍ରାଇଭର, ଏମର୍‌ଜେନ୍ସି ମେଡିକାଲ୍ ଟେକ୍ନିସିଆନ୍ ଓ ଆଟେଣ୍ଟାଣ୍ଟ୍‌ମାନେ କାମ ବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିଲେ। ଦାବି ସଂପର୍କରେ ବାରମ୍ବାର ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ […]

ambulance

ambulance

Rakesh Mallick
  • Published: Saturday, 17 December 2016
  • Updated: 17 December 2016, 05:20 PM IST

ambulanceଭୁବନେଶ୍ୱର: ଶୁକ୍ରବାର ମଧ୍ୟରାତ୍ରରୁ ଆରମ୍ଭ ହୋଇଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘର ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ବକେୟା ଦରମା ମିଳିବା ପରେ ଆମ୍ବୁଲାନ୍ସ କର୍ମଚାରୀମାନେ ଧର୍ମଘଟରୁ ଉଠିଥିଲେ।

ଦରମାରେ ଅନିୟମିତତା ଅଭିଯୋଗ କରି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ଏହି ବନ୍ଦ ଡାକରା ଦେଇଥିଲା । ୧୦୮ ଆମ୍ବୁଲାନ୍ସର ଡ୍ରାଇଭର, ଏମର୍‌ଜେନ୍ସି ମେଡିକାଲ୍ ଟେକ୍ନିସିଆନ୍ ଓ ଆଟେଣ୍ଟାଣ୍ଟ୍‌ମାନେ କାମ ବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିଲେ।

ଦାବି ସଂପର୍କରେ ବାରମ୍ବାର ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ କରି ସଂଘ ଏପରି ନିଷ୍ପତ୍ତି ନେଇଥିଲା।

ଧର୍ମଘଟ ଯୋଗୁଁ କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦୮ ଆମ୍ବୁଲାନ୍ସ ସେବା ଠପ୍‌ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story