୧୦ ନଭେମ୍ବର, ଶୁକ୍ରବାର: ଜାଣନ୍ତୁ ଆଜି କେଉଁ ରାଶି ଲୋକଙ୍କର ଧନଲାଭ ଯୋଗ ରହିଛି

ମେଷ: ଧନଲାଭ ସହ ସନ୍ତାନମାନଙ୍କ ପାଖରୁ ସୁଖ ପ୍ରାପ୍ତିର ସମ୍ଭାବନା ରହିଛି । ତେବେ ସତର୍କ ରୁହନ୍ତୁ ଓ ବିବାଦଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ। ବୃଷ:ଜୀବନରେ ପରିବର୍ତ୍ତନ ସହ, ପାରିବାରିକ ସୁଖ ମିଳିବ। ପତ୍ନୀ/ପତିଙ୍କ ସହଯୋଗ ପାଇ ଜୀବନଯାତ୍ରା ସରଳ ହେବ। ମିଥୁନ: ପ୍ରେମରେ ସଫଳତା ମିଳିବା ସହ ଆର୍ଥିକ ସ୍ଥିତି ସୁଦୃଢ ହେବ। ପାରିବାରିକ ସମ୍ପର୍କକୁ ସତର୍କତାର ସହ ପାଳନ କରନ୍ତୁ ସୁଫଳ ପାଇବ। କର୍କଟ:ଅଟକି ଥିବା କାମ ସମ୍ପୂର୍ଣ୍ଣ ହେବ। ଧନଲାଭ ଯୋଗ ସହ […]

zodaic-1

zodaic-1

Rakesh Mallick
  • Published: Friday, 10 November 2017
  • Updated: 10 November 2017, 07:44 AM IST

Sports

Latest News

ମେଷ: ଧନଲାଭ ସହ ସନ୍ତାନମାନଙ୍କ ପାଖରୁ ସୁଖ ପ୍ରାପ୍ତିର ସମ୍ଭାବନା ରହିଛି । ତେବେ ସତର୍କ ରୁହନ୍ତୁ ଓ ବିବାଦଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ।

ବୃଷ:ଜୀବନରେ ପରିବର୍ତ୍ତନ ସହ, ପାରିବାରିକ ସୁଖ ମିଳିବ। ପତ୍ନୀ/ପତିଙ୍କ ସହଯୋଗ ପାଇ ଜୀବନଯାତ୍ରା ସରଳ ହେବ।

ମିଥୁନ: ପ୍ରେମରେ ସଫଳତା ମିଳିବା ସହ ଆର୍ଥିକ ସ୍ଥିତି ସୁଦୃଢ ହେବ। ପାରିବାରିକ ସମ୍ପର୍କକୁ ସତର୍କତାର ସହ ପାଳନ କରନ୍ତୁ ସୁଫଳ ପାଇବ।

କର୍କଟ:ଅଟକି ଥିବା କାମ ସମ୍ପୂର୍ଣ୍ଣ ହେବ। ଧନଲାଭ ଯୋଗ ସହ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାର ସମ୍ଭାବନା ରହିଛି।

ସିଂହ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହେବ। ତେବେ କୌଣସି ନୂଆ କାମ ଆରମ୍ଭ ନ କଲେ ଭଲ। ହଳଦିଆ ବସ୍ତ୍ର ଦାନ କରନ୍ତୁ ଶୁଭଫଳ ପାଇବେ।

କନ୍ୟା: ଧନହାନିର ସମ୍ଭାବନା ରହିଛି। ସନ୍ଧ୍ୟା ପର୍ଯ୍ୟନ୍ତ ଯଥାସମ୍ଭବ ସତର୍କ ରୁହନ୍ତୁ।

ତୁଳା: ନୂଆ କାର୍ଯ୍ୟ ମିଳିବା ସହ ସମ୍ମାନ ଓ ସନ୍ତାନ ଲାଭର ଯୋଗ ରହିଛି।

ବିଛା: ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଅର୍ଥଲାଭର ଯୋଗ ରହିଛି।

ଧନୁ: ମନୋରଞ୍ଜକ ଯାତ୍ରା ସହ ସମ୍ପତ୍ତି ଲାଭର ଯୋଗ ରହିଛି।

ମକର: ବାଣିଜ୍ୟ ବ୍ୟାପାର ଭଲ ହେବା ସହ ବିଦେଶ ଯାତ୍ରାର ସୁଯୋଗ ମିଳିପାରେ । ସ୍ୱାସ୍ଥ୍ୟାବସ୍ଥାରେ ମଧ୍ୟ ଉନ୍ନତୀ ଘଟିବ ।

କୁମ୍ଭ: ଉପହାର ଓ ସମ୍ମାନ ପ୍ରାପ୍ତି ସହ ଧନ ଲାଭର ସମ୍ଭାବନା ରହିଛି।

ମୀନ: ସମ୍ପତ୍ତିଗତ ବିବାଦର ସମାଧାନ ସହ ଆର୍ଥିକ ସୁଧାର ଆସିବ । ସ୍ୱାସ୍ଥ୍ୟପ୍ରତି ସେଚତନ ରୁହନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story