୧୧ ଜାନୁୟାରୀ,ଗୁରୁବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ଆଜି ଆତ୍ମବିଶ୍ୱାସ ବଢ଼ିବ

ମେଷ: ଧନପ୍ରାପ୍ତିର ଯୋଗ ରହିଛି। ଘରେ ସୁଖ ଓ ଶାନ୍ତିର ବାତାବରଣ ରହିବ। ଯାତ୍ରା କରିପାରନ୍ତି। ବୃଷ: ସୁସ୍ଥ ରହିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଶୁଭ ଖବର ପାଇବେ। ମିଥୁନ:ବ୍ୟସ୍ତ ଭିତରେ ରହିବେ। ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦ-ବିବାଦ ଭିତରେ ପଶନ୍ତୁ ନାହିଁ। କର୍କଟ: ଅସୁସ୍ଥ ଅନୁଭବ କରିବେ। ବ୍ୟସ୍ତ ଭିତରେ ରହିବେ। ଅଫିସ୍‌ କାମକୁ ନେଇ ଚିନ୍ତାରେ ରହିବେ। ସିଂହ: ସୁସ୍ଥ ରହିବେ। ସ୍ଥାନ ପରିବର୍ତ୍ତନର ଯୋଗ […]

zodaic

zodaic

Rakesh Mallick
  • Published: Thursday, 11 January 2018
  • Updated: 11 January 2018, 07:57 AM IST

Sports

Latest News

ମେଷ: ଧନପ୍ରାପ୍ତିର ଯୋଗ ରହିଛି। ଘରେ ସୁଖ ଓ ଶାନ୍ତିର ବାତାବରଣ ରହିବ। ଯାତ୍ରା କରିପାରନ୍ତି।

ବୃଷ: ସୁସ୍ଥ ରହିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଶୁଭ ଖବର ପାଇବେ।

ମିଥୁନ:ବ୍ୟସ୍ତ ଭିତରେ ରହିବେ। ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦ-ବିବାଦ ଭିତରେ ପଶନ୍ତୁ ନାହିଁ।

କର୍କଟ: ଅସୁସ୍ଥ ଅନୁଭବ କରିବେ। ବ୍ୟସ୍ତ ଭିତରେ ରହିବେ। ଅଫିସ୍‌ କାମକୁ ନେଇ ଚିନ୍ତାରେ ରହିବେ।

ସିଂହ: ସୁସ୍ଥ ରହିବେ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଆର୍ଥିକ ସ୍ଥିତି ଭଲ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି।

କନ୍ୟା: ପରିବାରରେ ଖୁସିର ବାତାବରଣ ରହିବ। ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ମିଳିପାରେ।

ତୁଳା: କାର୍ଯ୍ୟରେ ସଫଳତା ପାଇବେ। ଖର୍ଚ୍ଚ ବଢ଼ିବ। ଆତ୍ମବିଶ୍ୱାସ ବଢ଼ିବ। ଯାତ୍ରା କରିପାରନ୍ତି। ସୁସ୍ଥ ରହିବେ।

ବିଚ୍ଛା: ଖର୍ଚ୍ଚ ବଢ଼ିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମନ ଅଶାନ୍ତ ରହିବ।

ଧନୁ: ଧନପ୍ରାପ୍ତିର ଯୋଗ ରହିଛି। ଦାୟିତ୍ୱ ବଢ଼ିବ। ପରିବାରରେ ସୁଖ ଓ ଶାନ୍ତିର ପରିବେଶ ରହିବ। ବନ୍ଧୁଙ୍କ ସହ ସାକ୍ଷାତ କରି ପାରନ୍ତି।

ମକର: ବିବାହ ସ୍ଥିର ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। କ୍ୟାରିଅର୍‌ରେ ପରିବର୍ତ୍ତନ ହୋଇପାରେ।

କୁମ୍ଭ:  ଯାତ୍ରା କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ମହିଳାଙ୍କଠାରୁ ସହଯୋଗ ପାଇବେ। ସୁସ୍ଥ ରହିବେ।

ମୀନ: ଅସୁସ୍ଥ ଅନୁଭବ କରିବେ। ଖର୍ଚ୍ଚ ବଢ଼ିବ। ସୋରିଷ ଖାଇ ଘରୁ ବାହାରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story